ସୁଶାନ୍ତ ସିଂ ରାଜପୁତଙ୍କର ଫ୍ୟାନ ମାନଙ୍କ ପାଇଁ ଆଶ୍ଚର୍ଯ୍ୟ ଜନକ ଖବର, NCB ଦେଲା ବଡ଼ ବୟାନ।

ସୁଶାନ୍ତ ସିଂ ରାଜପୁତଙ୍କର ଅଚାନକ ମୃତ୍ୟୁ ହେବା ଉପରେ ନରକୋଟିକ୍ସ କଣ୍ଟ୍ରୋଲ ବୟୁରୋ ବା ଏନସିବି ଜଲଦି ଚାର୍ଜସିଟ ଦେବାର ଭୁଲ ଖବରକୁ ମୁହଁ ଉପରେ ହିଁ ଖାରଜ କରି ଦେଇଛି। ଏଜେନ୍ସି କହିଲା କି ବହୁତ ସାରା ଲିଙ୍କ ମାନଙ୍କର ଏବେ ବି ଯାଞ୍ଚ କରା ଯାଉଛି। ଜଣେ ଏଜେନ୍ସିର ସୂତ୍ର କହିଲେ ,” ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ଉପରେ ଏନସିବିର ଜଲଦି ଚାର୍ଜ ସିଟ ଦେବାର ଖବର ସତ ନୁହଁ।”

Google
ବହୁତ ଲୋକଙ୍କୁ ଜେରା କରାଯାଇଛି:

ଅଚାନକ ସୁଶାନ୍ତ ଙ୍କର ମୃତ୍ୟୁ ହେବାପ ରେ ଅନେକ ଲୋକ ଆଶ୍ଚର୍ଯ୍ୟ ଥିଲେ ଆଉ ଅନେକ ଲୋକ ସୁଶାନ୍ତଙ୍କ ପାଇଁ ଜଷ୍ଟିସ ର ଦାବି କରୁଥିଲେ।

ଏନସିବି ସୁଶାନ୍ତଙ୍କ ମୃତ୍ୟୁ ଉପରେ ଡ୍ରଗ୍ସର ବହୁତ ମାମଲା ଦର୍ଜ କରିଛି ଆଉ ତାଙ୍କର ପ୍ରେମିକା ରିୟା ଚକ୍ରବର୍ତ୍ତୀ ତଥା ତାଙ୍କର ଭାଇ ଶୈବିକ ଚକ୍ରବର୍ତ୍ତୀଙ୍କୁ ଏହି ଡ୍ରଗ୍ସ ମାମଲାରେ ପୂର୍ବ ବର୍ଷ ଅଗଷ୍ଟରେ ଗିରଫ କରିଥିଲା। ଦୁଇ ଜଣ ଏବେ ବେଲରେ ବାହାରେ ଚାଲୁଛନ୍ତି। ଆଉ ଏନସିବି ଏହି ମାମଲାରେ ପୂର୍ବ ବର୍ଷ ସେପ୍ଟେମ୍ବରରେ ଶ୍ରଦ୍ଧା କପୁର, ସାରା ଅଲି ଖାନ ତଥା ଦୀପିକା ପାଦୁକନଙ୍କୁ ବି ଗିରଫ କରି ଥିଲା। ଏହା ସହିତ ରାକୁଲ ପ୍ରୀତ ସିଂ ତଥା କରିସ୍ମା ପ୍ରକାଶଙ୍କୁ ବି ଗିରଫ କରିକି ପଚରା ଉଚୁରା କରିଥିଲା।

Google
ପୂର୍ବ ବର୍ଷ ଅଗଷ୍ଟରୁ ମାମଲାର ଯାଞ୍ଚ ଚାଲିଛି:

ଏନସିବି ଏହି ମାମଲା ଉପରେ ପୂର୍ବ ବର୍ଷ ଅଗଷ୍ଟରୁ ଆରମ୍ଭ କରିଛି। ଇଡି ରିୟା ଚକ୍ରବର୍ତ୍ତୀଙ୍କ ମୋବାଇଲରୁ ମିଳିଥିବା ଚାଟସ ସହ ସେହି ଖବର ଗୁଡିକୁ ବି ଏନସିବି ସହ ସେୟାର କରିଛି। ଚାଟସରେ ମାରିଜୁଏନ ଆଉ ବହୁତ ବଡ଼ ବଡ଼ ଡ୍ରଗ୍ସର ସପ୍ଲାଏ ତଥା ବିକ୍ରି ସହ ବଲିଉଡର ଅନେକ ବଡ ବଡ ନାମ ସାମ୍ନାକୁ ଆସିଥିଲା। ଏହା ବ୍ୟତୀତ ଡ୍ରଗ୍ସ ସପ୍ଲାଏ ଆଉ ସେବନ ଉପରେ ରିଆ ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୈବେର ଚକ୍ରବର୍ତ୍ତୀ , ସୁଶାନ୍ତ ସିଂଙ୍କର ଆସିଷ୍ଟାଣ୍ଟ ଦିପେଶ ସାହା, ତାଙ୍କ ମ୍ୟାନେଜର ଜୟନ୍ତୀ ସାହା, ସାମୁଏଲ ମିରାଣ୍ଡଙ୍କ ସହ ଆହୁରି ଅନେକ କର୍ମଚାରୀଙ୍କର ନାମ ଥିଲା ଯିଏ କି ଦିପେଶ ଆଉ ସୁଶାନ୍ତଙ୍କ ପାଇଁ କାମ କରୁଥିଲେ। ଏମାନଙ୍କୁ ଜେରା ବହୁତ ଡେରିଯାଏ କରାଗଲା। ଶୈବିକ, ଦିପେଶ ଆଉ ରିୟା ଏବେ ବେଲରେ ଅଛନ୍ତି।

Google
କଣ ଖୋଲିପାରିବ ବଲିଉଡ ମାଫିଆ ମାନଙ୍କର ରାଜ:

ଯେମିତି ଯେମିତି କେଶ ଆଗକୁ ବଢ଼ୁଥିଲା ସେମିତି ହିଁ ଲାଗୁଥିଲା କି ବହୁତ ବଡ ବଡ ନାମ ସାମ୍ନାକୁ ଆସିବ ଯେତେ ଯାଏ ସାରା, ଶ୍ରଦ୍ଧା ତଥା ଦୀପିକା ଗିରଫ ହେଇଥିଲେ। ସେହି ସମସ୍ତଙ୍କ ଠାରୁ ଜେରା କରାସରିଛି ବାସ ଏବେ ବି ଫ୍ୟାନ ମାନଙ୍କୁ ଆଶା ଅଛି କି ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ମିଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *