ଅକ୍ଟୋବରରେ ହୋଇଥିଲା ବିବାହ,ନେହା କକ୍କର ହେଲେ ଗର୍ଭବତୀ, ରୋହନପ୍ରତି ନେହାଙ୍କ ଗର୍ଭଧାରଣଙ୍କୁ ନେଇ ଯାହା କହିଲେ ସମସ୍ତେ ଆଶ୍ଚର୍ଯ୍ୟ।

ଏବେ ଏବେ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହ ରୋହନପ୍ରିତଙ୍କ ସହିତ ହୋଇଥିଲା। ନେହା ପ୍ରକୃତରେ ବିବାହ ପରେ ନିଜ ଜୀବନର ସୁଖମୟ ସମୟକୁ ସୋସିଆଲ ମିଡ଼ିଆରେ ଶେୟାର କରିଆସୁଛନ୍ତି। ଏବେ ଏବେ ସେ ନିଜ ସ୍ୱାମୀ ରୋହନପ୍ରିତ ସିଂହଙ୍କ ସହ ଏକ ଫଟୋ ଛାଡିଛନ୍ତି, ଯେଉଁଥିରେ ସେ ନୂଆ କୁଣିଆ ଆସିବାର ତଥ୍ୟ ଦେଉଥିବାର ସାମ୍ନାକୁ ଆସିଛନ୍ତି।

Google

ଯେଉଁଥିରେ ସେ ଏକ କ୍ୟାପସନ ବି ଦେଇଛନ୍ତି “ଯତ୍ନ ନିଅ” ଏହି ଫଟୋରେ ଦୁଇଜଣ ବିଚକ୍ଷଣ ହସ ଦେଇ ନିଜ ଘରକୁ ନୂଆ କୁଣିଆ ଆସିବାର ଖୁସି ଖବର ଦେଉଥିବାର ସାମ୍ନାକୁ ଆସୁଛନ୍ତି। ଆପଣ ବି ଦେଖନ୍ତୁ ଏହି ଛବି।

ମାଆ ହେବାକୁ ଯାଉଛନ୍ତି ନେହା କକ୍କର:

ଏବେ ଏବେ ନେହା କକ୍କର ନିଜ ଇଂଷ୍ଟାଗ୍ରାମରେ ଏକ ଛବି ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ସ୍ୱାମୀଙ୍କ ସହ ସୁନ୍ଦର ହସ ଦେଉଥିବାର ଦେଖାଯାଉଛନ୍ତି। ଏହି ଛବିରେ ମିସ କକ୍କର ଏକ ପ୍ରେମଭରା ବାର୍ତ୍ତା ନିଜ ପ୍ରଶଂସକଙ୍କ ପାଇଁ ନେଇ ଆସିଛନ୍ତି,ଯେ ଏକ ଛୋଟ ଛୁଆର ଘରକୁ ଆସିବାର ଅଛି ଯିଏ କି ଜଲ୍ଦି ହିଁ ତାଙ୍କ ଘରକୁ ଆସିବ।

 

କହିଦେଉଛୁ କି ମିସ କକ୍କର ଏକ ସୁନ୍ଦର କ୍ୟାପସନ ମଧ୍ୟ ଦେଇଛନ୍ତି ଯେଉଁଥିରେ ସେ ଏକ କ୍ୟାପସନ ବି ଦେଇଛନ୍ତି “ଯତ୍ନ ନିଅ”। ସେଠାରେ ଏହାର ଜବାବ ଦେଇ ତାଙ୍କ ସ୍ୱାମୀ ରୋହନପ୍ରିତ ମଧ୍ୟ ଏହି ଛବିରେ ପ୍ରେମଭରା କମେଣ୍ଟ କରିଛନ୍ତି,ସେ ଲେଖିଛନ୍ତି “ଏବେ ତ କିଛି ଅଧିକ ହିଁ ରଖିବାକୁ ପଡିବ”।

Google
ଅକ୍ଟୋବରରେ ହୋଇଥିଲା ନେହାଙ୍କର ବିବାହ:

କହିଦେଉଛୁ କି ୨୬ ଅକ୍ଟୋବରକୁ ନେହା କକ୍କରଙ୍କ ବିବାହ ଏକ ଗୁରୁଦ୍ୱାରରେ ରୋହନପ୍ରିତ ସିଂହଙ୍କ ସହ ହୋଇଥିଲା।ଯାହାର ଛବି ସୋସିଆଲ ମିଡିଆରେ ଅଧିକ ସମୟ ପର୍ଯ୍ୟନ୍ତ ଭାଇରାଲ ହୋଇ ରହିଥିଲା। ବର୍ତ୍ତମାନ ମିସ କକ୍କର ନିଜ ବୈବାହିକ ଜୀବନରେ ବହୁତ ଖୁସି ଅଛନ୍ତି। ନେହା କକ୍କରଙ୍କୁ ପ୍ରାୟ ନିଜ ବୈବାହିକ ଜୀବନର ମୁହୂର୍ତ୍ତ ଶେୟାର କରୁଥିବାର ନଜର ଆସନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *