ରୋହନପ୍ରିତଙ୍କୁ ପ୍ରେମ ନିବେଦନ କଲେ ନେହା କକ୍କର, ଆଦିତ୍ୟ ନାରାୟଣ କହିଲେ- ତୁମେ ଭଲ ଫଳ ଦେଲ..

Neha Kakkar expressed love to Rohanpreet, Aditya Narayan said - You have given me a good sila

ନେହା କକ୍କଡ଼ ରୋହନପ୍ରିତଙ୍କ ସହ ତାଙ୍କ ସମ୍ପର୍କ ସୃଷ୍ଟି କରିଛନ୍ତି। ନେହା ସୋସିଆଲ ମିଡିଆରେ ତାଙ୍କ ଫଟୋ ସହ ରୋହନପ୍ରିତଙ୍କ ଫଟୋ ଅପଲୋଡ଼ କରି ଲେଖିଛନ୍ତି,ତୁମେ ମୋର ଅଟ। ନେହାଙ୍କ ଏହି ପୋଷ୍ଟରେ ରୋହନପ୍ରିତ କମେଣ୍ଟ ଦେଇଛନ୍ତି , ନେହା ବାବୁ ଆଇ ଲଭ ୟୁ ସୋମଚ ମୋ ଜୀବନ,ହଁ ମୁ କେବଳ ତୁମର। ମୋ ଜୀବନ। ରୋହନ ଏହା ସହ କିଛି ଦିଲ ଓ କିସର ଇମୋଜି ମଧ୍ୟ ଦେଇଛନ୍ତି।

Google

ନେହା ତାଙ୍କ ରିଲେସନସିପ କନଫର୍ମ କରିବାପରେ ଆଦିତ୍ୟ ନାରାୟଣ ତାଙ୍କୁ ବଧାଇ ଦେଇଛନ୍ତି। ଆଦିତ୍ୟ ଦୁଇ ଜଣଙ୍କ ଫୋଟୋ ସେୟାର କରି ଲେଖିଛନ୍ତି, ନେହା କକ୍କଡ଼ ଓ ବେବି ବ୍ରୋ ଜି ଏବେ ବହୁତ ହ୍ୟାଣ୍ଡସମ ହୋଇଗଲେଣି। ଏହି କ୍ୟାପ୍ସନ ସହ ସେ ଦିଲ ଥିବା ଇମୋଜି ମଧ୍ୟ ଦେଇଛନ୍ତି।

Google

ଏହାପରେ ନେହା ଏକ ମେମ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଲେଖିଥିଲେ,ଭଲ ଫଳ ଦେଲ ତୁମେ।

ପୂର୍ଵ ପ୍ରେମିକ ଦେଇଥିଲେ ଏପରି ପ୍ରତିକ୍ରିୟା:-

ହିମାଂସ କୋହଲିଙ୍କୁ କିଛିଦିନ ତଳେ ରୋହନ ଓ ନେହାଙ୍କ ସମ୍ପର୍କ ବିଷୟରେ ପଚରାଗଲା ତ ସେ କହିଲେ- “ଯଦି ନେହା ବିବାହ କରିବାକୁ ଚାହୁଁଛନ୍ତି ତେବେ ମୁଁ ବହୁତ ଖୁସି। ସେ ତାଙ୍କ ଜୀବନରେ ଆଗକୁ ବଢୁଛନ୍ତି। ତାଙ୍କ ସାଥିରେ କେହି ଅଛନ୍ତି ଏହା ଦେଖି ଖୁସି ଲାଗୁଛି।”

Google

ହିମାଂସଙ୍କୁ ପୁଣି ପଚରା ଯାଇଥିଲା କଣ ତାଙ୍କୁ ନେହା ଓ ରୋହନଙ୍କ ରିଲେସନ ବିଷୟରେ କିଛି ଜଣାଅଛି? ଏଥିରେ ସେ କହିଥିଲେ- “ନା ମତେ କିଛି ଜଣାନାହିଁ।”

କହିରଖୁଛୁ କି ନେହା ଓ ହିମାଂସ ୪ବର୍ଷ ପର୍ଯ୍ୟନ୍ତ ରିଲେସନରେ ଥିଲେ। ୨୦୧୮ ରେ ଉଭୟଙ୍କ ବ୍ରେକ ଅପ ହୋଇଥିଲା। ନେହା ନିଜେ ନିଜର ବ୍ରେକଅପ ଖବର ସୋସିଆଲ ମିଡିଆରେ ଦେଇଥିଲେ। ନେହା କହିଥିଲେ କି ବ୍ରେକଅପ ପରେ ସେ ଡିପ୍ରେସନକୁ ଚାଲି ଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *