IND vs AUS: ନେହେରା ଦେଲେ ବଡ଼ ବୟାନ ,କହିଲେ ସିଡ୍ନୀ ଟେଷ୍ଟରେ ଏହି ଦ୍ରୁତ ବୋଲରଙ୍କୁ ମୌକା ଦେବା ଉଚିତ।

ଆଶିଷ ନେହେରାଙ୍କ ତର୍କ ଅନୁସାରେ ଚାଲିଲେ ଗୁରୁବାରକୁ ହେବାକୁ ଥିବା ସିଡନି ଟେଷ୍ଟରେ ନବଦୀପ ସୈନିଙ୍କୁ ବଛାଯିବା ଉଚିତ।

Google

ପୂର୍ବତନ ଭାରତୀୟ ବୋଲର ଆଶିଷ ନେହେରାଙ୍କ ଅନୁସାରେ ଅତିରିକ ଗତି ଓ ଉଚ୍ଚତା ପାଇଁ ଅଷ୍ଟ୍ରେଲିଆରେ ତୃତୀୟ ଟେଷ୍ଟ ପାଇଁ ନବଦୀପ ସୈନି ସିଡ଼ନି ଟେଷ୍ଟ ପାଇଁ ପ୍ରଥମ ଚୟନ ହୋଇପାରନ୍ତି। ସାରଦୁଲ ଠାକୁର, ଓ ଟି ନଟରାଜନ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି। ଆଶିଷ ନେହେରାଙ୍କ ଅନୁସାରେ ତର୍କ ଅନୁସାରେ ଚାଲିଲେ ଗୁରୁବାରକୁ ହେବାକୁ ଥିବା ସିଡନି ଟେଷ୍ଟରେ ନବଦୀପ ସୈନିଙ୍କୁ ବାଛିବା ଠିକ।

ନେହେରା ମଙ୍ଗଳବାରକୁ ପିଟିଆଇକୁ କହିଛନ୍ତି ଯଦି ଟିମର ସଂଯୋଜଗକୁ ଦେଖାଯିବ ତେବେ ସୈନି ପ୍ରଥମ ପସନ୍ଦ ଅଟନ୍ତି। ସାରଦୁଲ ଠାକୁର ଓ ଟି ନଟରାଜନ ଉମେଶ ଯାଦବ ଓ ମହମ୍ମଦ ସାମୀଙ୍କ ବିକଳ୍ପ ହୋଇପାରନ୍ତି। ନେହେରା କହିଛନ୍ତି ସେଥିପାଇଁ ସୈନି ଏତେ ଆଗରେ ଥାଇ ବି ମତେ ଜଣାନଥିଲା କି ସେ ଏତେ ପଛୁଆ ହୋଇଯିବେ। ଆପଣଙ୍କୁ ପ୍ରଥମେ ତାଙ୍କୁ ବାଛିବା ଉଚିତ କାରଣ ସେ ଏମାନଙ୍କ ଠୁ ଅଧିକ ଭଲ ଅଟନ୍ତି। କଣ ଏପରି ନୁହେଁ।

ସୈନିଙ୍କ ପାଖରେ ଅଛି ଅତିରିକ୍ତ ଗତି ଓ ଉଚ୍ଚତା:

ନେହେରାଙ୍କୁ ଯେବେ ପଚରାଗଲାକି ଓଭରର ଦୁଇଟି ମ୍ୟାଚରେ ଖରାପ ପ୍ରଦର୍ଶନ ଓ ପୁଣି ଆଘତ କାରଣରୁ ତାଙ୍କୁ ମୌକା ଦିଆଯାଇନାହିଁ । ସେବେ ନେହେରା କହିଛନ୍ତି ତର୍କ ଅନୁସାରେ ଲୋକେସ ରାହୁଲଙ୍କୁ ତ ପାରିର ପ୍ରଥମ ଦୁଇଟି ମ୍ୟାଚରେ ଓପନିଙ୍ଗ କରାଇବାର ଥିଲା। ଏପରି ହେଲା ନାହିଁ। ଏହି ଦ୍ରୁତ ବୋଲର କହିଛନ୍ତି କଣ ପାଇଁ ସିଡ଼ନିରେ ସୈନି ଭଲ ବିକଳ୍ପ ହୋଇପାରନ୍ତି।

Google

ନେହେରା କହିଛନ୍ତି ସୈନିଙ୍କ ମଝବୁତ ପକ୍ଷ ହେଉଛି ଅଧିକ ଉଚ୍ଚତା ହାସଲ କରିବା ଓ ଅଧିକ ଗତି। ଏହା ଟେଷ୍ଟ ମ୍ୟାଚ ଅଟେ।ନଟରାଜନ ଆଉଟ କିପରି କରିଥାନ୍ତି? ଯେବେ ଲୋକ ତାଙ୍କ ବିରୁଦ୍ଧରେ ଶର୍ଟ ଖେଳିଥାନ୍ତେ। ଆପଣ ତାଙ୍କୁ ଭାରତ ଏ ରେ ଖେଳାଳି ଦେଖିନାହଁନ୍ତି। ଯେପରି ଆପଣ ମହମ୍ମଦ ସିରାଜଙ୍କ ସହିତ କଲେ । ସେ ନିଜ ପ୍ରଦର୍ଶନ ଦ୍ଵାରା ଟିମରେ ଜାଗା ସୃଷ୍ଟି କଲେ।

ଟେଷ୍ଟ ମ୍ୟାଚରେ ବ୍ୟାଟ୍ସମ୍ୟାନ ମାନଙ୍କୁ ଆଉଟ କରିବାକୁ ପଡିଥାଏ:

ସେ କହିଛନ୍ତି ସେହିଭଳି ସୈନି ଭାରତ ଏ ପକ୍ଷରୁ ଲାଲ ବଲରେ ଭଲ ପ୍ରଦେଶ କରି ଜାଗା ବନାଇଛନ୍ତି। ଟେଷ୍ଟ ମ୍ୟାଚରେ ବ୍ୟାଟ୍ସମ୍ୟାନ ଆଉଟ ହୁଅନ୍ତିନି ତାଙ୍କୁ ଆଉଟ କରିବାକୁ ପଡିଥାଏ। ଏହା ଅନ୍ତର ଅଟେ। ନେହେରା କହିଛନ୍ତି ସିଡନିରେ ଖେଳାଯାଇଥିବା ସୀମିତ ଓଭର ସିରିଜରେ ଦେଖାଯାଇଥିଲା କି ସେଠାରେ ପ୍ରେସର ବୋଲରଙ୍କୁ ଅଧିକ ଲାଭ ହେଉଛି।

Google

ଏହା ସହିତ ସେ କହିଛନ୍ତି ବର୍ତ୍ତମାନର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାନଙ୍କୁ ଶର୍ଟ ବଲ ଖେଳିବାରେ ଅସୁବିଧା ହେଉଛି। ସେ କହିଛନ୍ତି ବର୍ତ୍ତମାନର ଅଷ୍ଟ୍ରେଲିଆ ଟିମ ଆଗପରି ମ୍ୟାଥିଓ ହେଡେନ କି ରିଙ୍କି ପଏଣ୍ଟିଙ୍ଗଙ୍କ ଭଳି ଶର୍ଟ ବଲରେ ଭଲ ଖେଳିପାରୁନାହାଁନ୍ତି। ସୈନିଙ୍କ ଉପଯୋଗ ଅଧିକ କରାଯାଇପାରେ କାରଣ ସେ ସାରଦୁଲ ଓ ନଟରାଜନଙ୍କ ଠୁ ଭଲ ବାଉଁସର ମାରିପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *