ରାଜ୍ୟରେ ଆଜି ୧୪୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
୧୪୬ କରୋନା ପଜିଟିଭ ମଧ୍ୟରୁ ୧୨୮ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୮ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ନୂଆ ୧୪୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୫୫ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୩୩୩, ସୁସ୍ଥ ହୋଇଛନ୍ତି ୨,୭୦୮ ଓ ମୃତ ସଂଖ୍ୟା ୧୧ ।
6. Jagatsinghpur: 4
7. Balasore : 8
8. Dhenkanal: 1
9. Angul: 6
10. Ganjam:8
11. Sonepur:2
12. Bhadrak:19
13. Kandhamal:48
14. Sambalpur: 1
15. Sundergarh: 4
16. Fire personnel returned from Amphan duty in West Bengal: 9— I & PR Department, Odisha (@IPR_Odisha) June 15, 2020
୧୪୬ କରୋନା ପଜିଟିଭ ମଧ୍ୟରୁ ୦୯ ଅଗ୍ନିଶମ କର୍ମଚାରୀ କରୋନା ଚିହ୍ନଟ । ପଶ୍ଚିମବଙ୍ଗ ଅମ୍ପନ ମୁକାବିଲା କରି ଫେରିଥିବା ୦୯ ଅଗ୍ନିଶମ କର୍ମଚାରୀ କରୋନା ଚିହ୍ନଟ ।
କେଉଁ ଜିଲାରୁ କେତେ ଚିହ୍ନଟ:
କନ୍ଧମାଳରୁ ଜିଲ୍ଲାରୁ ସର୍ବାଧିକ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକ ଓ କଟକ ଜିଲ୍ଲାରୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ । ଗଞ୍ଜାମ ଓ ବାଲେଶ୍ୱର ଜିଲ୍ଲାରୁ ୦୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୦୭ ଜଣ, ଅନୁଗୁଳରୁ ୦୬ ଜଣ ଓ ରାୟଗଡା ଜିଲ୍ଲାରୁ ୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
ନୟାଗଡ, ସୁନ୍ଦରଗଡ ଓ ଜଗତସିଂହପୁର ଜିଲ୍ଲାରୁ ୦୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ସୋନପୁର ଜିଲ୍ଲାରୁ ୦୨, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩,୩୨,୫୫୯ କୁ ବୃଦ୍ଧି ହେଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୫୩,୩୧୬, ସୁସ୍ଥ ହୋଇଛନ୍ତି ୧,୬୯,୬୮୩ ଓ ୯,୫୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।