ରାଜ୍ୟରେ ଆଉ ୧୫ ଜଣ କରୋନା ପଜିଟିଭ ଚିହ୍ନଟ, ବୌଦ୍ଧ ଜିଲ୍ଲା କୁ ଛୁଇଁଲା କରୋନା

ରାଜ୍ୟରେ ଆଉ ୧୫ ଜଣ କରୋନା ପଜିଟିଭ ଚିହ୍ନଟ, ବୌଦ୍ଧ ଜିଲ୍ଲା କୁ ଛୁଇଁଲା କରୋନା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, new 10 corona positive case in odisha

ରାଜ୍ୟରେ ଆଉ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ।
ବୌଦ୍ଧ ଜିଲ୍ଲା କୁ ଛୁଇଁଲା କରୋନା । ପ୍ରଥମ କରି ବୌଦ୍ଧ ଜିଲ୍ଲାରେ ୩ କରୋନା ପଜିଟିଭ ଚିହ୍ନଟ ।
ନୂଆ ୧୫ ଆକ୍ରନ୍ତ ମଧ୍ୟ୍ୟରୁ ଗଂଜାମ ଜିଲ୍ଲାରୁ ୭ ଜଣ, ଅନୁଗୁଳୁ ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୨ ଜଣ ଓ ଯାଜପୁର ଜିଲ୍ଲାରୁ ଜଣେ ବୋଲି ଜଣାପଡିଛି । ଗଂଜାମ ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ୧୨୫ ରେ ପହଁଚିଲା । ପୁରୀ ଜିଲ୍ଲା ଗ୍ରୀନ୍ ଥିବା ବେଳେ ଆଜି ପୁଣି ଆଉ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ପ୍ରଥମ କରି ଆଜି କରୋନା ଚିହ୍ନଟ ପୁଣି ୩ ଜଣ ହେଇଛନ୍ତି ।

ରାଜ୍ୟରେ ଏବେ କରୋନା ସବୁ ଜିଲ୍ଲାକୁ ମାଡିଚାଲିଛି । ଆଜି ଗୋଟିଏ ଦିନରେ ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ କୁ ପହଁଚିଲା ।

ପୁରୀ ଜିଲ୍ଲାର ୨ ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣା ପଡିଛି । ଆଉ ସମସ୍ତ ସୁରତ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ।

ଯାଜପୁର ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ୬୦ ରେ ପହଁଚି ଥିବାବେଳେ ଅନୁଗୁଳୁ ଜିଲ୍ଲାରେ ୧୫ ରେ ପହଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।

ଓଡିଶାର କରୋନା ଖବର:

ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ରାଜ୍ୟ ରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ । ଆଜି ୮୩ ଜଣ ହୋଇସାରିଲେ କରୋନା ପଜିଟିଭ ।

ଆଜି ସକାଳେ ଗଞ୍ଜାମ ଜିଲ୍ଲାରୁ ୨୯, ଅନୁଗୁଳ ଜିଲ୍ଲାରୁ ୧୩ ଜଣ, ବାଲେଶ୍ୱର ୧୫ ଜଣ ଓ ମୟୁରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ । ଅନୁଗୁଳୁ ଜିଲ୍ଲାକୁ ଆଜି ଛୁଇଁଲା କରୋନା । ଭଦ୍ରକ ଜିଲ୍ଲାରୁ ୬ ଜଣ ଓ ଯାଜପୁର ଜିଲ୍ଲାରୁ ୪ ଜଣ ଆଜି ଅପରାହ୍ନ ରେ ଚିହ୍ନଟ ହୋଇଥିଲେ । ଆଜି ଗୋଟିଏ ଦିନରେ ୨ଟି ଜିଲ୍ଲାକୁ କରୋନା ନୂଆ କରି ଛୁଇଁଲା ଅନୁଗୁଳୁ ଏବଂ ବୌଦ୍ଧ ଜିଲ୍ଲାକୁ ।

ରାଜ୍ୟରେ ଆଉ ୧୫ ଜଣ କରୋନା ପଜିଟିଭ ଚିହ୍ନଟ, ବୌଦ୍ଧ ଜିଲ୍ଲା କୁ ଛୁଇଁଲା କରୋନା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, new 15 corona positive case in odisha
ରାଜ୍ୟରେ ଆଉ ୧୫ ଜଣ କରୋନା ପଜିଟିଭ ଚିହ୍ନଟ

ଆଗରୁ ନିଜାମୁଦିନ ତା’ପରେ ପଶ୍ଚିମବଙ୍ଗ ଏବେ ସୁରତ ଫେରନ୍ତା ରାଜ୍ୟ କୁ ଚିନ୍ତା ରେ ପକାଇଛି । ଏବେ ପୁଣି ନୂଆ ୩ ଟି ଟ୍ରେନ୍ ସୁରତରୁ ଓଡିଶାକୁ ଆସିଛନ୍ତି ଆଗକୁ କଣ ହେବ କହିବା ମୁସ୍କିଲ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଆସିବା ପାଇଁ ରେଜିଷ୍ଟ୍ରସନ କରିଛନ୍ତି

ଆଉ ୬ ଟି ଟ୍ରେନରେ ଆସୁଛନ୍ତି ୭୦୦୦ ରୁ ଅଧିକ ଓଡ଼ିଆ ପ୍ରବାସୀ ।

ସୁରତ ଫେରନ୍ତା ଲୋକେ ମାନୁ ନାଁହାନ୍ତି କୌଣସି ନିୟମକୁ, ଘରଲୋକ ଆସି ଭେଟୁଛନ୍ତି ଆଉ ଦେଉଛନ୍ତି ପାନ, ଗୁଟୁକା ଓ ଖାଇବା ଏଣିକି ଦେଉଛନ୍ତି । ବାହାରୁ ଯିଏ ଆସି ଏମାନଙ୍କୁ ଭେଟିଲେ ଯଦି କିଏ ସଂକ୍ରମ ଥିବା ତାହାଲେ ବାହାର ଲୋକଙ୍କୁ ସଂକ୍ରମ ହେବ । ଏକଥା ସେମାନଙ୍କୁ ବୁଝିବା ଦରକାର । ଯଦି କିଏ ପୁଣି ବାହାର ଲୋକକୁ ଆକ୍ରାନ୍ତ ହୋଇଯାଏ ତାହାଲେ ବହୁତ ଭୟଙ୍କର ହୋଇପାରେ ।

ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩୭୭ ରେ ପହଁଚିଛି । ୩୦୬ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୬୮ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *