ରାଜ୍ୟରେ ଆଜି ପୁଣି ଆଉ ୦୩ ଜଣଙ୍କର ମୁଣ୍ଡ ନେଲା କରୋନା ଏବଂ ୨୫୦ ରୁ ଅଧିକା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ୨୬୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦ କୁ ଟପିଲା ଆଉ ଦେଶରେ ୨୪ ଘଣ୍ଟାରେ ୩୭୦ ଜଣଙ୍କର ମୁଣ୍ଡ ନେଇଛି କରୋନା । ୨୩ ଟି ଜିଲ୍ଲାରୁ ଆଜି ୨୬୪ ଜଣ କରୋନା ପଜିଟିଭ ଚିହ୍ନଟ ।
6. Malkangiri: 2
7. Bhadrak: 1
8. Kandhamal: 1
9. Bargarh: 18
10. Nuapada: 1
11. Balasore: 12
12. Cuttack: 12
13. Angul: 4
14. Jagatsinghpur: 4
15. Ganjam: 76
16. Nayagarh: 2
17. Gajapati: 1
18. Puri: 7
19. Sundargarh: 4
20. Kalahandi: 1
21. Sambalpur: 1
22. Bolangir: 2— I & PR Department, Odisha (@IPR_Odisha) June 28, 2020
୨୬୪ ନୂଆ କରୋନା ପଜିଟିଭ ମଧ୍ୟରୁ ୨୩୪ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୩୦ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜିର ନୂଆ ୨୬୪ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୬୨୪ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୯୮୦, ସୁସ୍ଥ ହୋଇଛନ୍ତି ୪,୬୦୬ ଓ ମୃତ ସଂଖ୍ୟା ୨୧ କୁ ବୃଦ୍ଧି ହୋଇଛି ।
23. Mayurbhanj: 15
New recoveries: 184
Cumulative tested: 255809
Positive: 6614
Recovered: 4606
Active Cases: 1980— I & PR Department, Odisha (@IPR_Odisha) June 28, 2020
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୨୬୪ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁର ଜିଲ୍ଲାରୁ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝର ଜିଲ୍ଲାରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ । ଝାରସୁଗୁଡା ଓ ବରଗଡ଼ ଜିଲ୍ଲାରୁ ୧୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ଖୋର୍ଦ୍ଧା ଓ ମୟୁରଭଞ୍ଜ ଜିଲ୍ଲାରୁ ୧୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଓ ବାଲେଶ୍ୱର ଜିଲ୍ଲାରୁ ୧୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।
ପୁରୀ ଜିଲ୍ଲାରୁ ୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୦୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ନୟାଗଡ, ମାଲାକାନାଗିର ଓ ବଲାଙ୍ଗିର ଜିଲ୍ଲାରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକ, କନ୍ଧମାଳ, ନୂଆପଡା,ଗଜପତି, କଳାହାଣ୍ଡି, ସମ୍ବଲପୁର ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫,୨୯,୫୭୯ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୨,୦୩,୨୭୪, ସୁସ୍ଥ ହୋଇଛନ୍ତି ୩,୧୦,୧୪୬ ଓ ୧୬,୧୦୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ ଆକ୍ଟିଭ କେସ ଅପେକ୍ଷା ଆରୋଗ୍ୟ ସଂଖ୍ୟା ଅଧିକ । ଗୋଟିଏ ପଟେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଅନ୍ୟ ପଟେ ଆରୋଗ୍ୟ ହାର ମଧ୍ୟ୍ୟ ବଢିଛି । ଦେଶରେ ଆରୋଗ୍ୟ ହାର ୧.୪୯% ରେ ରହିଛି ଓ ମୃତ୍ୟୁ ହାର ୦.୧୩% ରେ ଅଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।