ରାଜ୍ୟରେ ପୁଣି ଆଉ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ପୁଣି ଆଉ ୪୮ ଜଣ କରୋନା ପଜିଟିଭ ଚିହ୍ନଟ, 48 new corona positive case fund in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ରାଜ୍ୟରେ ପୁଣି ଆଉ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ପ୍ରଥମ କରି କନ୍ଦମାଳା ଜିଲ୍ଲାକୁ ଛୁଇଁଲା କରୋନା । କନ୍ଧମାଳରୁ ୨ ଜଣ କରୋନା ପଜିଟିଭ ଅକଟାଣ୍ଟ ଚିହ୍ନଟ । କନ୍ଦମାଳା କରୋନା ଅଙ୍କ୍ରାନ୍ତ ଜିଲ୍ଲାରେ ସାମିଲ ହେଲା ।

ଆଜି ନୂଆ ୪୮ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟ ରୁ ଯାଜପୁର ଜିଲ୍ଲାରୁ ୧୬ ନୂଆ କରୋନା ପଜିଟିଭ । ଗଂଜାମ ଜିଲ୍ଲାରୁ ୧୫ ଜଣ, ପୁରୀ ଜିଲ୍ଲାରୁ ୪ ଜଣ ପଜିଟିଭ ଚିହ୍ନଟ । କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ, ନୟାଗଡ ଜିଲ୍ଲାରୁ ୩ ଜଣ, ବଲାଙ୍ଗିରରେ ୨ ଚିହ୍ନଟ ବୋଲି ଜଣା ପଡିଛି । ବୌଦ୍ଧ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ବୋଲି ଜଣା ପଡିଛି ।
ନୂଆ ୪୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ ରେ ପହଁଚିଲା ।

୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ଅଧିକାଂଶ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି ବୋଲି ଜଣା ପଡିଛି । ଆଉ ଜଣେ ଜେଲ ରେ ଥାଇ କରୋନା ପଜିଟିଭ ବୋଲି ଜଣା ପଡିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୩ କୁ ବୃଦ୍ଧି । ରାଜ୍ୟରେ ଦ୍ରୁତଗତିରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ । ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୦୭ ରେ ପହଞ୍ଚିସାରିଛି ।

ଯାଜପୁର ଜିଲ୍ଲାରେ ଆଜି ପୁଣି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ କୁ ମିଶାଇ ଯାଜପୁର ଜିଲ୍ଲାରେ ୧୩୭ କୁ ପହଁଚିଛି କରୋନା ପଜିଟିଭ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ୬୦ ରେ ପହଞ୍ଚିସାରିଛି କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ରାପଡାରେ ଜିଲ୍ଲାରେ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ବୃଦ୍ଧି ହୋଇ ୩୦ ରେ ପହଞ୍ଚିଛି କରୋନା ଆକ୍ରାନ୍ତ ସଂଖ୍ୟା ।
ପୁରୀ ଜିଲ୍ଲାରେ ୨୯ କୁ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ରୁ ପୁଣି ଚିହ୍ନଟ କରୋନା ଆକ୍ରାନ୍ତ, ଏବେ କଟକ ରେ ୨୩ କୁ ବୃଦ୍ଧି ।

ବୌଦ୍ଧ ଜିଲ୍ଲାରେ ୫ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ବଲାଙ୍ଗୀର ଜିଲ୍ଲାରେ ୬ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା ।

ନୟାଗଡ ଜିଲ୍ଲାରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଆଜି, ଏବେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯ ହୋଇଛି । ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଓଡିଶାର କରୋନା ଖବର:

ରାଜ୍ୟରେ ପୁଣି ଆଉ ୪୮ ଜଣ କରୋନା ପଜିଟିଭ ଚିହ୍ନଟ, 48 new corona positive case fund in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown
ରାଜ୍ୟରେ ପୁଣି ଆଉ ୪୮ ଜଣ କରୋନା ପଜିଟିଭ ଚିହ୍ନଟ

ତେବେ ଏବେ ଯେତେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସମସ୍ତେ କ୍ଵାରେଣ୍ଟାଇନ୍ ଥିବା ଲୋକ । ଏ ପର୍ଯ୍ୟନ୍ତ ଗୋଷ୍ଟି ସଂକ୍ରମଣରୁ ହୋଇନି ଯାହା ରାଜ୍ୟ ପାଇଁ ଏକ ଖୁସିର କଥା । ବାହାର ରାଜ୍ୟ ରୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଠାରୁ ଏବେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଲୋକାଲ ଲୋକଙ୍କ ଠୁ ବେଶୀ ଆକ୍ରାନ୍ତ ଚିହ୍ନଟ ହୋଇନାହିଁ । ବର୍ତମାନ ରାଜ୍ୟ ଷ୍ଟେଜ ୨ ଏବଂ ଷ୍ଟେଜ ୩ ମଝିରେ ଅଛି । ରାଜ୍ୟ କିଛି ଟା ନିୟନ୍ତ୍ରଣ ଅଛି ବୋଲି କୁହ ଯାଉଛି । ଅଲଗା ରାଜ୍ୟ ଅପେକ୍ଷା ଓଡିଶାର ସ୍ଥିତି କିଛି ମାତ୍ର ଭଲ ଅଛି । ଏବେ ଓଡିଶା ଷ୍ଟେଜ ୩ ର ପାଦଦେଶରେ ପହଞ୍ଚି ସାରିଛି ।

ବର୍ତମାନ ରାଜ୍ୟ ଷ୍ଟେଜ ୨ ଏବଂ ଷ୍ଟେଜ ୩ ମଝିରେ ଅଛି । ରାଜ୍ୟ କିଛି ଟା ନିୟନ୍ତ୍ରଣ ଅଛି ବୋଲି କୁହ ଯାଉଛି । ଅଲଗା ରାଜ୍ୟ ଅପେକ୍ଷା ଓଡିଶାର ସ୍ଥିତି କିଛି ମାତ୍ର ଭଲ ଅଛି । ଏବେ ଓଡିଶା ଷ୍ଟେଜ ୩ ର ପାଦଦେଶରେ ପହଞ୍ଚି ସାରିଛି ।

କରୋନା ଆତଙ୍କ ଗଂଜାମ ଜିଲ୍ଲା ସମତେ ଅଲଗା ଜିଲ୍ଲାକୁ ମଧ୍ୟ୍ୟ ମାଡିଚାଲିଛି । ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି ପ୍ରଶ୍ନ ଉଠିଛି ।

ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୮୭୬ ରେ ପହଁଚିଛି । ୬୫୨ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୨୨୦  ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶର କରୋନା ଖବର:

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୯୫,୬୯୮ ରେ ପହଁଚିଛି । ୫୫,୮୭୨ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୩୬,୭୯୫ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୩,୦୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *