ରାଜ୍ୟରେ ପୁଣି ଆଉ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ।
ରାଜ୍ୟରେ ପ୍ରଥମ କରି କନ୍ଦମାଳା ଜିଲ୍ଲାକୁ ଛୁଇଁଲା କରୋନା । କନ୍ଧମାଳରୁ ୨ ଜଣ କରୋନା ପଜିଟିଭ ଅକଟାଣ୍ଟ ଚିହ୍ନଟ । କନ୍ଦମାଳା କରୋନା ଅଙ୍କ୍ରାନ୍ତ ଜିଲ୍ଲାରେ ସାମିଲ ହେଲା ।
ଆଜି ନୂଆ ୪୮ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟ ରୁ ଯାଜପୁର ଜିଲ୍ଲାରୁ ୧୬ ନୂଆ କରୋନା ପଜିଟିଭ । ଗଂଜାମ ଜିଲ୍ଲାରୁ ୧୫ ଜଣ, ପୁରୀ ଜିଲ୍ଲାରୁ ୪ ଜଣ ପଜିଟିଭ ଚିହ୍ନଟ । କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ, ନୟାଗଡ ଜିଲ୍ଲାରୁ ୩ ଜଣ, ବଲାଙ୍ଗିରରେ ୨ ଚିହ୍ନଟ ବୋଲି ଜଣା ପଡିଛି । ବୌଦ୍ଧ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ବୋଲି ଜଣା ପଡିଛି ।
ନୂଆ ୪୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ ରେ ପହଁଚିଲା ।
Total Positive Cases till 9 am: 876
Active Cases: 652
New: 4803 cases in Kendrapara
(All in quarantine centres, WB returnees)15 cases in Ganjam
(14 in quarantine centres, all Surat returnees & 1 Bengaluru returnee)01 case in Khurdha
(In quarantine centre, Surat returnee)— I & PR Department, Odisha (@IPR_Odisha) May 18, 2020
୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ଅଧିକାଂଶ କ୍ଵାରେଣ୍ଟାଇନ୍ରେ ଅଛନ୍ତି ବୋଲି ଜଣା ପଡିଛି । ଆଉ ଜଣେ ଜେଲ ରେ ଥାଇ କରୋନା ପଜିଟିଭ ବୋଲି ଜଣା ପଡିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।
ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୩ କୁ ବୃଦ୍ଧି । ରାଜ୍ୟରେ ଦ୍ରୁତଗତିରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ । ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୦୭ ରେ ପହଞ୍ଚିସାରିଛି ।
02 cases in Kandhamal
(All in quarantine centres, Tamilnadu returnees)04 cases in Puri
( 3 in quarantine centres. 2 Tamilnadu, 1 AP returnees and 1 local contact)16 cases in Jajpur
( All in quarantine centres. 7 WB, 1 Telengana,
4 AP & 4 Ahmedabad returnees)— I & PR Department, Odisha (@IPR_Odisha) May 18, 2020
ଯାଜପୁର ଜିଲ୍ଲାରେ ଆଜି ପୁଣି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ କୁ ମିଶାଇ ଯାଜପୁର ଜିଲ୍ଲାରେ ୧୩୭ କୁ ପହଁଚିଛି କରୋନା ପଜିଟିଭ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ୬୦ ରେ ପହଞ୍ଚିସାରିଛି କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ରାପଡାରେ ଜିଲ୍ଲାରେ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ବୃଦ୍ଧି ହୋଇ ୩୦ ରେ ପହଞ୍ଚିଛି କରୋନା ଆକ୍ରାନ୍ତ ସଂଖ୍ୟା ।
ପୁରୀ ଜିଲ୍ଲାରେ ୨୯ କୁ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ରୁ ପୁଣି ଚିହ୍ନଟ କରୋନା ଆକ୍ରାନ୍ତ, ଏବେ କଟକ ରେ ୨୩ କୁ ବୃଦ୍ଧି ।
ବୌଦ୍ଧ ଜିଲ୍ଲାରେ ୫ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ବଲାଙ୍ଗୀର ଜିଲ୍ଲାରେ ୬ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା ।
ନୟାଗଡ ଜିଲ୍ଲାରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଆଜି, ଏବେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯ ହୋଇଛି । ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଓଡିଶାର କରୋନା ଖବର:

ତେବେ ଏବେ ଯେତେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସମସ୍ତେ କ୍ଵାରେଣ୍ଟାଇନ୍ ଥିବା ଲୋକ । ଏ ପର୍ଯ୍ୟନ୍ତ ଗୋଷ୍ଟି ସଂକ୍ରମଣରୁ ହୋଇନି ଯାହା ରାଜ୍ୟ ପାଇଁ ଏକ ଖୁସିର କଥା । ବାହାର ରାଜ୍ୟ ରୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଠାରୁ ଏବେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଲୋକାଲ ଲୋକଙ୍କ ଠୁ ବେଶୀ ଆକ୍ରାନ୍ତ ଚିହ୍ନଟ ହୋଇନାହିଁ । ବର୍ତମାନ ରାଜ୍ୟ ଷ୍ଟେଜ ୨ ଏବଂ ଷ୍ଟେଜ ୩ ମଝିରେ ଅଛି । ରାଜ୍ୟ କିଛି ଟା ନିୟନ୍ତ୍ରଣ ଅଛି ବୋଲି କୁହ ଯାଉଛି । ଅଲଗା ରାଜ୍ୟ ଅପେକ୍ଷା ଓଡିଶାର ସ୍ଥିତି କିଛି ମାତ୍ର ଭଲ ଅଛି । ଏବେ ଓଡିଶା ଷ୍ଟେଜ ୩ ର ପାଦଦେଶରେ ପହଞ୍ଚି ସାରିଛି ।
ବର୍ତମାନ ରାଜ୍ୟ ଷ୍ଟେଜ ୨ ଏବଂ ଷ୍ଟେଜ ୩ ମଝିରେ ଅଛି । ରାଜ୍ୟ କିଛି ଟା ନିୟନ୍ତ୍ରଣ ଅଛି ବୋଲି କୁହ ଯାଉଛି । ଅଲଗା ରାଜ୍ୟ ଅପେକ୍ଷା ଓଡିଶାର ସ୍ଥିତି କିଛି ମାତ୍ର ଭଲ ଅଛି । ଏବେ ଓଡିଶା ଷ୍ଟେଜ ୩ ର ପାଦଦେଶରେ ପହଞ୍ଚି ସାରିଛି ।
କରୋନା ଆତଙ୍କ ଗଂଜାମ ଜିଲ୍ଲା ସମତେ ଅଲଗା ଜିଲ୍ଲାକୁ ମଧ୍ୟ୍ୟ ମାଡିଚାଲିଛି । ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି ପ୍ରଶ୍ନ ଉଠିଛି ।
ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୮୭୬ ରେ ପହଁଚିଛି । ୬୫୨ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୨୨୦ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୯୫,୬୯୮ ରେ ପହଁଚିଛି । ୫୫,୮୭୨ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୩୬,୭୯୫ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୩,୦୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।