ରାଜ୍ୟରେ ଆଉ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଉ ୫୧ ଜଣ କରୋନା ପଜିଟିଭ ଚିହ୍ନଟ, new 51 corona positive case fund in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ରାଜ୍ୟରେ ଆଉ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଜି ନୂଆ ୫୧ ଜଣ ଆକ୍ରନ୍ତଙ୍କ ଚିହ୍ନଟ ହୋଇଥିବାଳେ ପୁଣି ଆଉ ଜଣେ କରୋନା ଅଙ୍କ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକ ଗଂଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟରେ ନୂଆ ୫୧ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟରୁ ନୟାଗଡ ଜିଲ୍ଲାରୁ ୧୧ ଜଣ, କଟକ ଜିଲ୍ଲାରୁ ୦୯ ଜଣ, ଗଂଜାମ ଜିଲ୍ଲାରୁ ୦୪ ଜଣ ଆକ୍ରାନ୍ତ ଚିହ୍ନଟ । ଯାଜପୁର ଜିଲ୍ଲାରୁ ୦୫ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । ଅନୁଗୁଳରୁ ୨ ଜଣ କରୋନା ପଜିଟିଭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨ ଓପୁରୀ ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି ।

ସମ୍ବଲପୁର ରେ ୨, ମାଲକାନାଗିର ରେ ଜଣେ ଓ ମୟୁରଭଞ୍ଜ ରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।

କାଲି କଳାହାଣ୍ଡି ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କଳାହାଣ୍ଡି ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରେ ପହଁଚିଛି ।

ରାଜ୍ୟରେ ଆଉ ୫୧ ଜଣ କରୋନା ପଜିଟିଭ ଚିହ୍ନଟ, new 51 corona positive case fund in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown
ରାଜ୍ୟରେ ଆଉ ୫୧ ଜଣ କରୋନା ପଜିଟିଭ ଚିହ୍ନଟ

ଆଜି ନୂଆ ୫୧ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ ରେ ପହଁଚିଲା । ରାଜ୍ୟରେ ଆକ୍ଟିଭ୍ କେସ୍ ୭୮୯ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୩୦୭ ଏବଂ ମୃତ ସଂଖ୍ୟା ୭ ରେ ପହଁଚିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।

ଦ୍ରୁତଗତିରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗଞ୍ଜାମ, ଯାଜପୁର, କଟକ, ପୁରୀ, ଜଗତସିଂହପୁର, ଅନୁଗୁଳୁ, ସମ୍ବଲପୁର, ମାଲକାନାଗିର, ମୟୁରଭଞ୍ଜ  ଓ ନୟାଗଡ ଜିଲ୍ଲାରେ କରୋନା ପଜିଟିଭ ବୋଲି ଜଣା ପଡିଛି ।

ଦ୍ରୁତଗତିରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ । ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୧୭ ରେ ପହଞ୍ଚିସାରିଛି ।

ଓଡିଶାର କରୋନା ଖବର:

ଯାଜପୁର ଜିଲ୍ଲାରେ ଆଜି ପୁଣି ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ କୁ ମିଶାଇ ଯାଜପୁର ଜିଲ୍ଲାରେ ୧୭୯ କୁ ପହଁଚିଛି କରୋନା ପଜିଟିଭ ସଂଖ୍ୟା । ପୁରୀ ଜିଲ୍ଲାରେ ୪୫ କୁ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ରୁ ପୁଣି ଚିହ୍ନଟ କରୋନା ଆକ୍ରାନ୍ତ, ଏବେ କଟକ ରେ ୪୫ କୁ ବୃଦ୍ଧି । ଜଗତସିଂହପୁର ଜିଲ୍ଲାରେ ୨ ବଢି ଆକ୍ରାନ୍ତ ସଂଖ୍ୟା ୩୦ କୁ ବଢ଼ିଲା ।
ନୟାଗଡ ଜିଲ୍ଲାରେ ୧୧ ବଢି କରୋନା ଅଙ୍କ୍ରାନ୍ତ ସଂଖ୍ୟା ୨୧ କୁ ଛୁଇଁଲା । ଅନୁଗୁଳରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ । ଅନୁଗୁଳରେ ଏବେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୯ କୁ ବୃଦ୍ଧି ହୋଇଛି ।

ସମ୍ବଲପୁର ରେ ୨ ବଢି ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫ ହେଲା । ମାଲକାନାଗିର ରେ  ୩  କୁ ବୃଦ୍ଧି ହେଲା  ଓ ମୟୁରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତ ୧୪ କୁ ଛୁଇଁଲା ।

ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି ପ୍ରଶ୍ନ ଉଠିଛି ।

ରାଜ୍ୟରେ ଆଉ ୫୧ ଜଣ କରୋନା ପଜିଟିଭ ଚିହ୍ନଟ, new 51 corona positive case fund in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown
ରାଜ୍ୟରେ ଆଉ ୫୧ ଜଣ କରୋନା ପଜିଟିଭ ଚିହ୍ନଟ

ଦେଶର କରୋନା ଖବର:

ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୧୦୩ ରେ ପହଁଚିଛି । ୭୮୯ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୩୦୭ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା କାଲି ଲକ୍ଷେ କୁ ଟପିଲା ।  ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୧୨,୩୫୯ ରେ ପହଁଚିଛି । ୬୩,୬୨୪ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୪୫,୪୧୨ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୩,୪୩୪ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *