ରାଜ୍ୟରେ ଆଉ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ଅନୁଗୁଳୁ ଜିଲ୍ଲା ଛୁଇଁଲା କରୋନା

ରାଜ୍ୟରେ ଆଉ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ଅନୁଗୁଳୁ ଜିଲ୍ଲା ଛୁଇଁଲା କରୋନା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, new 58 corona positive case in odisha

ରାଜ୍ୟରେ ଆଉ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ଅନୁଗୁଳୁ ଜିଲ୍ଲା ଛୁଇଁଲା କରୋନା ।
ନୂଆ ୫୮ ଆକ୍ରନ୍ତ ମଧ୍ୟ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨୯, ଅନୁଗୁଳ ଜିଲ୍ଲାରୁ ୧୩ଜଣ, ବାଲେଶ୍ୱର ୧୫ ଜଣ ଓ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ବୋଲି ଜଣାପଡିଛି । ଅନୁଗୁଳୁ ଜିଲ୍ଲାକୁ ଛୁଇଁଲା କରୋନା ହଠାତ୍ ୧୩ ଜଣ ପଜିଟିଭ ଚିହ୍ନଟ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଲା । ଗଞ୍ଜାମ ଜିଲ୍ଲାର ଆକ୍ରନ୍ତଙ୍କ ସଂଖ୍ୟା ୧୧୮ କୁ ପହଁଚିଲା । ଅନୁଗୁଳ ଜିଲ୍ଲାରେ ୧୩ ଜଣ, ବାଲେଶ୍ୱର ଜିଲ୍ଲାରେ ୪୨ ଏବଂ ମୟୁରଭଞ୍ଜ ଜିଲ୍ଲାରେ ୮ ରେ ପହଁଚିଛି ।

ନୂଆ ୫୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ କୁ ପହଁଚିଲା । ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି ।

ରାଜ୍ୟରେ ୨୦ ଟି ଜିଲ୍ଲା କି ଛୁଇଁଲା କରୋନା । ନୂଆ ୫୮ ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ଅଧିକାଂଶ ସୁରତ ଫେରନ୍ତା ବୋଲି ଆଶା କରାଯାଉଛି ।

୩୦୦ କୁ ଟପିଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟାଙ୍କ ୩୫୨ କୁ ପହଞ୍ଚିସାରିଲାଣି । ଏବେ ରାଜ୍ୟ କରୋନା ଆତଙ୍କ ବଢିଚାଲିଛି । ଆଜି ଆଉ ଏକ ନୂଆ ଜିଲ୍ଲାକୁ କରୋନା ଛୁଇଁଲା । ସୁରତ ଫେରନ୍ତା ଏବେ ସବୁଠୁ ବଡ଼ ଚିନ୍ତା । ଆଗରୁ ନିଜାମୁଦିନ ତା’ପରେ ପଶ୍ଚିମବଙ୍ଗ ଏବେ ସୁରତ ଫେରନ୍ତା ରାଜ୍ୟ କୁ ଚିନ୍ତା ରେ ପକାଇଛି ।

ଏବେ ପୁଣି ନୂଆ ୩ ଟି ଟ୍ରେନ୍ ସୁରତରୁ ଓଡିଶା ଆସୁଥିବା ବେଳେ ଆଗକୁ କଣ ହେବ କହିବା ମୁସ୍କିଲ ।

ରାଜ୍ୟରେ ଆଉ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ଅନୁଗୁଳୁ ଜିଲ୍ଲା ଛୁଇଁଲା କରୋନା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, new 58 corona positive case in odisha

ସୁରତ ଫେରନ୍ତା ଲୋକେ ମାନୁ ନାଁହାନ୍ତି କୌଣସି ନିୟମ କୁ, ଘରଲୋକ ଆସି ଭେଟୁଛନ୍ତି ଆଉ ଦେଉଛନ୍ତି ପାନ, ଗୁଟୁକା ଓ ଖାଇବା ଏଣିକି ଦେଉଛନ୍ତି । ଏଠି ପ୍ରଶ୍ନ ଉଠିଛି ବାହାରୁ କିଏ ଏମାନଙ୍କୁ ଭେଟିଲେ ଯଦି କିଏ ସଂକ୍ରମ ଥିବା ତାହାଲେ ବାହାର ଲୋକ ଙ୍କୁ ସଂକ୍ରମ ହେବ । ଏକଥା ସେମାନଙ୍କୁ ବୁଝିବା ଦରକାର । ଯଦି କିଏ ପୁଣି ବାହାର ଲୋକକୁ ଆକ୍ରାନ୍ତ ହୋଇଯାଏ ତାହାଲେ ବହୁତ ଭୟଙ୍କର ହୋଇପାରେ ।

ଗଞ୍ଜାମ ଜିଲ୍ଲାରେ ହୁ ହୁ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ରାଜ୍ୟକୁ ସୁରତରୁ ହଜାର ହଜାର ଲୋକ ଆସୁଥିବାବେଳେ, ସୁରତ ଫେରନ୍ତାଙ୍କ ପାଇଁ ଚିନ୍ତା ବଢ଼ିଛି ରାଜ୍ୟ ସରକାରଙ୍କୁ । ଏବେ ବସ୍ ବଦଳରେ ଟ୍ରେନ୍ ଆଣୁଥିବା ଓଡ଼ିଆ ପ୍ରବସୀଙ୍କର କଣ ହେବ ଅବସ୍ଥା ତାହା କହିବା କଷ୍ଟକର । ଆଜି ୩ଟି ଟ୍ରେନ୍ ପହଞ୍ଚିବ ଓଡିଶାରେ ।

ଏବେ କରୋନା ଆତଙ୍କ ରାଜ୍ୟରେ ବଢିବାରେ ଲାଗିଛି । ସୁରତ ଫେରନ୍ତାଙ୍କ ଠାରୁ ଅଧିକ କରୋନା ପଜିଟିଭ ବାହାରୁଛି, ତେଣୁ କଣ କରାଯିବ ଏବେ ବଡ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ସମସ୍ତେ ଲଢେଇ କରୁଥିବା ବେଳେ ଏବେ କରୋନା ଆତଙ୍କ ବଢିଚାଲିଛି । ସେଥିପାଇଁ ରାଜ୍ୟ ସରକାର ଏବେ କ୍ଵାରେଣ୍ଟାଇନ୍ କୁ ୧୪ ଦିନ ବଦଳରେ ୨୮ ଦିନ କୁ ବଢ଼ାଇ ଦେଇଛନ୍ତି । ୨୧ ଦିନ ସରକାରୀ କ୍ଵାରେଣ୍ଟାଇନ୍ ରେ ରହିବାକୁ ପଡିବ ଆଉ ୭ ଦିନ ଘରେ ହୋମ୍ କ୍ଵାରେଣ୍ଟାଇନ୍ ରେ ରହିବେ ।

ରାଜ୍ୟରେ ଆଉ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ଅନୁଗୁଳୁ ଜିଲ୍ଲା ଛୁଇଁଲା କରୋନା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, new 58 corona positive case in odisha

 

ରାଜ୍ୟରେ ଆଉ ୫୮ ଜଣ କରୋନା ପଜିଟିଭ ଚିହ୍ନଟ, ଓଡିଶାର କରୋନା ଖବର:

ରାଜ୍ୟରେ ନୂଆ ୫୮ କୁ ମିଶାଇ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩୫୨ ରେ ପହଁଚିଛି । ୨୮୧ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୬୮ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତମାନ ରାଜ୍ୟରେ ପ୍ରବାସୀ ଓଡ଼ିଆ ଫେରନ୍ତାଙ୍କ ପାଇଁ କରୋନା ଅଙ୍କ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କର ଚିନ୍ତାକୁ ବାଢ଼ିଦେଇଛନ୍ତି ସୁରତ ଫେରନ୍ତା । ସେମାନଙ୍କୁ ରାଜ୍ୟ ସରକାରଙ୍କ ନିୟମ ମାନିବାକୁ ପଡିବ । ସେମାନେ କେତେବେଳେ ଖାଇବା ଫୋପଡୁଛନ୍ତି ତ କେତେବେଳେ କ୍ଵାରେଣ୍ଟାଇନ୍‌ ରୁ ପଳାଉଛନ୍ତି ତ କେତେବେଳେ ବସ୍ ରୁ ଅଧା ରାସ୍ତା ରୁ ପଳାଉଛନ୍ତି ଆଉ ଏବେ କରୋନା ଅଙ୍କ୍ରାନ୍ତ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *