ରାଜ୍ୟରେ ଆଉ ୮୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଉ ୮୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, new 80 corona positive case found in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ରାଜ୍ୟରେ ଆଉ ୮୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

ନୂଆ ଜିଲ୍ଲା ଭାବରେ ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ କରୋନା ଛୁଇଁଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି ।

ଆଜି ରାଜ୍ୟରେ ନୂଆ ୮୦ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ଓ ଯାଜପୁର ଜିଲ୍ଲାରୁ ୧୪ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । ପୁରୀ ଜିଲ୍ଲାରୁ ୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱର ଜିଲ୍ଲାରୁ ୦୩ ଜଣ, ନୟାଗଡ, ମାଲକାନଗିରି ଓ ସୁନ୍ଦରଗଡ ଜିଲ୍ଲାରୁ ୦୫ ଲେଖାଏଁ ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ଜଣେ ଓ କଟକ ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି ।

ଗଜପତି ଜିଲ୍ଲାରୁ ୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୩ ଜଣ, କନ୍ଧମାଳ ଜିଲ୍ଲାରୁ ୨ ଜଣ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି ।

ଆଜି ନୂଆ ୮୦ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ ରେ ପହଁଚିଲା । ରାଜ୍ୟରେ ଆକ୍ଟିଭ୍ କେସ୍ ୮୨୬ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୪୩୬ ଏବଂ ମୃତ ସଂଖ୍ୟା ୭ ରେ ପହଁଚିଲା ।

୮୦ ନୂଆ କରୋନା ପଜିଟିଭ ମଧ୍ୟ୍ୟରୁ ୭୧ ଜଣ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ, ହୋମ କ୍ଵାରେଣ୍ଟାଇନ୍ ରୁ ୨ ଜଣ ଏବଂ ସ୍ଥାନୀୟ ସଂକ୍ରମଣ ୭ ଜଣ ଅଛନ୍ତି । ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଓଡିଶାର କରୋନା ଖବର:

ଆଜି ପୁଣି ଗଞ୍ଜାମ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏଁ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଗଞ୍ଜାମ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହୋଇ ୩୪୧ ରେ ପଂହଁଚିଛି ।
ଯାଜପୁର ଜିଲ୍ଲାରେ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୩୯ କୁ ପହଁଚିଛି କରୋନା ପଜିଟିଭ ସଂଖ୍ୟା ।

ରାଜ୍ୟରେ ଆଉ ୮୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, new 80 corona positive case found in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown
ରାଜ୍ୟରେ ଆଉ ୮୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ୱର ଜିଲ୍ଲାରୁ ମଧ୍ୟ୍ୟ ଆଜି ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ, ଏବେ ମୋଟ୍ ଅଙ୍କ୍ରାନ୍ତ ସଂଖ୍ୟା ୧୨୮ କୁ ବୃଦ୍ଧି ।

ପୁରୀ ଜିଲ୍ଲାରେ ୬୫ କୁ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । କଟକରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ, ଏବେ କଟକରେ କରୋନା ପଜିଟିଭ ସଂଖ୍ୟା ୫୭ କୁ ବୃଦ୍ଧି । ଭଦ୍ରକ ଜିଲ୍ଲାରେ ୩ ବଢି ଆକ୍ରାନ୍ତ ସଂଖ୍ୟା ୯୮ କୁ ବଢ଼ିଲା । ନୟାଗଡ ଜିଲ୍ଲାରେ କରୋନା ଅଙ୍କ୍ରାନ୍ତ ସଂଖ୍ୟା ବଢି ୩୨ କୁ ଛୁଇଁଲା ।

ବଲାଙ୍ଗୀରି ଜିଲ୍ଲାରେ ୯ କୁ ବୃଦ୍ଧି ହେଲା କରୋନା ପଜିଟିଭ ଓ ସୁନ୍ଦରଗଡ ଜିଲ୍ଲାରେ କରୋନା ଆକ୍ରାନ୍ତ ୩୩ କୁ ଛୁଇଁଲା । ମାଲକାନଗିରି ଜିଲ୍ଲାରେ ୮ ଜଣ କରୋନା ପଜିଟିଭ ଓ ସୁନ୍ଦରଗଡ ଜିଲ୍ଲାରେ ୩୩ ପଜିଟିଭ ହୋଇ ସାରିଲେଣି । ଗଜପତି ଜିଲ୍ଲାରେ ମୋଟ ୪ ଜଣ, ଝାରସୁଗୁଡା ଜିଲ୍ଲାରେ ୫ ଜଣ, କନ୍ଧମାଳ ଜିଲ୍ଲାରେ ୫ ଜଣ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ତା ପଛକୁ ଯାଜପୁର ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲା ଅଛନ୍ତି । ଆଗକୁ ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି କୁହା ଯାଉଛି । ଅଧିକ ପରୀକ୍ଷା କରାଗଲେ ଅଧିକ କରୋନା ପଜିଟିଭ ବାହାରିବେ ସେଥିପାଇଁ କୌଣସି ଚିନ୍ତା କରିବା ଦରକାର ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଦେଶର କରୋନା ଖବର:

ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୨୬୯ ରେ ପହଁଚିଛି । ୮୨୬ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୪୩୬ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା କାଲି ଲକ୍ଷେ କୁ ଟପିଲା ।  ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୨୫,୦୭୩ ରେ ପହଁଚିଛି । ୬୯,୫୧୬ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୫୧,୮୨୪ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୩,୭୨୬ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *