ରାଜ୍ୟରେ ଆଉ ୯୧ ଜଣ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି ।

ରାଜ୍ୟରେ ଆଉ ୯୧ ଜଣ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି ।, 91 new corona positive case fund in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ରାଜ୍ୟରେ ଆଉ ୯୧ ଜଣ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଆଜି ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି, ସେମାନେ ଗଞ୍ଜାମ ଜିଲ୍ଲାର ଥିଲେ । ୨ ଜଣ ଯାକ ସୁରତ ଫେରନ୍ତା ଥିଲେ । ଉଭୟଙ୍କର ବୟସ ୩୮ ଓ ୪୫ ଥିଲା ଏବଂ ପୁରୁଷ ଥିଲେ । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩ ରେ ପହଁଚିଲା । 

ସମ୍ବଲପୁର ଜିଲ୍ଲାକୁ ଛୁଇଁଲା କରୋନା । ଆଉ ଏକ ନୂଆ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ସମ୍ବଲପୁର ଜିଲ୍ଲାରେ ନୂଆ କରି ଜଣେ ପଜିଟିଭ ଚିହ୍ନଟ ।

ଆଜି ନୂଆ ୯୧ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟ ରୁ ଭଦ୍ରକ ଜିଲ୍ଲାରେ ୨୮ ନୂଆ କରୋନା ପଜିଟିଭ । ବାଲେଶ୍ୱର ଜିଲ୍ଲାରୁ ୧୭ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫, କଟକ ଜିଲ୍ଲାରୁ ୧୨, ପୁରୀ ଜିଲ୍ଲାରୁ ୭, କେନ୍ଦୁଝର ଜିଲ୍ଲାରୁ ୪ ଜଣା ପଜିଟିଭ । ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇ ଥିବାଳେବେ ବଲାଙ୍ଗୀର କିଲ୍ଲାରୁ ୨ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ବୋଲି ଜଣା ପଡିଛି ।
କେନ୍ଦ୍ରାପଡାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ ରେ ପହଁଚିଲା ।

୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ୮୭ ଜଣ କ୍ଵାରେଣ୍ଟାଇନ୍‌ରେ ଥିଲେ ବୋଲି ଜଣା ପଡିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।
ଜଣେ ସରପଞ୍ଚଙ୍କ ନମୁନା ପରୀକ୍ଷା ପଜିଟିଭ ଚିହ୍ନଟ । ଅନ୍ୟ ଜଣେ ଆକ୍ରାନ୍ତ କରୋନା ପଜିଟିଭ ସଂସ୍ପର୍ଶରେ ଆସିଥଲେ ଏବଂ ଆଉ ୨ ଜଣା କରୋନା ପଜିଟିଭ ଅନ୍ୟ ସୂତ୍ରରୁ ଅଙ୍କ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୨ କୁ ବୃଦ୍ଧି । ରାଜ୍ୟରେ ଆଜି ପୁଣି ୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦ୍ରୁତଗତିରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ । ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୯୨ ରେ ପହଞ୍ଚିସାରିଛି । ବାଲେଶ୍ୱର ଜିଲ୍ଲା ୧୧୯ ରେ ପହଞ୍ଚିସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।

ଭଦ୍ରକ ଜିଲ୍ଲାରେ ଆଜି ନୂଆ ପୁଣି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ କୁ ମିଶାଇ ଭଦ୍ରକ ଜିଲ୍ଲାରେ ୭୪ କୁ ପହଁଚିଛି କରୋନା ପଜିଟିଭ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ୫୯ ରେ ପହଞ୍ଚିସାରିଛି କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା । ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହୋଇ ୨୭ ରେ ପହଞ୍ଚିସାରିଲାଣି । କେନ୍ଦ୍ରାପଡାରେ ଜିଲ୍ଲାରେ ଆଉ ଜଣେ ବୃଦ୍ଧି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହୋଇ ୨୭ ରେ ପହଞ୍ଚିଛି ।
ପୁରୀ ଜିଲ୍ଲାରେ ୨୫କୁ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ରୁ ପୁଣି ୧୨ ଚିହ୍ନଟ କରୋନା ଆକ୍ରାନ୍ତ, ଏବେ କଟକ ରେ ୨୨ କୁ ବୃଦ୍ଧି ।

କେନ୍ଦୁଝର ଜିଲ୍ଲାରେ ପଜିଟିଭ ସଂଖ୍ୟା ୮ କୁ ପହଁଚିଲା । ବଲାଙ୍ଗୀର ଜିଲ୍ଲାରେ ୪ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ମୟୁରଭଞ୍ଜ ରେ ଆଉ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଆଜି, ଏବେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୧ ହୋଇଛି । ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟରେ ଆଉ ୯୧ ଜଣ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି ।, 91 new corona positive case fund in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown
ରାଜ୍ୟରେ ଆଉ ୯୧ ଜଣ କରୋନା ପଜିଟିଭ ଚିହ୍ନଟ

ତେବେ ଏବେ ଯେତେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସମସ୍ତେ କ୍ଵାରେଣ୍ଟାଇନ୍ ଥିବା ଲୋକ । ଏ ପର୍ଯ୍ୟନ୍ତ ଗୋଷ୍ଟି ସଂକ୍ରମଣରୁ ହୋଇନି ଯାହା ରାଜ୍ୟ ପାଇଁ ଏକ ଖୁସିର କଥା । ବାହାର ରାଜ୍ୟ ରୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଠାରୁ ଏବେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଲୋକାଲ ଲୋକଙ୍କ ଠୁ ବେଶୀ ଆକ୍ରାନ୍ତ ଚିହ୍ନଟ ହୋଇନାହିଁ ।

ଓଡିଶାର କରୋନା ଖବର:

ବର୍ତମାନ ରାଜ୍ୟ ଷ୍ଟେଜ ୨ ଏବଂ ଷ୍ଟେଜ ୩ ମଝିରେ ଅଛି । ରାଜ୍ୟ କିଛି ଟା ନିୟନ୍ତ୍ରଣ ଅଛି ବୋଲି କୁହ ଯାଉଛି । ଅଲଗା ରାଜ୍ୟ ଅପେକ୍ଷା ଓଡିଶାର ସ୍ଥିତି କିଛି ମାତ୍ର ଭଲ ଅଛି । ଏବେ ଓଡିଶା ଷ୍ଟେଜ ୩ ର ପାଦଦେଶରେ ପହଞ୍ଚି ସାରିଛି ।

କରୋନା ଆତଙ୍କ ଗଂଜାମ ଜିଲ୍ଲା ସମତେ ଅଲଗା ଜିଲ୍ଲାକୁ ମଧ୍ୟ୍ୟ ମାଡିଚାଲିଛି । ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି ପ୍ରଶ୍ନ ଉଠିଛି ।

ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୮୨୮ ରେ ପହଁଚିଛି । ୬୨୭ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୧୯୬ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୮୮,୫୦୬ ରେ ପହଁଚିଛି । ୫୨,୫୮୦ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୩୩,୧୩୧ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୨,୭୯୦ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *