କରୋନା ଉପରେ ବଡ଼ ଖୁଲାସା। ରହସ୍ୟମୟ ଗୁମ୍ଫାରୁ ମିଳିଲା ଏମିତି କିଛି ପ୍ରମାଣ। ଜାଣିଲେ ଉଡିଯିବ ହୋସ।

ପଛ ବର୍ଷ ହିଁ କରୋନା ଭାଇରସର ବ୍ୟାପିବା ପର ଠାରୁ ହିଁ ଚୀନ ଉପରେ ବହୁତ ଦୋଷାରୋପ କରା ଯାଉଛି। ଚୀନର ବୁହାନ ସହରରୁ ହିଁ ଏହି କରୋନା ଭାଇରସ ବ୍ୟାପିବାର ଆରମ୍ଭ ହେଇଥିଲା। ଏବେ ଏକ ଏପରି ଭିଡିଓ ସାମ୍ନାକୁ ଆସୁଛି ଯାହା ଭିତରେ ଚୀନର କିଛି ବୈଜ୍ଞାନିକ ଗୋଟେ ବାଦୁଡି ଗୁମ୍ଫାରୁ କିଛି ସ୍ୟାମ୍ପଲ ସଂଗ୍ରହ କରୁଥିବାର ନଜର ଆସୁଛନ୍ତି। ଏହା ଭିତରେ ଗଭୀର ଦାୟିତ୍ବହୀନତା ଅବଲମ୍ବନ କରା ଯାଇଛି ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁରକ୍ଷା ନିୟମ ବି ଭଙ୍ଗ କରାଯାଇଛି। ଆପଣଙ୍କୁ କହି ରଖୁଛୁ କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ କରୋନା ଭାଇରସର ମୂଳ ସ୍ଥାନ ଖୋଜିବାରେ ଲାଗିଛି।

Google

ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ କୁହା ଯାଉଛି କି ଚୀନର ବୈଜ୍ଞାନିକ ମାନେ ଯେତେବେଳେ ଏକ ଗୁମ୍ଫାରୁ ବାଦୁଡି ମାନଙ୍କର ସ୍ୟାମ୍ପଲ ଖୋଜିବାକୁ ଯାଇଥିଲେ ତ ତାଙ୍କୁ କିଛି ବାଦୁଡି ମାନେ କାମୁଡି ଦେଇଥିଲେ। ଏବେ ସେହି ଗୁମ୍ଫାକୁ ସଂକ୍ରମିତ ବାଦୁଡି ମାନଙ୍କର ଘର ବୋଲି ମାନା ଯାଉଛି।

ମାତ୍ର ବୈଜ୍ଞାନିକ ମାନଙ୍କର ଏହି କଥା ସ୍ଵୀକାର କରିବାର ଭିଡିଓ ବହୁତ ପୁରୁଣା ଅଟେ। ଚୀନର ଏକ ସରକାରୀ ସିସିଟିଭି କ୍ୟାମେରାରେ ଯାହା ଦେଖା ଯାଉଛି କି ପ୍ରାୟ ଦୁଇ ବର୍ଷ ପୂର୍ବେ ଚୀନର ବୈଜ୍ଞାନିକ ମାନେ ଏହା ମାନିBଛନ୍ତି କି ତାଙ୍କୁ କିଛି ବାଦୁଡି ମାନେ କାମୁଡି ଦେଇଥିଲେ।

Google

ଭିଡିଓରେ ଏହି କଥା ବି କୁହା ଯାଉଛି କି ବୈଜ୍ଞାନିକ ମାନେ ବୁହାନ ଇନଷ୍ଟିଚ୍ୟୁଟକୁ ସ୍ୟାମ୍ପଲ ନେବା ସମୟରେ ବହୁତ ଦାୟିତ୍ବହୀନତା ଦେଖେଇଲେ ଯାହା ଫଳରେ ତାଙ୍କୁ ବାଦୁଡି ମାନେ କାମୁଡି ଦେଇ ଥିଲେ।

ଭିଡିଓରେ ସଫା ସଫା ଦେଖା ଯାଉଛି କି ବାଦୁଡି ମାନଙ୍କର ସଂକ୍ରମକ ମଳକୁ ଆଣିବା ସମୟରେ ବୈଜ୍ଞାନିକ ମାନେ ମାତ୍ର ଗୋଟେ ଟି ଶାର୍ଟ ହିଁ ପିନ୍ଧିଥିଲେ ଆଉ ତାଇୱାନର ରିପୋର୍ଟ ମୁତାବିକ ୨୯ ଡିସେମ୍ବର ୨୦୧୭ର ଏହି ଭିଡ଼ିଓରେ ଚିନି ଲ୍ୟାବର ଦାୟିତ୍ବହୀନତାର ପୁରା ପ୍ରମାଣ ଅଛି। ଭିଡିଓ ମୁତାବିକ ସାର୍ସର ମୂଳ କାରଣର ଖୋଜ କରିବା ସମୟରେ ବୈଜ୍ଞାନିକ ମାନେ ଗୁମ୍ଫାକୁ ମଳ ଆଣିବାକୁ ଯାଉଥିଲେ ଆଉ ସେହି ସମୟରେ ସେମାନେ ବିଲକୁଲ ବି ପିପିଇ କିଟ ପରିଧାନ କରିନଥିଲେ।

ବୁହାନର ଜଣେ ଶୋଧକର୍ତା କହିଲେ କି ରବର ଡ୍ରେସ ପିନ୍ଧିବା ପରେ ବି ଯେତେବେଳେ ବାଦୁଡି ତାଙ୍କୁ ତାର ବିଷାକ୍ତ ଦାନ୍ତରେ କାମୁଡ଼ିଲା ତ ତାଙ୍କୁ ଲାଗିଲା ଯେପରି ତାଙ୍କ ହାତରେ ଛୁଞ୍ଚି ପଶି ଯାଇଛି। ଏହା ପରେ ବି ସେମାନଙ୍କୁ ଲ୍ୟାବରେ ଖାଲି ହାତରେ କାର୍ଯ୍ୟ କରିବାକୁ ଦିଆ ଗଲା।

Google

ଭିଡ଼ିଓରେ ମହିଳା ବୈଜ୍ଞାନିକ ଜଣକୁ ବାଦୁଡି କାମୁଡିବା ପରେ ସେ ଚିଲେଇଲା ବି। ବିଶେଷଜ୍ଞ ମହିଳା ଜଣକ କହିଲେ କି ବାଦୁଡି ଭିତରେ ବହୁତ ପ୍ରକାରର ଭାଇରସ ମିଳିଥାଏ ଆଉ କାମୁଡିବା ପରେ ତାଙ୍କ ହାତ ଫୁଲି ବି ଯାଇଥିଲା। ମାତ୍ର ଶେଷରେ ସେ ଏଇଆ କହିଲେ କି ସେହି କାମ ସେତେ ବି ଭୟଙ୍କର ନୁହଁ ଯେତେ ତାକୁ ଲୋକମାନେ ଭାବନ୍ତି।

ଏବେ ଏହି ଭିଡିଓ ଭାଇରାଲ ହେବା ପରେ ବୁହାନ ଇନଷ୍ଟିଚ୍ୟୁଟ ଅଫ ଭାଇରଲୋଜିର ଏହି ବୈଜ୍ଞାନିକ ମାନଙ୍କ ଉପରେ ସନ୍ଦେହର ଛୁଞ୍ଚି ଲାଗି ଯାଇଛି। ବହୁତ ଲୋକଙ୍କର କହିବା କଥା କି ଏହି ବୈଜ୍ଞାନିକ ମାନେ ହିଁ କରୋନା ଭାଇରସର ସମ୍ବାହକ ହେଲେ ଯାହାଙ୍କ ପାଇଁ ଭାଇରସ ମଣିଷ ମାନଙ୍କ ଭିତରକୁ ଆସିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *