ପୋଲିସ ଅଫିସରଙ୍କ ମହାନତା! ଇନ୍ସପେକ୍ଟର କରୋନାରେ ପତ୍ନୀ ଓ ଭାଉଜଙ୍କୁ ହରାଇଲେ, ତାପରେ କଲେ କିଛି ଏମିତି କାମ । ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

କରୋନା ମହାମାରୀ କାରଣରୁ ଚାରିଆଡେ ବର୍ତ୍ତମାନ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିଦିନ ଲୋକ ନିଜ ଲୋକଙ୍କୁ ହରାଉଛନ୍ତି। ଏହି ପରିସ୍ଥିତିରେ ପ୍ରୟାଗରାଜର ଏକ ଇନ୍ସପେକ୍ଟର ପୋଲିସ ଡିଉଟିର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିବାର ନଜର ଆସିଛନ୍ତି । ଏହି ସାହାସି ଇନ୍ସପେକ୍ଟର ଆଉ କେହି ନୁହଁନ୍ତି ବରଂ ନରେନ୍ଦ୍ର ପ୍ରସାଦ ଅଟନ୍ତି। ତାଙ୍କ ଚର୍ଚା କେବଳ ସହରରେ ନୁହେଁ ବରଂ ରାଜ୍ୟରେ ହଉଛି।

Google

ନରେନ୍ଦ୍ରଙ୍କ ଉପରେ ମଧ୍ୟ କରୋନା କାରଣରୁ ଦୁଃଖର ପାହାଡ଼ ଭାଙ୍ଗିପଡିଛି। ସଂକ୍ରମଣରେ ସେ ନିଜ ପତ୍ନୀ ଓ ଭାଉଜଙ୍କୁ ହରାଇଛନ୍ତି ଏହା ପରେ ମଧ୍ୟ ସେ ଦେଶ ସେବା ଛାଡିନାହଁନ୍ତି। ଆଶ୍ଚର୍ଯ୍ୟର କଥା ଏହାକି ଦେଶ ସେବା ପାଇଁ ସେ ନିଜ ପତ୍ନୀ ଓ ଭାଉଜଙ୍କ ତେରପୂଜାକୁ ଦୁଇ ମାସ ଘୁଞ୍ଚାଇଦେଇଛନ୍ତି।

ପତ୍ନୀ ଓ ଭାଉଜଙ୍କ କରୋନାରେ ହରାଇଲେ:

ଇନ୍ସପେକ୍ଟର କରୋନାରେ ପତ୍ନୀ ଓ ଭାଉଜଙ୍କୁ ହରାଇଲେ ମାତ୍ର ଆଶ୍ଚର୍ଯ୍ୟର କଥା ଏହାକି ସେ ମାତ୍ର ଛଅ ଦିନ ଭିତରେ ପୁଣି ଡିଉଟିରେ ଲାଗିପଡିଲେ। ଏହା ସହ ସେ ନିଜ ପିଲାଙ୍କ ଦୁଃଖ ବୁଝି ମଧ୍ୟ ଡିଉଟି କରୁଛନ୍ତି। ସେ ତେର ପୂଜାକୁ ମଧ୍ୟ ଦୁଇ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ସେ କହିଛନ୍ତି ଏହି ସଙ୍କଟ ସମୟରେ କିଛି ଲୋକଙ୍କ ଜୀବନତ ବଞ୍ଚାଇପାରିବି। ତାଙ୍କର ଏହି ସାହସକୁ ପୋଲିସ ଡିପାର୍ଟମେଣ୍ଟ ପ୍ରଶଂସା କରିବାର ନଜର ଆସିଛନ୍ତି।

Google

ନରେନ୍ଦ୍ର ପ୍ରସାଦ ମଉର ରହିବା ଲୋକ ଅଟନ୍ତି। ସେ ଏହି ସମୟରେ ପ୍ରୟାଗରାଜ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି। ୨୩ ବର୍ଷ ହେବ ସେ ପୋଲିସ ଚାକିରୀ କରୁଛନ୍ତି। କରୋନା ପାଇଁ ତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି। ଖବର ଅନୁସାରେ ତାଙ୍କ ଭାଉଜ ଉର୍ମିଳା ଦେବୀ ଓ ପତ୍ନୀ ମାଳତୀ ସଂକ୍ରମିତ ହୋଇଯାଇଥିଲେ। ଦୁଇଙ୍କ ଅକ୍ସିଜେନ ଲେବଲ କମ ହେବା କାରଣରୁ ଦୁହିଁଙ୍କୁ ମେଡିକାଲକୁ ନିଆଯାଇଥିଲା। ୨୧ ଏପ୍ରିଲକୁ ଭାଉଜ ଓ ୨୨ ଏପ୍ରିଲକୁ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା। ଏଭଳି ଦୁଃଖ ସମୟରେ ମଧ୍ୟ ସେ ସାହସ ନହରାଇ ମାତ୍ର ୬ ଦିନ ଭିତରେ ପୁନଃ ଚାକିରୀକୁ ଫେରିବାଇ ନଜର ଆସିଛନ୍ତି। ଏତିକି ନୁହେଁ ସେ ଦୁହିଁଙ୍କ ତେରପୂଜାକୁ ମଧ୍ୟ ଦୁଇ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

ଡିଉଟିରେ ରହି ବଞ୍ଚାଇପାରିବେ ଅନେକ ଜୀବନ:

ସେ ୨୮ ଏପ୍ରିଲକୁ ଡିଉଟିକୁ ଫେରି ଲଗାତର ଡିଉଟି କରୁଛନ୍ତି। ତାଙ୍କର କହିବା ଅଟେ କି ସେ ଭାଉଜ ଓ ପତ୍ନୀଙ୍କୁ ତ ବଞ୍ଚାଇପାରିଲେନି କିନ୍ତୁ ଡିଉଟିରେ ରହି କିଛି ଜୀବନ ବଞ୍ଚାଇପାରିବେ। ତାଙ୍କର କହିବା ଅଟେକି ନିଜ ଲୋକଙ୍କୁ ହରାଇବାର ଦୁଃଖ ତାଙ୍କୁ ଜଣାଅଛି। କରୋନା ମହାମାରୀରେ ସେ ନିଜର ୬ ଜଣ ପରିବାର ଲୋକଙ୍କୁ ହରାଇ ସାରିଲେଣି। ଏହି ଅସୁବିଧା ସମୟରେ ସେ ଡିଉଟିରେ ରହି ଲୋକଙ୍କ ଜୀବନ ବଞ୍ଚାଇବା ଇଚ୍ଛା କରନ୍ତି। ନିଜର ଏହି ସାହସ ପାଇଁ ସେ ଅନ୍ୟ ଅଫିସରଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *