କୋରନାର ଲହରୀ: ଏହି ରାଜ୍ୟରେ ଆଜିଠୁ ଲାଗୁ ହେଲା ନାଇଟ କର୍ଫ୍ୟୁ। ରୁହନ୍ତୁ ସତର୍କ।

କୋରନାର ଗତି କ୍ରମଶଃ ବଢ଼ିବାରେ ଲାଗିଛି। ଏହାକୁ ଦେଖି ପୂର୍ବ ବର୍ଷ ଲକଡାଉନ ଏବଂ ସର୍ଟ ଡାଉନ କଥା ମନେପଡୁଛି। ଏହା ଭିତରେ ଏବେ ଆଉ ଏକ ବଡ଼ ନ୍ୟୁଜ ଆସୁଛି। ବିଭିନ୍ନ ରାଜ୍ୟ ଗୁଡିକ ମଧ୍ୟ ଯୋଜନା କରୁଛନ୍ତି ଏଭଳି ପରିସ୍ଥିତିରେ କଣ କରିବେ ଯାହା ଭିତରେ ନୋଏଡାରେ ନାଇଟ କର୍ଫ୍ୟୁ ଜାରୀ ହୋଇଯାଇଛି। ଏହି ନାଇଟ କର୍ଫ୍ୟୁ ଏପ୍ରିଲ ୧୭ ଯାଏ ଚାଲିବ। କହିଦେଉଛୁ ଏହି ନାଇଟ କର୍ଫ୍ୟୁ ରାତି ୧୦.୦୦ ରୁ ଆରମ୍ଭ ହେବ ଏବଂ ଏହା ରାତି ସାରା ପାଳନ ହୋଇ ଭୋର ତଥା ସକାଳ ୫ ଟାରେ ସରିବ।

Google

କହିଦେଉଛୁ ନୋଏଡାରେ ସହିତ ବୃଦ୍ଧି ପାଉଥିବା କୋରନାର ଲହରୀକୁ ଦେଖି ମହାରାଷ୍ଟ୍ରରେ ମଧ୍ୟ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଯାଇଛି। ଆସନ୍ତା କାଲି ମଧ୍ୟପ୍ରଦେଶରେ ସନ୍ଧ୍ୟା ୬ରୁ ସକାଳ ୬ ଯାଏ ଲକଡାଉନ ହେବ ବୋଲି ସୂଚନା ଆସିଛି ଯାହାକି ସହରରେ ପାଳନ କରାଯିବ।

ଦେଶରେ କୋରନାର ସ୍ଥିତି:

କହିଦେଉଛୁ ବିତି ଯାଇଥିବା ପୂର୍ବ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧ ଲକ୍ଷ ୨୬ ହଜାର ୭୮୯ ନୂଆ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ଦ୍ଵାରା ୬୮୫ ଜଣ ଲୋକ ନିଜର ଜୀବନ ହରେଇ ବସିଛନ୍ତି ଏବଂ ଆଜି ଯାଏ କୋଭିଡ ଭାଇରସକୁ ହରାଇ ୧ କୋଟି ୧୮ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହେଲେଣି।

Google

ଏହାକୁ ନେଇ ସରକାର ଏବେ କେଉଁ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା। ଆପଣଂକୁ ଆମେ କହିରଖୁଚୁ ଘରେ ରୁହନ୍ତୁ, ଜରୁରୀ ଥିଲେ ବଜାର ଯିବା ସମୟରେ ମାସ୍କ ନିହାତି ପିନ୍ଧନ୍ତୁ ଏବଂ ସଫା ରୁହନ୍ତୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *