NITରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କେବେ ରହିଛି ଆବେଦନର ଶେଷ ତାରିଖ

NITରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କେବେ ରହିଛି ଆବେଦନର ଶେଷ ତାରିଖ

ନ୍ଯାସନାଲ ଇଷ୍ଟିଚ୍ଯୁଟ ଅଫ୍ ଟେକ୍ନୋଲୋଜି (NIT), ରାଉଲକେଲା ସୂଚନା ଜାରି କରିବା ସହ ଡିପାର୍ଟମେଣ୍ଟ ଅଫ୍ ଲାଇଫ ସାଇନ୍ସ ଜୁନିୟର ରିସର୍ଚ୍ଚ ଫେଲୋସିପ ୨୦୨୦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ ଚୟନ ହୋଇଥିବା ପାର୍ଥୀଙ୍କୁ ମାସିକ ୩୫ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ବିସ୍ତାରରେ।

ପଦବୀ ନାମ ଏବଂ ପଦ ସଂଖ୍ଯା

ଜୁନିୟର ରିସର୍ଚ୍ଚ ଫେଲୋ: ୦୧

ମହତ୍ତ୍ବପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୩୦ ଜୁନ୍ ୨୦୨୦

ଚୟନ ପ୍ରକ୍ରିୟା

ଆବେଦନକାରୀଙ୍କ ଚୟନ ପ୍ରକ୍ରିୟା ସାକ୍ଷାତକାର ଆଧାରରେ କରାଯିବ।

ଆବେଦନ ପ୍ରକ୍ରିୟା

ଆବେଦନକାରୀ ଆବେଦନ ପାଇଁ ଆସନ୍ତା ଜୁନ୍ ୩୦ ପର୍ଯ୍ଯନ୍ତ ଅନଲାଇନ୍ ଜରିଆରେ ଆବେଦନ ପ୍ରକ୍ରିୟା ପୁରଣ କରିପାରିବେ। ଧ୍ଯାନ ରଖନ୍ତୁ ଆବେଦନ ସମୟରେ ଯେଭଳି କୌଣସି ତ୍ରୁଟି ନରହେ। ଯଦି କିଛି ଭୁଲ୍ ରହିଯାଏ ତେବେ ଆପଣଙ୍କ ଆବେଦନ ପତ୍ର ରଦ୍ଦ କରିଦିଆଯିବ ବୋଲି କୁହାଯାଇଛି ।

ବଢ଼ୁଗଣ ଏହି ପୋଷ୍ଟ କୁ ସେୟାର କରି ସବୁ ସାଙ୍ଗମାନଙ୍କୁ ଜଣାଇ ଦିଅନ୍ତୁ, ଯାହା ଦ୍ଵାରା ସେମାନେ ମଧ୍ୟ୍ୟ ଆବେଦନ କରିପାରିବେ ।

ଅଧିକ ନିଯୁକ୍ତି ବିଷୟରେ ଜାଣିବା ପାଇଁ ଓଡିଶା ନିଯୁକ୍ତି www.odishanijukti.com ରେ ଲଗ୍ଇନ୍ କରନ୍ତୁ ।

ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *