ବିରାଟ ଓ ହାର୍ଦିକ ହିଁ ନୁହନ୍ତି, ଏହି କ୍ରିକେଟରମାନେ ମଧ୍ୟ ଅଭିନେତ୍ରୀ ଏବଂ ମୋଡେଲଙ୍କୁ କରିଛନ୍ତି ଜୀବନସାଥୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଇଂଲଣ୍ଡର ଦିଗଜ ବୋଲର ଜେମସ୍ ଆଣ୍ଡରସନ ସୁନ୍ଦରୀ ମଡେଲ ଡେନିଏଲା ଲୟଡ଼ଙ୍କୁ ପ୍ରଥମ ଥର ୨୦୦୪ରେ ଦେଖା କରିଥିଲେ। ଏହାପରେ ଦୁହେଁ ବହୁତ ସମୟ ପର୍ଯ୍ୟନ୍ତ ସାଙ୍ଗରେ ଦେଖାଗଲେ। ଆଣ୍ଡରସନ ଓ ଲୟଡ଼ ୨୦୦୬ରେ ବିବାହ କରିନେଲେ। ଦୁହିଁଙ୍କର ଦୁଇଟି ସନ୍ତାନ ଅଛି।

Google

ବିଶ୍ୱ କ୍ରିକେଟରେ କେତେ ଖେଳାଳୀ ଅଭିନେତ୍ରୀ ଓ ମଡେଲଙ୍କ ସହ ବିବାହ କରିଛନ୍ତି। ଯେପରି-ବିରାଟ କୋହଲି ଅଭିନେତ୍ରୀ ଅନୁଷ୍କାଙ୍କ ସହ ବିବାହ କଲେ ତ ହାର୍ଦିକ ପାଣ୍ଡ୍ୟା ନତାଶା ଷ୍ଟେନକୋଭିକଙ୍କୁ ଆପଣାଇଲେ। ଆମେ ଏଠାରେ ଏପରି କିଛି ଖେଳାଳୀଙ୍କ ବିଷୟରେ ଆପଣଙ୍କୁ କହୁଛୁ ଯେଉଁମାନେ ଅଭିନେତ୍ରୀ ଓ ମଡେଲଙ୍କ ସହ ବିବାହ କରିଛନ୍ତି। ଆଧୁନିକ କ୍ରିକେଟର ଭଲ ଖେଳାଳୀମାନଙ୍କ ମଧ୍ୟରେ ସାମିଲ ବିରାଟ କୋହଲି ୨୦୧୭ରେ ଅନୁଷ୍କାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁହେଁ ଜାନୁଆରୀ ୨୦୨୧ରେ ନିଜର ପ୍ରଥମ ସନ୍ତାନର ମାତାପିତା ହେବାକୁ ଯାଉଛନ୍ତି।

ବିରାଟ ଓ ଅନୁଷ୍କା ୨୦୧୩ରେ ଏକ ସାମ୍ପର ବିଜ୍ଞାପନା ସମୟରେ ଦେଖା ହୋଇଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଗଲା ଓ ପରେ ବିବାହ କରିନେଲେ। ଦକ୍ଷିଣ ଆଫ୍ରିକାର କ୍ରିକେଟର ଜେପି ଡୁମିନିଙ୍କୁ ପେଶାରେ ବ୍ଲଗର ଓ ମଡେଲ ସୁ ଡୁମିନିଙ୍କ ସହ ପ୍ରେମ ହୋଇଯାଇଥିଲା। ଦୁହେଁ ୨୫ ଜୁନ ୨୦୧୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଡୁମିନିଙ୍କର ଦୁଇଟି ଝିଅ ଅଛନ୍ତି। ତାଙ୍କର ନାମ ଇସାବେଲା ହନ୍ନାହ ଓ ଆଲେକସା ରୋସ୍ ଅଟେ।

Google

ଇଂଲଣ୍ଡର ଦିଗଜ ବୋଲର ଜେମସ୍ ଆଣ୍ଡରସନ ସୁନ୍ଦରୀ ମଡେଲ ଡେନିଏଲା ଲୟଡ଼ଙ୍କୁ ପ୍ରଥମ ଥର ୨୦୦୪ରେ ଦେଖା କରିଥିଲେ। ଏହାପରେ ଦୁହେଁ ବହୁତ ସମୟ ପର୍ଯ୍ୟନ୍ତ ସାଙ୍ଗରେ ଦେଖାଗଲେ। ଆଣ୍ଡରସନ ଓ ଲୟଡ଼ ୨୦୦୬ରେ ବିବାହ କରିନେଲେ। ଦୁହିଁଙ୍କର ଦୁଇଟି ସନ୍ତାନ ଅଛି।ଅଷ୍ଟ୍ରେଲିଆର ଦିଗଜ ଅଲରାଉଣ୍ଡର ସେନ ୱାଟସନଙ୍କୁ ମଡେଲ,ପ୍ରେଜେନଣ୍ଟର ଓ ଆଙ୍କର ଲି ଫୁରଲଙ୍ଗଙ୍କ ସହ ପ୍ରେମ ହୋଇଯାଇଥିଲା। ଗ୍ଲାମରର ଦୁନିଆରେ ଲି ଫୁରଲଙ୍ଗଙ୍କର ନାମ ବଡ଼ ଅଟେ। ଦୁହେଁ ପ୍ରଥମ ଥର ୨୦୦୬ରେ ଦେଖା ହୋଇଥିଲେ। ଏହାପରେ ୩ ଜୁନ ୨୦୧୦କୁ ଦୁହେଁ ବାହା ହୋଇଯାଉଥିଲେ।

Google

ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନିଙ୍କୁ ଗ୍ଲାମରସ ସ୍ପୋର୍ଟସ ଆଙ୍କର ମୟନ୍ତି ଲ୍ୟାଗରଙ୍କ ସହ ପ୍ରେମ ହୋଇଗଲା। ମୟନ୍ତି ଓ ବିନ୍ନି ବହୁତ ଦିନ ଧରି ଡେଟିଂ କରିବା ସହ ୨୦୧୩ ରେ ବିବାହ କରିନେଲେ। ଦୁହେଁ ଏହି ବର୍ଷ ମାତା ପିତା ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟେନକୋବିକ କଥା କହିବାକୁ ଗଲେ ଏହି ଭାରତୀୟ ଅଲରାଉଣ୍ଡର ପୂର୍ଵ ବର୍ଷ ଜାନୁୟାରୀ ୧ ରେ ନିଜ ନିର୍ବନ୍ଧ କଥା ଶୁଣେଇ ସମସ୍ତଙ୍କୁ ଚକିତ କରିଦେଲେ। ଲକଡାଉନ ସମୟରେ ସେ ନତାଶାଙ୍କୁ ବିବାହ କଲେ ଓ ସେହି ସମୟରେ ଜଣାପଡିଲା କି ନତାଶା ମା ହେବାକୁ ଯାଉଛନ୍ତି। ହାର୍ଦ୍ଦିକଙ୍କ ପରେ ପୁଅ ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *