ବ୍ରିସବେନ ଟେଷ୍ଟ ଉପରେ ଆସିଲା ବଡ଼ ଖବର, ଜାଣନ୍ତୁ ଭାରତ ବ୍ରିସବେନ ଯିବ ନା ନାହିଁ।

ଟିମ ଇଣ୍ଡିଆ ବ୍ରିସବେନରେ ଚତ୍ରୁର୍ଥ ଟେଷ୍ଟ ଏଥିପାଇଁ ଖେଳିବା ପାଇଁ ଚାହୁଁନି କାରଣ ସେଠାକୁ ଯାଇ ତାଙ୍କୁ ହୋଟେଲରେ ବନ୍ଦୀ ହେବାକୁ ହେବ।

Google

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ସିଡନିରେ ୭ ଜାନୁଆରୀକୁ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ କିନ୍ତୁ ଏହି ସମୟରେ ୧୫ ଜାନୁଆରୀକୁ ହେବାକୁ ଥିବା ଚତ୍ରୁର୍ଥ ଟେଷ୍ଟକୁ ନେଇ ଚର୍ଚ୍ଚା ହେଉଛି। ଟିମ ଇଣ୍ଡିଆ କ୍ୟୁସଲ୍ୟାଣ୍ଡରେ କ୍ୱାରେଣ୍ଟିନର କଡ଼ ନିୟମ ପାଇଁ ବ୍ରିସ୍ବେନ ଯିବାକୁ ଚାହୁଁନି ଓ ଚତ୍ରୁର୍ଥ ଟେଷ୍ଟ ମଧ୍ୟ ସିଡ଼ନିରେ ଖେଳିବାକୁ ଚାହୁଁଛି। ଏଥିପାଇଁ ଏବେ ଚତ୍ରୁର୍ଥ ଟେଷ୍ଟ ଉପରେ ବିପଦ ଦେଖାଯାଉଛି। ଏହା ମଧ୍ୟରେ ଗାବାରେ ଚତ୍ରୁର୍ଥ ଟେଷ୍ଟକୁ ନେଇ ଏହା ଖବର ଆସୁଛିକି ଭାରତ ଓ ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ହୋଟେଲରେ ବନ୍ଦୀ କରାଯିବନାହିଁ।

ହେରାଲ୍ଡ ସନ ଖବର ଅନୁସାରେ କ୍ୟୁସଲ୍ୟାଣ୍ଡର ମୁଖ୍ୟ ସ୍ୱାସ୍ଥ୍ୟ ଅଫିସର ଯେନେଟ ୟଙ୍ଗ ଏକ ପ୍ରପୋଜାଲର ଖୁଲାସା କରି କହିଛନ୍ତି ଦୁଇ ଦେଶର ଖେଳାଳୀଙ୍କୁ ହୋଟେଲରେ ବନ୍ଧି କରାଯାଇନାହିଁ। କାରଣ ସେ ଜଣେ ଜଣଙ୍କୁ ଭେଟିବାକୁ ସ୍ୱତନ୍ତ୍ର । ଏହା ଦ୍ଵାରା ଗାବାରେ ଖେଳାଯିବାକୁ ଥିବା ସିରିଜର ଚତ୍ରୁର୍ଥ ଓ ଶେଷ ଟେଷ୍ଟକୁ ବଞ୍ଚାଯାଇପାରିବି। ସେ କହିଛନ୍ତିକି ସେ କ୍ରିକେଟ ଅଷ୍ଟ୍ରେଲିଆ ସହ ମିସିକି ଏହା ଉପରେ କାମ କରୁଛନ୍ତି ଓ ଆଶା ଅଛିକି ଗାବାରେ ଚତ୍ରୁର୍ଥ ଟେଷ୍ଟ ଖେଳାଯିବ।

Google
ମାସେ ହେବ ବବୁଲରେ ରହିସାରିଛନ୍ତି ଟିମ ଇଣ୍ଡିଆ:

କ୍ରିକବଜ ସହ କଥା ହୋଇ ଭାରତୀୟ ଟିମର ଏକ ସୂତ୍ର କହିଛନ୍ତି ଟିମ ବ୍ରିସ୍ବେନ ଏଥିପାଇଁ ଯିବାକୁ ଚାହୁଁନି କାରଣ ଅଷ୍ଟ୍ରେଲିଆ ପହଁଚିବା ପୂର୍ବରୁ ଟିମ ୧୪ ଦିନ କ୍ୱାରେଣ୍ଟିନରେ ଦୁବାଇରେ ରହିଥିଲା ଓ ପରେ ପୁଣି ପହଁଚିବା ପରେ ପୁଣି ୧୪ ଦିନ କ୍ବାରେଣ୍ଟାଇନ ରହିଲା। ଏହାର ଅର୍ଥ ଭାରତୀୟ ଟିମ ଏକ ମାସ କଠିନ ବବୁଲରେ ରହିସାରିଛନ୍ତି। ଏବେ ଗ୍ରସ୍ତ ଶେଷ ସମୟରେ ପୁଣି କ୍ବାରେଣ୍ଟାଇନ ହେବାକୁ ଚାହୁଁନାହାଁନ୍ତି। ସୂତ୍ର ଅନୁସାରେ ବ୍ରିସ୍ବେନ ଏଥିପାଇଁ ଯିବାକୁ ଚାହୁଁନାହଁନ୍ତି କାରଣ ହୋଟେଲରେ ପୁଣି ବନ୍ଦୀ ହେବାକୁ ଚାହିଁନ୍ତିନି। କେବଳ ପଡ଼ିଆକୁ ଯିବା ଛଡା ଟିମ ଇଣ୍ଡିଆ ସୋମବାରକୁ ସିଡନରେ ତୃତୀୟ ଟେଷ୍ଟ ଖେଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *