କ୍ୟାନ୍ସରକୁ ନେଇ ନିକଟରେ ଆମେରିକାର ଶୋଧକର୍ତ୍ତା ଏକ ସ୍ଟଡି ରିପୋର୍ଟ ସାମ୍ନାକୁ ଆସିଛି କି ହାର୍ଟ ଆଟାକ ଓ ଦରଜ ନିବାରଣ ବଟିକା ଆସ୍ପ୍ରିନକୁ ସବୁ ଦ୍ବିତୀୟ ଦିନ ବ୍ୟବହାର କଲେ,ବ୍ରେ-ଷ୍ଟ ଓ ବ୍ଲଡ଼ କ୍ୟାନ୍ସରରୁ ହେଉଥିବା ମୃତ୍ୟୁକୁ କିଛି କମେଇ ହେଇପାରିବ।

ବ୍ରେ- ସ୍ଟ କ୍ୟାନ୍ସର ଠୁଁ ଆରମ୍ଭ କରି ବ୍ଲଡ଼ କ୍ୟାନ୍ସର ପର୍ଯ୍ୟନ୍ତ ରୋଗୀଙ୍କ ଚିକିତ୍ସାରେ ଦରଜ ନିବାରଣ ଯନ୍ତ୍ର ଏସ୍ପ୍ରିନ ବଟିକା ବ୍ୟବହାର ହୋଇପାରେ। ଏହି ଖୁଲାସା ନିକଟରେ ଏକ ସ୍ଟଡିରୁ ଜଣାପଡିଲା। ଯେଉଁଥିରେ କୁହାଗଲା କି ଏହି କ୍ୟାନ୍ସରରେ ମାରୁଥିବା ଲୋକଙ୍କ ସଂଖ୍ୟା ତିନି ଗୁଣା କମିଯିବ ଯଦି ନିୟମିତ ଏସ୍ପ୍ରିନ ବଟିକା ବ୍ୟବହାର କରନ୍ତି। ଏହି ସ୍ଟଡିକୁ ଆମେରିକାର ନ୍ୟାସନାଲ କ୍ୟାନ୍ସର ଇନଷ୍ଟିଚ୍ୟୁଟର ଶୋଧକର୍ତା କରିଛନ୍ତି। କହିରଖିଛୁ କି ସାରା ଦୁନିଆରେ ଲୋକେ ଏସ୍ପ୍ରିନକୁ ହାର୍ଟ ଆଟାର୍କ ରୋକିବା ପାଇଁ ବ୍ୟବହାର କରୁଛନ୍ତି।
ଏହି ରିସର୍ଚ୍ଚ କ୍ୟାନ୍ସର ଭଳି ରୋଗୀ ୧,୪୦,୦୦୦ ଆମେରିକୀୟ ପୁରୁଷ ଓ ମହିଳାଙ୍କ ଉପରେ କରାଯାଇଥିଲା।ଯେଉଁଥିରେ ୬୫ ବର୍ଷରୁ ଉର୍ଦ୍ଧ୍ବ ଲୋକ ସାମିଲ ଥିଲେ ଓ ତାଙ୍କୁ ୧୩ ବର୍ଷ ପର୍ଯ୍ୟନ୍ତ ଟ୍ରାକ କରାହୋଇଥିଲା। ଏହି ସ୍ଟଡିରେ ସାମିଲ ଡା.ହୋଲି ଲୁମନ୍ସ କ୍ରପ କହିଲେ କି ଆମେ ଅଲଗା ଅଲଗା ରୋଗୀଙ୍କ ଉପରେ ସ୍ଟଡି କଲୁ,ହେଲେ ଏହାର ସକାରାତ୍ମକ ଟେଷ୍ଟ ବ୍ରେ-ସ୍ଟ ଓ ବ୍ଲଡ଼ କ୍ୟାନ୍ସର ଉପରେ ରହିଲା। ହେଲେ ଏସ୍ପ୍ରିନର ମାତ୍ରା କଥା କହିନଥିଲେ। ହେଲେ ୟୁକେରେ ୭୫ ଗ୍ରାମ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।

ଶୋଧକାର୍ତ୍ତା କହିଲେ କି ଏହି ରିସର୍ଚ୍ଚ ଆଧାରରେ ଯଦି ବ୍ଲଡ଼ ଓ ବ୍ରେ-ସ୍ଟ କ୍ୟାନ୍ସର ରୋଗୀ ସପ୍ତାହରେ ତିନି ଥର ଖାଇବେ,ଅଲଗା ବଟିକା ଖାଉଥିବା ଲୋକଙ୍କ ଠାରୁ ମୃତ୍ୟୁହାର ତାଙ୍କର ୪ ଗୁଣ କମିଯିବ। ବ୍ଲଡ଼ କ୍ୟାନ୍ସରରେ ହେଉଥିବା ପେଟ ଦରଜ ମଧ୍ୟ ଏହି ବଟିକା କମ କରିପାରେ।ଏହି ବଟିକା ହୃଦ ରୋଗ,ଷ୍ଟ୍ରକ ,ଗ୍ୟାଷ୍ଟ୍ରଇଣ୍ଟର ନ୍ୟାସନାଲ କ୍ୟାନ୍ସର,ଓ ଅନ୍ୟ କେତେ ରୋଗ ପାଇଁ ହେଉଥିବା ମୃତ୍ୟୁ ହାର କମ ହୋଇଯିବ।

ଏହି ରୋଗରେ ଉପଚାର ନୁହେଁ,ଏସ୍ପ୍ରିନ: ରିସର୍ଚ୍ଚ ଅନୁସାରେ ଏସ୍ପ୍ରିନ ବିଷୟରେ ଆଉ ମଧ୍ୟ ତଥ୍ୟ ମିଳିଲା। ଶୋଧକର୍ତ୍ତା କହିଛନ୍ତି କି ଏସ୍ପ୍ରିନର ବ୍ୟବହାରରୁ ଏହି କଥା ସ୍ପଷ୍ଟ ହୋଇଛି କି ଚାରି ଅନ୍ୟ ରୋଗ ଯେପରି ଗଲେଟ,ପେଟ,ଅଗ୍ନ୍ୟାଶୟ ଓ ଗର୍ଭ କ୍ୟାନ୍ସର ଭଳି ରୋଗକୁ ଅଟକାଇବାରେ ଏସ୍ପ୍ରିନ ଉପଯୋଗୀ ନୁହେଁ। ସେ କହିଲେ କି ଏସ୍ପ୍ରିନ ବ୍ୟବହାର ଦ୍ୱାରା କ୍ୟାନ୍ସରକୁ କିଛି ମାତ୍ରାରେ ଅଟକେଇ ହେବ ହେଲେ ବହୁତ ସମୟ ପର୍ଯ୍ୟନ୍ତ ଏହାର ଉପକାର ଓ କ୍ଷତି ବିଷୟରେ ମଧ୍ୟ ଭାବିବାକୁ ପଡିବ। ସେ କହିଛନ୍ତି ଏହାକୁ ଅଧିକ ବ୍ୟବହାର କଲେ ପେଟ ଦରଜ ହୋଇପାରେ। ଏହି ସ୍ଟଡି ଜାମା ନେଟୱାର୍କ ଓମାନରେ ବି ପ୍ରକାଶ ହୋଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।