ଭାରତର ବଡ଼ ସଫଳତା:ଏବେ ଭାରତରେ ଉଡିବ ଫ୍ଲାଇଙ୍ଗ କାର, ଏବେ ଉଡି ଉଡି ଯିବେ ଆପଣ! ଛାନିଆ ପାକିସ୍ତାନ!

ଏବେ ଭାରତୀୟ ଯାତ୍ରୀ ମାନଙ୍କ ପାଇଁ କିଛି ଖାସ ହେବାକୁ ଯାଉଛି। ଆମେ ଏପରି କହିବାର କାରଣ ହେଉଛି ଏବେ ଭାରତରେ ମଧ୍ୟ ଫ୍ଲାଇଙ୍ଗ କାର ଚାଲିବ ଯାହା ଆପଣ ବିମାନ ଭଳି କାରରେ ବସି ଉଡିକି ଯିବେ। ଆପଣଙ୍କୁ ଏକ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଏହା ପୁରା ସତ୍ୟ ଅଟେ ଯାହା ଭାରତରେ ଖୁବ ଶୀଘ୍ର ହେବାକୁ ଯାଉଛି। ଆପଣଙ୍କୁ କହିରଖିବୁ ପୂର୍ବରୁ ଆମେରିକାର ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ ଫ୍ଲାଇଙ୍ଗ କାର ଉଡ଼ାଇବାକୁ ଅନୁମତି ଭାରତକୁ ଦେଇଦେଇଛି। ଏହା ଦ୍ଵାରା ଏବେ ଭାରତରେ ଭିନାଟା ଏରୋମୋବିଲିଟି କମ୍ପାନୀର ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇ ଚେନ୍ନାଇର ଏକ ଷ୍ଟାର୍ଟଅପ କମ୍ପାନୀ ଦ୍ୱାରା ହାଇବ୍ରିଡ ଫ୍ଲାଇଙ୍ଗ କାର ପ୍ରସ୍ତୁତ କରାଯାଉଛି।

Google

ମିଳିଥିବା ସୂଚନା ଅନୁସାରେ ଏହି ଫ୍ଲାଇଙ୍ଗ କାର ଜଲ୍ଦି ପ୍ରସ୍ତୁତ ହେବ ଓ ଏହି ସୋମବାର ଦିନ ତାହା ପରୀକ୍ଷା କରାଯିବ। ଆପଣଙ୍କୁ କହିରଖିବୁ ଏହି ଫ୍ଲାଇଙ୍ଗ କାର କରିବାର କାମ ଚେନାଇର ଏକ କମ୍ପାନୀ କରୁଛି ଓ କମ୍ପାନି ଏହାର ମଡେଲ ପ୍ରସ୍ତୁତ କରି ସୋମବାରକୁ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିଦ୍ଧିଆଙ୍କୁ ଦେଖାଇବ ଯାହା ପରେ ଏହାକୁ। ଅନୁମତି ଦିଆଯିବ କି ନାହିଁ ଜଣାପଡିବ। ଏହା କିନ୍ତୁ ଚାଲିବା ଦ୍ଵାରା ଗୁରୁତର ରୋଗୀଙ୍କୁ ମେଡିକାଲ ନିଆଯିବା ପାଇଁ ବେଶ ଲାଭଦାୟକ ହେବ।

ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏହି କାର ଯାଞ୍ଚ କରିବାର କାମ ଭିନାଟା ଏରୋମୋବିଲିଟିର ଏକ ଟିମକୁ ଦେଇଛନ୍ତି କାରଣ ଏହା ଏସିଆର ପ୍ରଥମ ଫ୍ଲାଇଙ୍ଗ କାର ହେବ। ମନ୍ତ୍ରୀ ମଧ୍ୟ କହିରଖିବୁ ଏହା ସଫଳ ହେବା ଦ୍ଵାରା ରୋଗୀ ମାନଙ୍କୁ ନେବାରେ ଏହା ବେଶ ସହାୟକ ହେବ।

Google

ଅକ୍ଟୋବର ମାସରେ ପ୍ରଥମ ଉଡାଣ ପାଇଁ ପ୍ରସ୍ତୁତ ହୋଇପାରେ: ଏହାର ଲଞ୍ଚକୁ ନେଇ ମଧ୍ୟ କମ୍ପାନୀ ଏକ ଭିଡ଼ିଓ ମାଧ୍ୟମରେ ସୂଚନା ଦେଇଛି। ଆପଣଙ୍କୁ କହିରଖିବୁ ଏହାକୁ ତିଆରି କରିଥିବା କମ୍ପାନୀ ନିଜ ନିଜ ୟୁଟୁବରେ ଏକ ୩୬ ସେକେଣ୍ଡର ଭିଡ଼ିଓ ୧୪ ଅଗଷ୍ଟ ୨୦୨୧କୁ ଅପଲୋଡ଼ କରି ଜଣାଇଥିଲେକି ଏହା ଅକ୍ଟୋବର ୫ ରେ ଲଣ୍ଡନରେ ଲଞ୍ଚ ହୋଇପାରେ କିନ୍ତୁ ଦାମ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।

ଏହି କାର ବିଷୟରେ କହିରଖିବୁ ଏହା ସାଧାରଣ କାର ଯେପରି ହୋଇଥାଏ ପୁରା ସେହିଭଳି କିନ୍ତୁ ଏଥିରେ କେବଳ ଦୁଇଟି ଇଞ୍ଜିନ ରହିବ ଓ ଏକ ଇଲୋଟ୍ରୋନିକ ମଟର ମଧ୍ୟ। ଏହା ପେଟ୍ରୋଲ, ଡିଜେଲ, ବିଦ୍ୟୁତ ଓ ଇନ୍ଧନ ଦ୍ଵାରା ବି ଚାଲିବ। ଏବେ ପର୍ଯ୍ୟନ୍ତ ଏଥିରେ ଦୁଇଟି ଲୋକ ବସିପାରିବେ ବୋଲି ଜଣାପଡିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *