ଏବେ ପାଣିରେ ଚାଲିବ ଟ୍ରେନ ଓ କାର! ପ୍ରଧାନମନ୍ତ୍ରୀ ମୋଦି କଲେ ନେସନାଲ ହାଇଡ୍ରୋଜେନ ମିଶନର ଘୋଷଣା

ପ୍ରଧାନମନ୍ତ୍ରୀ ମୋଦି ନେସନାଲ ହାଇଡ୍ରୋଜେନ ମିଶନର ମଧ୍ୟ ଘୋଷଣା କରିଛନ୍ତି। ଏହି ମିଶନରେ ଭାରତକୁ ଗ୍ରୀନ ହାଇଡ୍ରୋଜେନ କ୍ଷେତ୍ରରେ ଗ୍ଲୋବାଲ ହବ କରିବାକୁ ଲକ୍ଷ ନିର୍ଧାରଣ କରାଯାଇଛି। କହିରଖିବୁ ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରୀନ ଏଜେନ୍ସକୁ ଭବିଷ୍ୟତର ଇନ୍ଧନ ବୋଲି କହିସାରିଛନ୍ତି। ତାଙ୍କ କହିବାର ଅଟେକି ଗ୍ରୀନ ଏଜେନ୍ସିକୁ ଆଗକୁ ନେବା ଦ୍ଵାରା ଭାରତକୁ ଆତ୍ମ ନିର୍ଭର ହେବାରେ ଏହା ସହାୟକ ହେବ।

Google

କଞ୍ଚା ତେଲ କିପରି କମିବ ନିର୍ଭରତା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶକୁ ଲମ୍ବା ଡେଇଁବା ପାଇଁ ଗ୍ରୀନ ହାଇଡ୍ରୋଜେନ କ୍ଷେତ୍ରକୁ ଆଗକୁ ନେବାକୁ ହେବ। ଏହା ଦ୍ଵାରା ଭାରତରେ ପେଟ୍ରୋଲ ଓ ଡିଜେଲର ଆବଶ୍ୟକତା କମ ହେବ ଓ କଞ୍ଚା ତେଲ ଉପରେ ଆୟାତ ମଧ୍ୟ କମ ହେବ। କେବଳ ଏତିକି ନୁହେଁ ଗ୍ରୀନ ହାଇଡ୍ରୋଜେନ ଵ୍ୟଵହାର ଦ୍ଵାରା ପ୍ରଦୂଷଣ ମାତ୍ରା ମଧ୍ୟ କମିବ। ଏହା ସହିତ ହାଇଡ୍ରୋଜେନ ଗ୍ୟାସକୁ କପ୍ରେଡ଼ସ ନେଚୁରାଲ ଗ୍ୟାସ ସହିତ ମିଶାଇ ବ୍ୟବହାର ମଧ୍ୟ କରାଯାଇପାରିବ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,”ମୁଁ ଆଜି ତିରଙ୍ଗାକା ସାକ୍ଷୀ ରଖି ନେସନାଲ ହାଇଡ୍ରୋଜେନ ମିଶନକୁ ଘୋଷଣା କରୁଛି”। ଏହା ସେ ଅଗଷ୍ଟ ୧୫ ରେ କହିଥିଲେ ବୋଲି ଜଣା ଯାଇଛି।

ଟ୍ରେନ ଓ କାର ପାଣି ସାହାଯ୍ୟରେ କିପରି ଚାଲିବ: ଭାରତରେ ଏବେ ଦୁଇଟି ଟେକ୍ନୋଲୋଜି ସାହାଯ୍ୟରେ ହାଇଡ୍ରୋଜେନ ଗ୍ୟାସ ତିଆରି ହୋଇଥାଏ। ପ୍ରଥମ ପାଣିକୁ ଇଲୋଟ୍ରୋଲିସିସ କରାଯାଇଥାଏ ଓ ହାଇଡ୍ରୋଜେନକୁ ଅଲଗା କରାଯାଇଥାଏ। ସାଧାରଣ ଭାଷାରେ କହିବା ତ ପାଣି ସାହାଯ୍ୟରେ ହାଇଡ୍ରୋଜେନ ପ୍ରସ୍ତୁତ ହେବ ଓ ଏହା ଦ୍ଵାରା କାର ଚାଲିବ। କିନ୍ତୁ ଏହା ଦ୍ଵାରା କେବଳ ହାଇଡ୍ରୋଜେନ ଦ୍ଵାରା ଚାଲୁଥିବା କାରକୁ ଇନ୍ଧନ ମିଳିବ। ଦ୍ୱିତୀୟ ଟେକ୍ନୋଲୋଜି ଦ୍ଵାରା ନାଚୁରାଲ ଗ୍ୟାସରୁ ହାଇଡ୍ରୋଜେନ ଓ କାର୍ବନ ବାହାର କରାଯାଇଥାଏ ଓ ଏହା ଦ୍ଵାରା ହାଇଡ୍ରୋଜେନକୁ ଇନ୍ଧନ ଆକାରରେ ବ୍ୟବହାର କରାଯାଇଥାଏ।

Google

ସେହିପରି ଅଲଗା ହୋଇଥିବା କାର୍ବନ ସ୍ପେସ, ଏୟାର ସ୍ପେସ, ଅଟୋ, ପାଣି ଜାହାଜ ଓ ଇଲୋଟ୍ରୋନିକ ଜିନିଷ ଚାଲିଥାଏ। ଭାରତୀୟ ରେଲୱେ ନେସନାଲ ହାଇଡ୍ରୋଜେନ ଏଜେନ୍ସି ମିଶନ ଅନୁସାରେ ହାଇଡ୍ରୋଜେନ ଇନ୍ଧନ ସେଲକୁ ବ୍ୟବହାର କରିବା ଆରମ୍ଭ କରିଦେଇଛି।କହିରଖିବୁକି ହାଇଡ୍ରୋଜେନ ତେଲ ସେଲ ଆଧାରିତ ଟେକ୍ନୋଲୋଜି ପାଇଁ ଦାମ ମଧ୍ୟ ନିଧାରଣ କରାଯାଇଛି। ଏହି ଟେକ୍ନିକ ଉତ୍ତର ରେଲୱେ ସୋନିପତ-ଜିନ୍ଦ ସେକ୍ସନରେ ଡେମୁ ଟ୍ରେନ ଉପରେ ଲାଗୁକରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *