ଗର୍ଭବତୀ ଥିବା ନୁସରତ ଜାହାଁ ସୁଇମିଙ୍ଗ ପୁଲରେ ହଟ ଫଟୋ ଉଠାଇ ଏବେ ଚର୍ଚାରେ, ଦେଖନ୍ତୁ ଫୋଟ

ଆପଣ ନୁସରତ ଜାହାଁଙ୍କୁତ ନିଶ୍ଚୟ ଜାଣିଥିବେ ସେ ହେଉଛନ୍ତି ତୃଣମୂଳ କଂଗ୍ରେସର ସାଂସଦ ଓ ଅଭିନେତ୍ରୀ। ସେ ସର୍ଵଦା ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି ଓ ଭିଭିନ୍ନ କାରଣରୁ ଚର୍ଚାର ବିଷୟ ପାଲଟିଥାନ୍ତି। ଏବେ ପୁଣିଥରେ ନୁସରତଙ୍କୁ ନେଇ ଚର୍ଚା ହେଉଛି। ଆପଣଙ୍କୁ କହିରଖିବୁ ତାଙ୍କର ଏହି ଚର୍ଚାର କାରଣ ହେଉଛି ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ଼ ହୋଇଥିବା ବର୍ତ୍ତମାନର ଫଟୋ।ସେ ଏବେ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ଛାଡିଛନ୍ତି ଯେଉଁଥିରେ ଜଣାପଡୁଛିକିସେ ସୁଇମିଙ୍ଗ ପୁଲରେ ବୋଲ୍ଡ ଫଟୋ ଉଠାଉଛନ୍ତି। ଏହି ଫୋଟ ଭାଇରଲ ହେଉଛି।

Google

ତାଙ୍କର ଏଭଳି ଫଟୋ ଉଠାଇବା ଅନେକ ଲୋକ ପସନ୍ଦ କରୁଥିବାବେଳେ ଅନେକ ଲୋକ ଏହାକୁ ନାପସନ୍ଦ କରିଛନ୍ତି। ଆପଣଙ୍କୁ କହିରଖିବୁ ନୁସରତ ଏହା ପୂର୍ବରୁ ମଧ୍ୟ ଚର୍ଚାରେ ଦେଖାଯାଇଥିଲେ। କାରଣ ତାଙ୍କର ତାଙ୍କ ସ୍ୱାମୀ ନିଖିଲ ଜୈନଙ୍କ ସହ ବିବାଦ ଓ ପରେ ସେ ଗର୍ଭବତୀ ହେବା ଘଟଣାକୁ ନେଇ ସେ ଏବେ ଚର୍ଚାରେ ଅଛନ୍ତି। ଏବେ ସେ ଗର୍ଭବତୀ ଅଛନ୍ତି ଏହା ପରେ ମଧ୍ୟ ସେ ସୁଇମିଙ୍ଗ ପୁଲରେ ବୋଲ୍ଡ ଫଟୋ ଉଠାଇଛନ୍ତି ଓ ସେହି ଫଟୋରେ ସେ ପାଣିରେ ଅଙ୍ଗ-ଭଙ୍ଗୀ ଦେଖାଉଥିବା ଦେଖାଯାଉଛି ଏହି ଫଟୋ ପୋଷ୍ଟ କରି ସେ କ୍ୟାପ୍ସନରେ ଲେଖିଛନ୍ତି,”ନୋ ରିସ୍କ, ନୋ ଷ୍ଟୋରି”।

ଆଉ ଏକ କଥା କହିରଖିବୁକି ଯେବେ ନିଖିଲଙ୍କ ସହ ତାଙ୍କର ବିବାଦ ହୋଇଥିଲା ଏହା ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା ଓ ଏହା ପରେ ନୁସରତ ନିଜ ବୟାନ ମଧ୍ୟ ମିଡ଼ିଆକୁ ଦେଇଥିଲେ। ସେ ସେହି ବୟାନରେ କହିଥିଲେକି ନିଖିଲଙ୍କ ସହିତ ତାଙ୍କର ହୋଇଥିବା ବିବାହା ଆଇନଗତ ନୁହେଁ। ଆଉ ଏକ ଆଶ୍ଚର୍ଯ୍ୟ କର କଥା ଏହାକି ନିଖିଲ ମଧ୍ୟ କହିରଖିବୁ ସେ ଏହି ପିଲାର ବାପା ନୁହଁନ୍ତି। ନୁସରତଙ୍କ ବୟାନ ଅନୁସାରେ ସେ ତୁର୍କୀରେ ୨୦୧୯ରେ ନିଖିଲଙ୍କ ସହ ଯେଉଁଭଳି ବିବାହ କରିଥିଲେ ତାହା ଭାରତରେ ଆଇନଯୋ-ଗ୍ୟ ନୁହେଁ। ସେଥିପାଇଁ ନିଖିଲଙ୍କ ସହ ସେ ଲିଭିଙ୍ଗ ରିଲେସନସିପରେ ରହୁଥିଲେ ବୋଲି କହିଛନ୍ତି।

Google

ସେୟାର ନିଶ୍ଚିତ କରିବେ। ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *