ବ୍ୟୁରୋ ନ୍ୟୁଜ: ବର୍ଷ ୨୦୨୧ ଓଲିଉଡ଼ ଜଗତ ମଧ୍ୟ ଅନେକ ମହାନ କଳାକାରଙ୍କୁ ହରାଇଥିଲା। ଖବର ଅନୁସାରେ ଓଲିଉଡ଼ ଜଗତ ପାଇଁ ବଡ଼ ଦୁଃଖ ଆସିଯାଇଛି। କହିରଖିବୁ ଆମ ପାଖରେ ଆଉ ନାହାନ୍ତି ମହାନ ଅଭିନେତା ମିହିର ଦାସ। ଅନେକ ଦିନରୁ ସେ ରୋଗରେ ଆକ୍ରାନ୍ତ ହୋଇ କଟକର ଏକ ପ୍ରାଇଭେଟ ମେଡିକାଲରେ ଚିକିତ୍ସା ହେଉଥିଲେ।
Saddened to hear that Veteran Odia Actor #MihirDas is no more. His contribution to Odia cinema is immense. My deepest condolences to his friends and family. May his soul rest in peace pic.twitter.com/WybWcilPom
— PiToBaSh (@pitobash) January 11, 2022
ଦେଖୁ ଦେଖୁ ସେ ପ୍ରାଣ ହରାଇଦେଇଥିଲେ ଓ ଖେଳିଯାଇଥିଲା ଦୁଃଖର ଛାୟା।ଆପଣଙ୍କୁ କହିରଖିବୁ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୩ ବର୍ଷ ହୋଇଥିଲା। ଆପଣଙ୍କୁ କହିରଖିବୁ ସେ କିଡିନ ସଂକ୍ରମଣ ହେବା ଦ୍ଵାରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ଅନେକ ଅଲଗା ଅଙ୍ଗ ମଧ୍ୟ ଅଚଳ ହେଉଥିଲା। ପୂର୍ବରୁ ସ୍ୱାସ୍ଥ୍ୟ ଖରାପ ଥିଲା ଓ ଡିସେମ୍ବର ୭ ରୁ ଦେହ ଅଧିକ ଖରାପ ହେବାରୁ ତାଙ୍କୁ କଟକର ଏକ ପ୍ରାଇଭେଟ ମେଡିକାଲ କରା ଯାଇଥିଲା।
ଓଲିଉଡ ଜଗତ କହଲେ ମିଡହୀରଙ୍କ ନାମ ଯୋଡିହୋଇଯାଏ। ଏପରି କେଉଁ ଅଭିନୟ ନଥିଲା ଯାହାକୁ ଡେ କରିନଥିଲେ। କମେଡିଆନ ଠୁ ହିରୋ ଓ ଭେଲିଆନ ରୋଲ ପର୍ଯ୍ୟନ୍ତ ସବୁଥିରେ ଅତି ନିପୁଣ ଅଭିନୟ ସେ କରିଥିଲେ। ତାଙ୍କ ଜନ୍ମ ୧୯୫୯ରେ ମୟୁରଭଞ୍ଜ ଜିଲ୍ଲାରେ ହୋଇଥିଲା ଓ ସେ ପ୍ରଥମ ଥର ୧୯୭୯ରେ ଓଲିଉଡରେ ପାଦ ଦେଇଥିଲେ।ନିଜ କ୍ୟାରିଅର ମଧ୍ୟରେ ସେ ୧୫୦ ରୁ ଅଧିକ ଫିଲ୍ମ କରିଥିଲେ। ତାଙ୍କ ଲୋକପ୍ରିୟ ଫିଲ୍ମ ମାନ ହେଉଛି ଟାର୍ଗେଟ, ଗୁଣ୍ଡା, ପୁଅ ମୋର ଭୋଳା ଶଙ୍କର, ପହିଲି ରଜ, ମାଇଁ ଲାଭ ଷ୍ଟୋରି,ଧଉଳି ଏକ୍ସପ୍ରେସ, ବାଜି, ଚୋରି ଚୋରି ମନ ଚୋରି ଇତ୍ୟାଦି।
Born #OnThisDay
Warm birthday wishes to the renowned actor of #Ollywood (#Odia cinema) who turns 51 today: #MihirDas#Bidhata #LaxmiPratima pic.twitter.com/GNzwU0HRKV— NFAI (@NFAIOfficial) February 17, 2017
ସେ ୧୯୯୯ ରେ ବିଧାତା ଫିଲ୍ମ ପାଇଁ ଓ ୨୦୦୫ ରେ ଫେରି ଆ ମୋ ସୁନା ଭଉଣୀ ପାଇଁ ଶ୍ରେଷ୍ଠ କଳାକାର ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କ ଭଳି ଜଣେ ବରିଷ୍ଟ କଳାକାରଙ୍କ ମୃତ୍ୟୁରେ ସଂପୂର୍ଣ ଓଲିଉଡ ଜଗତରେ କଳାବାଦଲ ଖେଳିଯାଇଛି। ପୁରା ଓଡିଶା ବାସୀ ଆଜି ତାଙ୍କୁ ଝୁରୁଛନ୍ତି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।