ବ୍ୟୁରୋ ରିପୋର୍ଟ: ସୁନାମଧନ୍ୟ ଆକ୍ଟର ରାଇମୋହନଙ୍କ ସୁଇସାଇଡ଼। କାରଣ କଣ ରହିଛି ତାହା ଅସ୍ପଷ୍ଟ। ରିପୋର୍ଟ ଅନୁସାରେ ବେକରେ ରସି ଲଗାଇ କରିଛନ୍ତି ସୁଇସାଇଡ଼। ତେବେ ରାଇମୋହନ ଜଣେ ଚର୍ଚ୍ଚିତ ଚେହେରା ଓଡ଼ିଆ ଜଗତରେ।
Shocking!
Veteran Odia actor Raimohan Parida found dead.
Om shanti🙏#RIP pic.twitter.com/4uEJnfNGNQ— Sushree sangita dash (@Sushree_journo) June 24, 2022
ତେବେ ତାଙ୍କ ବାସଭବନରେ ଲାଗିଛି ଭିଡ଼ ବୋଲି ଜଣା ଯାଇଛି ବିଶେଷ ରିପୋର୍ଟରୁ। ସେ ଓଡ଼ିଆ ସିନେ ଜଗତରେ ଜଣେ ବିଶିଷ୍ଟ ଆକ୍ଟର ଭାବରେ ଜଣା ଯାଆନ୍ତି। ସେ ବିଭିନ୍ନ ପ୍ରକାରର ଆକ୍ଟିଙ୍ଗ କରିବାରେ ଜଣା ଯାଆନ୍ତି।
ପାଖାପାଖି ସେ ୧୫ ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି। ଓଲିଉଡ ଛଡା ସେ ଯାତ୍ରା ଜଗତରେ ବି ଜଣାଶୁଣା ନାମ। ତେବେ ସେ ଅନେକ ବଙ୍ଗାଳ ଚଳଚ୍ଚିତ୍ରରେ ବି ଆକ୍ଟିଙ୍ଗ କରିଥିଲେ। ସେ ଆକ୍ଟିଙ୍ଗ ଛଡା ନିର୍ଦେଶନା ମଧ୍ୟ ଦେଇଛନ୍ତି। ରାଇମୋହନ ପରିଡା କୁନାଲ ପରିଡା ଭାବରେ ଜଣା ଶୁଣା ଅଟନ୍ତି।
ସେ ଜୁଲାଇ ୧୦ , ୧୯୬୩ ରେ ଜନ୍ମ ଗ୍ରହଣ କରିଥିଲେ। ତେବେ ତାଙ୍କର ଚଳଚ୍ଚିତ୍ର ହୋଇଥାଏ ଲୋକପ୍ରିୟ। ସେ ଅନେକ ସୁନ୍ଦର ଆକ୍ଟିଙ୍ଗ କରିଛନ୍ତି। ସେ କେନ୍ଦୁଝର ନିବାସୀ ଅଟନ୍ତି। ସେ ଭୁବନେଶ୍ୱରରେ ରହୁଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।