ରାଜ୍ୟରେ ଆଉ ୧୦୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ପୁଣି ମାରିଲା ଶତକ ।
୧୬ ଟି ଜିଲ୍ଲାରେ ୧୦୩ ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ନୂଆ ୧୦୩ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟରୁ ଦେବଗଡ ଜିଲ୍ଲାରୁ ସର୍ବାଧିକ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । କେନ୍ଦ୍ରାପଡା ଜିଲ୍ଲାରୁ ୧୫ ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ମିଳିଛି ।
ଜଗତସିଂହପୁର ରୁ ୧୦ ଓ ମାଲକାନଗିରି ରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ । ଭଦ୍ରକ ଓ ବଲାଙ୍ଗୀର ଜିଲ୍ଲାରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । କୋରାପୁଟ ଓ ଗଜପତି ଜିଲ୍ଲାରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ।
ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଜିଲ୍ଲାରୁ ୪ ଜଣ ଚିହ୍ନଟ । ଢେଙ୍କାନାଳ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।
Total Positive Cases till 9 am: 1438
Active Cases: 881
New Cases: 10301 case in Jajpur
(In quarantine centre. Surat returnee)06 cases in Koraput
(All in quarantine centres. AP returnees)04 cases in Ganjam
(2 in quarantine centres. 2 Local cases)— I & PR Department, Odisha (@IPR_Odisha) May 25, 2020
ଓଡିଶାର କରୋନା ଖବର:
ଆଜି ନୂଆ ୧୦୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ ରେ ପହଁଚିଲା । ରାଜ୍ୟରେ ମୋଟ ଆକ୍ଟିଭ କେସ ୮୮୨ ସୁସ୍ଥ ହୋଇଛନ୍ତି ୫୫୦ ଓ ମୃତ ସଂଖ୍ୟା ୭ ।
୧୦୩ ନୂଆ କରୋନା ପଜିଟିଭ ମଧ୍ୟ୍ୟରୁ ୯୬ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
01 case in Keonjhar
(In quarantine centre. Maharashtra returnee)09 cases in Malkangiri
(8 in quarantine centres. 4 AP, 2 Telengana & 2 TN returnees. 1 local case)22 cases in Deogarh
(19 in quarantine centres. 3 AP & 16 TN returnees. 3 local cases)— I & PR Department, Odisha (@IPR_Odisha) May 25, 2020
ଦେବଗଡ ଜିଲ୍ଲାରେ ମୋଟ୍ ୨୪ କୁ କରୋନା ପଜିଟିଭ ପହଂଚି ଥିବାବେଳେ କେନ୍ଦ୍ରାପଡାରେ ୫୫ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚି ସାରିଲାଣି । ଗଞ୍ଜାମ ଜିଲ୍ଲାରେ ମୋଟ୍ ୩୫୩ କୁ ବୃଦ୍ଧି ହୋଇଛି ।
ଯାଜପୁର ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୨୪୦ ରେ ପହଁଚିଲା । ମୟୁରଭଞ୍ଜ ରେ ୧୫, କେନ୍ଦୁଝରରେ ୧୨ ଓ କନ୍ଧମାଳ ଜିଲ୍ଲାରେ ୬ କୁ ବୃଦ୍ଧି ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଜଗତସିଂହପୁର ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୪୧ ଓ ମାଲକାନଗିରିରେ ୧୯ କୁ ବୃଦ୍ଧି ହୋଇଛି କରୋନା ଆକ୍ରାନ୍ତ । ଭଦ୍ରକରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୦୬ ରେ ପହଁଚି ଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ୨୪ କୁ ବୃଦ୍ଧି ହୋଇଛି କରୋନା ଅଙ୍କ୍ରାନ୍ତ ସଂଖ୍ୟା । କୋରାପୁଟରେ ୭ କୁ ବୃଦ୍ଧି ଓ ଗଜପତି ଜିଲ୍ଲାରେ ୧୦ କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ରେ କରୋନା ଆକ୍ରାନ୍ତ ସଂଖ୍ୟା ୮୨ ରେ ପହଁଚି ସାରିଲାଣି । ବାଲେଶ୍ୱର ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ୧୩୩ କୁ ବୃଦ୍ଧି ହେଲା । ଢେଙ୍କାନାଳରେ ମୋଟ୍ ୪ କରୋନା ପଜିଟିଭ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ କରୋନା ଭାଇରସ୍ ରେ ମୃତ୍ୟୁ ସଂଖ୍ୟା ୪,୦୦୦ ଟପିଲା ।
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୩୮,୮୪୦ ରେ ପହଁଚିଲା । ୭୭,୧୧୫ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୫୭,୬୯୨ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୪,୦୨୪ ଜଣଙ୍କର ମୃତ୍ୟୁ ହୋଇଛି ।
ଆଜି ହେଉଛି ଭାରତର ଦେଶବ୍ୟାପୀ ଲକଡାଉନ୍ ର ଷାଠିଏ ଦିନ, ଯାହା କରୋନା ମହାମାରୀକୁ ରୋକିବା ପାଇଁ ଏକ ପ୍ରୟାସ । ମେ ୩୧ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି । ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଶେଷକରି କରୋନାରେ ପ୍ରଭାବିତ ହୋଇନଥିବା ଜୋନ୍ ରେ ଅନେକ ପ୍ରତିବନ୍ଧକକୁ କୋହଳ କରାଯାଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।