ରାଜ୍ୟରେ ଆଉ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Odisha corona news 101 new corona positive found today morning

ରାଜ୍ୟରେ ଆଉ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ ।

ଆଜି ଗୋଟିଏ ଦିନରେ ଶତକ ଛୁଇଁଲା କରନା ପଜିଟିଭ । ଗୋଟିଏ ଦିନରେ ରାଜ୍ୟରେ ଆଜିପର୍ଯ୍ୟନ୍ତ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ । ଶତକ ମାରି କରିଛି ରାଜ୍ୟରେ ରେକର୍ଡ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

https://twitter.com/IPR_Odisha/status/1260422319308247040

ରାଜ୍ୟରେ ପୁଣି ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ପଜିଟିଭ । ନୂଆ ୧୦୧ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୫୨ ଜଣ କରୋନା ପଜିଟିଭ ଚିହ୍ନଟ । ୧୦୧ ଆକ୍ରନ୍ତ ମଧ୍ୟ୍ୟରୁ ବାଲେଶ୍ୱରରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ।

ଯାଜପୁରରୁ ଜିଲ୍ଲାରୁ ୭ ଜଣ ଓ ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ ଲେଖାଏଁ ଚିହ୍ନଟ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲାରୁ ୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ଆଜି ଗଞ୍ଜାମ ଗୋଟିଏ ଦିନରେ ଗୋଟିଏ ଦିନରେ ୫୦ ରୁ ଅଧିକ ଚିହ୍ନଟ ହୋଇଛନ୍ତି ।

ନୂଆ ୧୦୧ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ରେ ପହଁଚିଲା ।

କ୍ଵାରେଣ୍ଟାଇନ୍‌ରେ ଯେଉଁମାନେ ରହୁଛନ୍ତି ଏବେ ସେମାନଙ୍କ ଠାରୁ ଅଧିକ ପଜିଟିଭ ଚହ୍ନଟ ସୂଚନା । ଏବେ ପୁଣି ଟ୍ରେନ୍ ରେ ବାହାର ରାଜ୍ୟରୁ ଓଡିଶାକୁ ଆସୁଛନ୍ତି ଆଗକୁ କଣ ହେବ କହିବା ମୁସ୍କିଲ । ଆହୁରି ଟ୍ରେନ୍ ମଧ୍ୟ୍ୟ ଓଡିଶାକୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ । ବହୁତ ପ୍ରବାସୀ ଓଡ଼ିଆ ଆସିବା ପାଇଁ ରେଜିଷ୍ଟ୍ରସନ କରିଛନ୍ତି । ପୁଣି ଏବେ ଟ୍ରେନ୍ ସେବା ଆରମ୍ଭ ହୋଇଥିଲା ବେଳେ କରୋନା ପଜିଟିଭ ସଂଖ୍ୟା ବହୁତ ବଢିବା ବୋଲି କୁହାଯାଉଛି ।

ରାଜ୍ୟରେ ଆଉ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Odisha corona news 101 new corona positive found today morning
ରାଜ୍ୟରେ ଆଉ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ

ଓଡିଶାର କରୋନା ଖବର:

ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ିଲେ ପ୍ରବାସୀ ଓଡ଼ିଆ, ସୁରତ ଫେରନ୍ତା କରୋନା ଆକ୍ରାନ୍ତ ସଂଖ୍ୟା କୁ ହୁ ହୁ ବଢ଼େଇ ଚାଲିଛନ୍ତି । ସେଥିପାଇଁ ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା, କମିବାର ନା ନେଉନି । ଆଜି ସକାଳୁ ସକାଳୁ ଆଉ ୧୦୧ ଜଣ ହୋଇସାରିଲେ କରୋନା ପଜିଟିଭ । ଯାହା ଗୋଟିଏ ଦିନରେ ସର୍ବାଧିକ ଚିନ୍ହଟ । h

ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି ପ୍ରଶ୍ନ ଉଠିଛି । ଏବେ ଓଡିଶା ୩ୟ ଷ୍ଟେଜ ଆଡକୁ ଗତି କରୁଥିବା ଆଲୋଚନା ହଉଛି ।

ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫୩୮ ରେ ପହଁଚିଛି । ୪୫୦ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୮୫ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭୦,୭୫୬ ରେ ପହଁଚିଛି । ୨୨,୪୫୫ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ, ୨,୨୯୩ ଜଣଙ୍କର ମୃତ୍ୟୁ ହୋଇଛି ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *