ରାଜ୍ୟରେ ବଢ଼ିଲା କ୍ଵାରେଣ୍ଟାଇନ୍‌ର ଅବଧି ୧୪ ଦିନ ରୁ ୨୮ ଦିନକୁ ବଢିଲା

ରାଜ୍ୟରେ ବଢ଼ିଲା କ୍ଵାରେଣ୍ଟାଇନ୍‌ର ଅବଧି ୧୪ ଦିନ ରୁ ୨୮ ଦିନକୁ ବଢିଲା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, odisha increased quarantine period for returnees to 28 days

ରାଜ୍ୟରେ ବଢ଼ିଲା କ୍ଵାରେଣ୍ଟାଇନ୍‌ର ଅବଧି ୧୪ ଦିନ ରୁ ୨୮ ଦିନକୁ ବଢିଲା ।
୨୧ ଦିନ ପରେ ରେ ପୁଣି ଘରେ ଆଉ ୭ ଦିନ ହୋମ୍ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ । ତେବେ ଏବେ ମୋଟ୍ ୨୮ ଦିନର କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ । ରାଜ୍ୟ ସରକାର ଏବେ ଏହି ନିଷ୍ପତି ନେଇଛନ୍ତି । ରାଜ୍ୟ ସରକାରଙ୍କ କରୋନା ମୁଖ୍ୟପାତ୍ର ସୁବ୍ରତ ବାଗଚୀଙ୍କ ସୂଚନା ।

ରାଜ୍ୟରେ ବଢ଼ିଲା କ୍ଵାରେଣ୍ଟାଇନ୍‌ର ଅବଧି ୧୪ ଦିନ ରୁ ୨୮ ଦିନକୁ ବଢିଲା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, odisha increased quarantine period for returnees to 28 days
ରାଜ୍ୟରେ ବଢ଼ିଲା କ୍ଵାରେଣ୍ଟାଇନ୍‌ର ଅବଧି ୧୪ ଦିନ ରୁ ୨୮ ଦିନକୁ ବଢିଲା

କ୍ଵାରେଣ୍ଟାଇନ୍ ପାଇଁ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଜ୍ୟ ସରକାର । କ୍ଵାରେଣ୍ଟାଇନ୍ ରେ ରହୁଥିବା ଲୋକ ଚାହିଁଲେ କାମ କରିପାରିବେ । ୨୧ ଦିନରୁ ପ୍ରତି ଲୋକଙ୍କୁ ୧୦ ଦିନ କାମ ଯୋଗାଇ ଦିଆଯିବ । ଦୈନିକ ୧୫୦ ଟଙ୍କା ପାରିଶ୍ରମିକ ମିଳିବ । ୨୮ ଦିନରୁ ୨୧ ଦିନ ସରକାରୀ କ୍ଵାରେଣ୍ଟାଇନ୍‌ ରେ ରହିବେ ଆଉ ବାକି ୭ ଦିନ ହୋମ୍ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ ।

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିବାରୁ ଏବେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟ ସରକାରଙ୍କୁ ସୁରତ ଫେରନ୍ତାଙ୍କ ଚିନ୍ତା ବଢ଼େଇଦେଇଛି । ସୁରତ ଫେରନ୍ତା ରାଜ୍ୟ ସରକାରଙ୍କର କୌଣସି ନିୟମ ପାଳନ କରୁନାଁହାନ୍ତି । କ୍ଵାରେଣ୍ଟାଇନ୍ ରେ ବି କିଛି ମାନୁ ନାଁହାନ୍ତି ।

ରାଜ୍ୟରେ ବଢ଼ିଲା କ୍ଵାରେଣ୍ଟାଇନ୍‌ର ଅବଧି ୧୪ ଦିନ ରୁ ୨୮ ଦିନକୁ ବଢିଲା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, odisha increased quarantine period for returnees to 28 days
Google

ରାଜ୍ୟରେ ଏବେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୪୬ ରେ ପହଁଚିଲାଣି । ଚିକତ୍ସାଧୀନ ରେ ଅଛନ୍ତି ୧୮୧ ଜଣ ଓ ୬୩ ଜଣ ଭଲ ହୋଇ ଘରକୁ ଫେରିଲେଣି । ରାଜ୍ୟ ରେ କରୋନା ପାଇଁ ୨ ଜଣଙ୍କର ମୃତ୍ୟୁ ହେଇଛି ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *