ବ୍ୟୁରୋ ରିପୋର୍ଟ: ଆସୁଛି ଏକ ବଡ଼ ଖବର। କହିରଖିବୁ ବିଶେଷ ରିପୋର୍ଟକୁ ଆଧାର କରି ଏହା ଜଣା ଯାଉଛି କି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି କରୋନା କଟକଣା। କହିରଖିବୁ ଏହି କଟକଣାକୁ ଆଧାର କଲେ ଆଜି ଠାରୁ ବନ୍ଦ ହୋଇଛି ପର୍ଯ୍ୟଟନ ସ୍ଥଳୀ, ମନ୍ଦିର ଏବଂ ପାର୍କ। କହିରଖିବୁ ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି।
କହିରଖିବୁ ଏହାକୁ ନେଇ ସୂଚନା ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ତଥ୍ୟ ଦେଇ ଜଣାଇଛନ୍ତି। କହିରଖିବୁ ବହୁତ ଭକ୍ତ ବୃନ୍ଦ ମା ବିରଜାଙ୍କ ମନ୍ଦିରକୁ ମାଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଅନ୍ୟପକ୍ଷରେ କୁସୁମା ପାର୍କରେ ମଧ୍ୟ ଭିଡ଼ ଜମୁଛି। କରୋନା ସଂକ୍ରମଣର ସଂଖ୍ୟା ଦିନକୁ ଦିନ ବଢୁଛି। ଏହାକୁ ନେଇ କଟକଣା ଲଗାଇଛନ୍ତି ଜିଲ୍ଲା ପ୍ରଶାସନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।