ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ, ଦେଶରେ ବଢ଼ିଲା ଲକ୍‌ଡାଉନ୍ ମେ’ ୧୭ ଯାଏଁ‌, ଲକ୍‌ଡାଉନ୍ ୩.O, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ

ଆଜି ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ଫୁଲବାଣୀର କଳିଙ୍ଗା ଘାଟିରେ । ଡ୍ରାଇଭର ସମତେ ୩ ଜଣା ଯାତ୍ରୀ ଆହତ ସୂଚନା । ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ଗାର୍ଡ ୱାଲରେ ପିଟି ହେଲା ବସ୍ ।

ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଓଲଟିଲା । ସୁରତ ରୁ ଗଞ୍ଜାମ ଫେରୁଥିବା ବସ୍ କାଲି ରାତିରେ ଦୁର୍ଘଟଣାଗ୍ରସ୍ତ ହେଇଯାଇଛି । ଏନ୍ଏଚ୍ ରେ ଆସୁଥିବା ବେଳେ ମହାରାଷ୍ଟ୍ରର ନାଗପୁର ନିକଟରେ ଅମରାବତୀରେ ଓଲଟିଲା ପ୍ରବାସୀ ଓଡ଼ିଆ ବସ୍ । ନାଗପୁର – ଅମରାବତୀ ଏନ୍ଏଚ୍ ରେ ଦୁର୍ଘଟଣା ପ୍ରବାସୀ ଓଡ଼ିଆ ବସ୍ ।

ବସ୍ ରେ ଥିବା ୫୦ ଜଣ ପ୍ରବାସୀ ଓଡ଼ିଆ ଥିଲେ । ଏମାନଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବା ଜଣା ପଡିଛି । ସମସ୍ତ ୫ ଆହତ ଅମରାବତୀ ନିକଟ କରଞ୍ଜା ମେଡିକାଲରେ ଭର୍ତି କରାଯାଇଛି । ରାତିରେ ଏନ୍ଏଚ୍ ରେ ଉପରକୁ କୌଣସି ଜନ୍ତୁ ଆସିଯିବାରୁ ଦୁର୍ଘଟଣା ସୂଚନା ।

କାଲି ଏକ ସୁରତ ଫେରନ୍ତା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ୨ ଜଣା ଓଡ଼ିଆଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସୁରତ ରୁ ଗଞ୍ଜାମ ଫେରୁଥିବା ବସ୍ ରାତିରେ ଦୁର୍ଘଟଣାଗ୍ରସ୍ତ ହେଇଥିଲା । ଦୁର୍ଘଟଣାଗ୍ରସ୍ତ ବସ୍ ଟି ଗୁଜୁରାଟର ଥିଲା । ଗାଡି ନମ୍ବର GJ 18X 2693 । ଫୁଲବାଣୀର କଳିଙ୍ଗା ଘାଟିରେ ହୋଇଥିଲା ଦୁର୍ଘଟଣା । ପ୍ରଶାସନ ଙ୍କ କହିବା ଅନୁଯାଇ ଘାଟି ରାସ୍ତା ରେ ଗାଡି ଚଲେଇବା ଅଭିଜ୍ଞତା ନାହିଁ । ଡ୍ରାଇଭର ର ବେପରୁଆ ଗାଡି ଚାଲାଣ ପାଇଁ ଦୁର୍ଘଟଣା ହୋଇଥଲା ।

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ, ଦେଶରେ ବଢ଼ିଲା ଲକ୍‌ଡାଉନ୍ ମେ’ ୧୭ ଯାଏଁ‌, ଲକ୍‌ଡାଉନ୍ ୩.O, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend
ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ

ଦୁର୍ଘଟଣାର ସଠିକ ତଦନ୍ତ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ କହିଛନ୍ତି ।

ଲକ୍‌ଡାଉନ୍‌ ଯୋଗୁଁ ସୁରତରେ ଫସି ରହିଥିଲେ ଓଡ଼ିଆ ବାସୀ:

ଲକ୍‌ଡାଉନ୍‌ ଯୋଗୁଁ ସୁରତରେ ବହୁ ଓଡ଼ିଆ ବାସୀ ଫସି ରହିଥିଲେ । ସେମାନେ ନିଜ ଗାଁକୁ ଫେରୁଛନ୍ତି । ଗତ ଦୁଇ ଦିନ ତଳେ ସୁରତରୁ ୪ଟି ବସ୍‌ ଓଡ଼ିଆଙ୍କୁ ନେଇ ଆସିଥିଲା । କରୋନା ଡରରେ  ଘରକୁ ଫେରିଲା ବେଳେ ଏମିତି ଦୁର୍ଘଟଣା ର ସାମ୍ନା କରିବାକୁ ପଡିଛି ପ୍ରବାସୀ ଓଡ଼ିଆଙ୍କୁ । ଏମିତି ଲାଗୁଛି ୨୦୨୦ ମସିହା ସାରା ପୃଥିବୀ ବାସୀଙ୍କ ପାଇଁ ବନିଯାଇଛି ବିପଦର ଗନ୍ତା ଘର । ଲୋକ ମାନଙ୍କ ମନରେ ୨୦୨୦ ମସିହା ପାଇଁ ବହୁତ ଘୃଣା ଆସିବା ଆରମ୍ଭ ହେଲାଣି ।

ଓଡିଶା କରୋନା ଉପଡେଟ୍:

ଚିହ୍ନଟ ସଂଖ୍ୟା: ୧୬୦

ସକ୍ରିୟ ସଂଖ୍ୟା: ୧୦୩

ସୁସ୍ଥ ହୋଇଛନ୍ତି: ୫୬

ଦେହାନ୍ତ: ୦୧

କ୍ଵାରେଣ୍ଟାଇନରେ ଅଛନ୍ତି: ୩,୩୧୮

କ୍ଵାରେଣ୍ଟାଇନ ଶେଷ କରିଛନ୍ତି: ୫୩,୦୫୮

 

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *