ରାଜ୍ୟରେ ହେଉଛି ମୌସୁମୀ ପ୍ରଭାବର ବର୍ଷା। ତେବେ କେତେକ ଜାଗାରେ ମେଘୁଆ ପାଗ ଥିବା ବେଳେ କେତେକ ଜାଗାରେ ହୋଇଛି ବର୍ଷା। ତେବେ ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପାଇଁ ଜାରି ହୋଇଛି ୟେଲୋ ୱାର୍ନିଂ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏହି ୱାର୍ନିଂ କରିଛନ୍ତି ଜାରି।

ତେବେ ସେହି ଜିଲ୍ଲା ଗୁଡିକ ହେଲା ଗଜପତି, ଗଂଜାମ,ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଢେଙ୍କାନାଳ, କଟକ, ଅନୁଗୁଳ,ସମ୍ବଲପୁର,ଦେଓଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼।
ତେବେ ଆସନ୍ତା କାଲି ମାନେ ୨୫ ଜୁଲାଇ ଦିନ ସକାଳରେ ଏହି ସବୁ ଜାଗାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନୁମାନ ପୂର୍ବରୁ କରାଯାଉଛି ଆସନ୍ତା କାଲି ବର୍ଷା କମିବ।

- ତେବେ ବର୍ଷା ସମୟରେ ଘରେ ରୁହନ୍ତୁ। ସତର୍କତା ଅବଲମ୍ବନ କରନ୍ତୁ। ଘର ବାହାରକୁ ବର୍ଷା ବେଳେ ଯାଆନ୍ତୁ ନାହିଁ। ଆବଶ୍ୟକ ଜିନିଷ ଆଣି ପୂର୍ବରୁ ଘରେ ରଖନ୍ତୁ। ସହାୟତା ଲୋଡୁଥିବା ଲୋକଙ୍କର ସାହାଯ୍ୟ କରନ୍ତୁ। ନିଜର ତଥା ଅନୁମାନଙ୍କର ଯତ୍ନ ନିଅନ୍ତୁ। ଗୃହପାଳିତ ପଶୁ, ପକ୍ଷୀଙ୍କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ, ଶୁଖିଲା ସ୍ଥାନରେ ରଖନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।