OIC ରେ ସର୍ବ ସମ୍ମୁଖରେ ପାକିସ୍ତାନ କଲା ଚୀନର ପରିହାସ! ଜୋର ଧରିଲା ଖବର!

ବ୍ୟୁରୋ ରିପୋର୍ଟ: ପାକିସ୍ତାନରେ ଚାଲିଥିବା ମୁସଲିମ ଦେଶ ମାନଙ୍କ ସର୍ବବୃହତ ବୈଠକରେ ଚୀନ ଥଟ୍ଟା ଏବଂ ପରିହାସର ପାତ୍ର ହୋଇଛି। ସର୍ବସମ୍ମୁଖରେ ପାକିସ୍ତାନ କରିଛି ଚୀନର ବେଜ୍ଜିତ। ସୂଚନାଯୋଗ୍ୟ ଯେ, ମୁସଲିମ ଦେଶ ମାନଙ୍କ ସବୁଠାରୁ ବଡ଼ ବୈଠକ ଏଥର ପାକିସ୍ତାନରେ ହୋଇଥିଲା। ଏଥିରେ ପୃଥିବୀର ବିଭିନ କୋଣ ଅନୁକୋଣରୁ ମୁସଲିମ ଦେଶମାନଙ୍କ ମନ୍ତ୍ରୀ ସାମିଲ ହୋଇଥିଲେ।

Google

ପ୍ରଥମ କଥା ହେଉଛି ପାକିସ୍ତାନ ଏହି ବୈଠକରେ ଚୀନକୁ ନିମନ୍ତ୍ରଣ୍ କରି ତାକୁ ଫସେଇ ଦେଇଛି। ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ଏହି ବୈଠକରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ। ପାକିସ୍ତାନର ଉଦ୍ଦେଶ୍ୟ ଥିଲା ଯେ, ଚୀନ ସହାୟତାରେ ଭାରତ ଉପରେ ପ୍ରେସର ପକାଇବ। ଯାହା ଦ୍ୱାରା ଭାରତ କାଶ୍ମୀର ଠାରୁ ଅଲଗା ହୋଇ ରହିବ। ମାତ୍ର ପାକିସ୍ତାନର ଏହି ଚାଲାକ ପଣିଆ ଚୀନକୁ ଅଡୁଆରେ ପକାଇ ଦେଇଛି।

ଅନ୍ୟ ସମସ୍ତ ମୁସଲିମ ଦେଶ ଚୀନର ଉପସ୍ଥିତିକୁ ନେଇ ପ୍ରଶ୍ନ ମଧ୍ୟ କରିଥିଲେ। ତାଙ୍କ ସମସ୍ତଙ୍କ ମତରେ ଚୀନ ଭଳି ନର ସଂହାର କରୁଥିବା ଦେଶ ତାଙ୍କ ଅର୍ଗାନାଇଜେଶନ ଅଫ ଇସଲାମ କର୍ପୋରେସନରେ ସାମିଲ ହେବା ଉଚିତ ନୁହେଁ। ଏହି ବୈଠକକୁ ଆସି ଅସୁବିଧାରେ ପଡି ଯାଇଛି ଚୀନ ଏବଂ ଓଆଇଏସି। ଓଆଇଏସି ନିରପେକ୍ଷ ଭାବରେ ନିଜ ଦାୟିତ୍ବ ସମ୍ପୂର୍ଣ୍ଣ ନ କରି ଅନ୍ଧ ଭଳି ଇସ୍ଲାମିକ ଦେଶ ଗୁଡିକୁ ସମସ୍ତ କରି ଆସଛି। ଏହି ସଭାରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇ ଥଲେ ମଧ୍ୟ କୌଣସି ଦେଶ କିଛି ବି ଉତ୍ତର ରଖି ନ ଥିଲେ। ଏହି ସଭାରେ ଚୀନ ନିଜ ମୁସଲିମ ଜାତିର ଲୋକଙ୍କ ସମ୍ପର୍କରେ କାହାକୁ ଲୁଚାଇ ପାରି ନ ଥିଲେ। ଏଠି ସହିତ ଓଆଇଏସି ମଧ୍ୟ ପରିହାସର ପାତ୍ର ହୋଇଥିଲା।

Google

କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଟେ । OIC ଭାରତ ବିପକ୍ଷରେ ପ୍ରାୟ କାର୍ଯ୍ୟ କରୁଛି ଯାହା ଉଚିତ ନୁହେଁ। କାଶ୍ମୀର ଭାରତର ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *