ଖେଳୁଛନ୍ତି କି ଅନଲାଇନ ଗେମ? ହୋଇଯାଆନ୍ତୁ ସାବଧାନ! ଗେମ ଖେଳି କିଛି ହେଲା ଏମିତି! ଜାଣନ୍ତୁ ସମ୍ପୂର୍ଣ

ବ୍ୟୁରୋ ରିପୋର୍ଟ: ତେବେ ହୋଇଯାଆନ୍ତୁ ସାବଧାନ! କଣ ଆପଣ ଖେଳୁଛନ୍ତି କି ଏମିତି ଗେମ? ସାବଧାନ! ସାବଧାନ! ଆଳି ଠାରେ ଜଣେ ଯୁବକଙ୍କର ଆ-ତ୍ମ-ହ-ତ୍ୟା ଆଉ ଜଗତସିଂପୁରର ଯୁବକ ଜଣକ ଅନଲାଇନ ଗେମ ପାଇଁ ହି ଆ-ତ୍ମ-ହ-ତ୍ୟା କରିଛନ୍ତି। ତେବେ କାନ୍ଦି ବୋବାଳି ତାଙ୍କ ସମ୍ପୂର୍ଣ ଘର ଲୁହରେ ଉଛୁଳି ଯାଉଛି। ନିଜର ଆଖି ସାମ୍ନାରେ ପୁଅ କୋକେଇରେ ଯାଉଛି ଯାହା ବାପା ଆଉ ମା ଙ୍କ ଆଖିକୁ ଦେଖା ହି ଯାଉନାହିଁ। ଜଗତସିଂହପୁରରେ ଜୀବନ ହାରିଲେ ଏହି ଯୁବକ ଜଣକ।

Google

ତେବେ କେନ୍ଦ୍ରାପଡା ଜିଲାର ଆଳି ଥାନା ଅନ୍ତର୍ଗତ ଏକ ଗ୍ରୱାନର ଆଶିଷ ଦାସ ଯିଏ କି ଅନଲାଇନ ଗେମରେ ବହୁତ ଅଧିକ ଅଭ୍ୟସ୍ତ ଥିଲେ। ଯୁକ୍ତ ୩ ବିଜ୍ଞାନ ପଢିବା ପରେ ଦୁଇ ବର୍ଷ ହେଲା ଘରେ ରହୁଥିଲେ ଆଉ କିଛି ବର୍ଷ ହେଲା ଅନଲାଇନ ଗେମ ଖେଳୁଥିଲେ। ଏହି ଖେଳରେ ସମ୍ପୂର୍ଣ ରୂପେ ଅଭ୍ୟସ୍ତ ହେଇ ଯାଇଥିଲେ ଆଶିଷ। ତେବେ ଥରେ ଘରେ କେହି ନଥିବା ସମୟରେ ସେ ଦୌଡ଼ି ଦେଇ ନିଜର ବେକରେ ବାନ୍ଧି ଆତ୍ମା ହତ୍ୟା କଲେ। ସୁ-ଇ-ସା-ଇ-ଡ଼ ନୋଟରେ ସେ ଲେଖିଲେ କି ଏକ ଗେମରେ ୧୦ ହଜାର ଟଙ୍କା ହାରି ଯାଇଛନ୍ତି ବୋଲି ସେ ସୁ-ଇ-ସା-ଇ-ଡ଼ କଲେ। ଏହି କଥା ସେ ନିଜର ସୁ-ଇ-ସା-ଇ-ଡ଼ ନୋଟରେ ଲେଖିଛନ୍ତି। ତେବେ ଏହି ଟଙ୍କା ସେ ବହୁତ ପରିଶ୍ରମ ସହ କମେଇ ଥିଲେ ଯାହା ଜାଣିବାକୁ ମିଳେ।

ତେବେ ତାଙ୍କ ଆଖପାଖରେ ଥିବା ଲୋକଙ୍କୁ ପଚାରିବା ପରେ ଏହା ଜଣା ପଡିଲା କି ଘରେ କେହି ନଥିଲେ ଆଉ ଘରେ ସମସ୍ତେ କଟକ ଯାଇଥିଲେ। ସେହି ସମୟରେ ବୁଢା ଆଉ ବୁଢ଼ୀ ଘରେ ଥିଲେ ଯାହାପରେ କି ସେ ପିଲାର ରୁମରେ କବାଟ ବାଡେଇବା ପରେ ସେ ଜମା ବି ଖୋଲିଲା ନାହିଁ ଆଉ ଗାଁର ଲୋକେ ଦୌଡ଼ି ଆସିଲା ବେଳକୁ ସେ ଆଉ ନଥିଲା।

Google

ସମାନ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ଦେବେନ୍ଦ୍ର ପରିଡାଙ୍କ ସହ। ଅନଲାଇନ ଗେମରେ ଟଙ୍କା ହାରିବା ପରେ ଆ-ତ୍ମ-ହ-ତ୍ୟା କରିଛନ୍ତି ଦେବେନ୍ଦ୍ର। ଏହି ପଇସା ତାଙ୍କ ଘର ଲୋକ ତାଙ୍କ ଧାନ ବିକ୍ରି କରି ରଖିଥିଲେ। ତେବେ ଏହି ଗେମ ଯେତେବେଳେ ପିଲା ଆରମ୍ଭ କରୁଛି ସେତେବେଳେ ହିଁ ତାଙ୍କୁ ଅଟକାଇବା କଥା। କାରଣ ଏଥିରେ ଥରେ ପଶିଗଲେ ହିଁ ବାହାରିବା ବହୁତ କଷ୍ଟ ଅଟେ।

କଣ ଆପଣ ଖେଳୁଛନ୍ତି ଏମିତି ଗେମ? କଣ ଆପଣଙ୍କ ସମ୍ପର୍କୀୟ କିଏ ଖେଳୁଛନ୍ତି କି? ହୋଇଯାଅନ୍ତୁ ସାବଧାନ। ମନା କରନ୍ତୁ ସେମାନଙ୍କୁ ଗେମ ଖେଳିବାକୁ କି ଆପଣ ବି ଏମିତି ଗେମ ଖେଳନ୍ତୁ ନାହିଁ। ଯଦି କେହି ଅଭିଭାବକ ପଢୁଥାନ୍ତି ତେବେ ଆପଣଙ୍କ ପିଲା ମାନଙ୍କୁ ମନା କରନ୍ତୁ ଏବଂ ଏହି ଗେମ ଠୁ ଦୂରରେ ରଖନ୍ତୁ। କୁହନ୍ତୁ ପାଠ ପଢିବାକୁ। ଏମିତି ଗେମ ଖେଳିବାକୁ କରନ୍ତୁ ମନା। ଯିଏ ବି ଭାଇ, ବନ୍ଧୁ ଖେଳୁଛନ୍ତି କହିରଖୁଚୁ ଏବେ ହିଁ ଏପରି ଗେମକୁ ବନ୍ଦ କରନ୍ତୁ। ଏହା ଆପଣଂକୁ ଅସୁବିଧାରେ ପକାଇବ। ଗେମ ଖେଳିଲେ କିଛି ମିଳିବନି, ପାଠ ପଢ଼ ଜୀବନରେ ଉନ୍ନତି ଦିଗରେ ଅଗ୍ରସର ହେବ। ଏହାକୁ ସେୟାର କରନ୍ତୁ ଯାହା ଫଳରେ ଅନେକ ଲୋକ ଗେମ ଖେଳିବାରୁ ହୁଏତ ରହିଯିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.