କାଲିଠୁ ଅନଲାଇନ୍ ରେ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ।

କାଲିଠୁ ଅନଲାଇନ୍ ରେ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ, train ticket booking will start from tomorrow

କାଲିଠୁ ଅନଲାଇନ୍ ରେ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ । କାଲି ସକାଳ ୧୦ ଟାରୁ ଅନଲାଇନ୍ ରେ ଟିକେଟ ବୁକିଂ ଆରମ୍ଭ ।

କାଲିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଅନଲାଇନ୍ ରେ ଟ୍ରେନ୍ ଟିକେଟ୍ ମିଳିବ । ଏସି, ନନ୍-ଏସି ଓ ଜେନେରାଲ କ୍ଲାସ୍ କୋଚ ପାଇଁ ରିଜର୍ଭେସସନ୍ ଆରମ୍ଭ । ଜେନେରାଲ କ୍ଲାସ୍ ରେ ବସିବା ପାଇଁ ବ୍ୟବସ୍ଥା, କିନ୍ତୁ ସେକେଣ୍ଡ ସିଟିଙ୍ଗ ଫେୟାର ପଡିବ । ଆଗୁଆ ରିଜର୍ଭେସସନ୍ ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ । ଚାଲିବାକୁ ଥିବା ଟ୍ରେନ୍ ରିଜର୍ଭେସସନ୍ ଭିତ୍ତିରେ ଚାଲିବ । ଜୁନ ୧ ରୁ ୨୦୦ ଟାଇମଟେବୁଲ ଟ୍ରେନ୍ ଚାଲବା ।

ରିଜର୍ଭେସସନ୍ ବେଳେ RAC ଓ ୱେଏଟିଂଲିଷ୍ଟ ରହିବ କିନ୍ତୁ ରିଜର୍ଭେସସନ୍ ରେ କନଫର୍ମ ନହେଲେ ୱେଏଟିଂଲିଷ୍ଟ ରେ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ ।

କେନ୍ଦ୍ର ସ୍ଵାସ୍ଥ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ସହ ପରାମର୍ଶ ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।

ଜୁନ ୧ ରୁ ଚାଲିବ ଟ୍ରେନ୍ ୨୦୦ ନନ୍-ଏସି ଟାଇମଟେବୁଲ ଟ୍ରେନ୍ । ଟ୍ୱିଟ୍ କରି କାଲି ସୂଚନା ଦେଇଥିଲେ ରେଳ ମନ୍ତ୍ରୀ ପିୟୁଷ ଗୋୟଲ । ଅନଲାଇନ୍ ରେ ବୁକିଂ ହେବ, ଖୁବ୍ ଶୀଘ୍ର ଏନେଇ ବୁକିଂ ଆରମ୍ଭ ହେବ । ଖୁବ୍ ଶୀଘ୍ର ଅନଲାଇନ୍ ଯୋଗେ ମିଳିବ ଟିକେଟ୍ । ଅନଲାଇନ୍ ଯୋଗେ ନନ୍-ଏସି ଦ୍ୱିତୀୟ ଶ୍ରେଣୀ ଟିକେଟ ମିଳିବ ।

ସବୁ ବର୍ଗର ଲୋକେ ଏହି ଟିକେଟ ସୁବିଧା ପାଇପାରିବେ । ବହୁତ ଲୋକ ନିଜ ରାଜ୍ୟ କୁ ଫେରିବାକୁ ଚାଁହୁଥିବା ବେଳେ ଟ୍ରେନ୍ ରେ ଟିକେଟ୍ ମିଳୁନଥିବାରୁ ବହୁତ ହଇରାଣ ହବାକୁ ପଡୁଛି । ଧୀରେ ଧୀରେ ସ୍ୱାଭାବିକ ହେବାକୁ ଯାଉଛି ଯାତ୍ରୀ ସେବା ଟ୍ରେନ୍ । ତେବେ ମୋଟା ମୋଟୀ ଭାବେ ଖୁବ ଶୀଘ୍ର ଟିକେଟ୍ ବୁକିଂ ମଧ୍ୟ୍ୟ ଆରମ୍ଭ ହେଇଯିବ ବୋଲି କାଲି ରେଳ ମନ୍ତ୍ରୀ ସୂଚନା ଦେଇଥିଲେ ।

ଏସି, ନନ୍-ଏସି ଓ ଜେନେରାଲ କ୍ଲାସ୍ କୋଚ ପାଇଁ ରିଜର୍ଭେସସନ୍ ଆରମ୍ଭ ।

ତେବେ ଜୁନ ପହିଲାରୁ ରେଳ ଚାଲିବ ବୋଲି ସୂଚନା ଦେଇଥିଲେ । ଟ୍ୱିଟ୍ କରି ସୂଚନା ଦେଇଥିଲେ ରେଳ ମନ୍ତ୍ରୀ ପିୟୁଷ ଗୋୟଲ । ଜୀବନ ଆଉ ଜାହାନ୍ ସନ୍ତୁଳନ କରି ଭାରତକୁ ଆଗକୁ ନେବାକୁ ପଡିବ କାରଣ ଲକ୍‌ଡାଉନ୍ ର ଅବଧି ବୃଦ୍ଧି ହେଲା ପରେ ଧୀରେ ଧୀରେ ଦେଶକୁ ଆଗକୁ ନେବାପାଇଁ ସ୍ୱାଭାବିକତା ହୋଇଛନ୍ତି କେନ୍ଦ୍ର ସରକାର । ସେଥିପାଇଁ ଧୀରେ ଧୀରେ ପ୍ରକ୍ରିୟା ଗୋଟିଏ ପରେ ଗୋଟିଏ ଆରମ୍ଭ ହୋଇଛି । ଧୀରେ ଧୀରେ ସ୍ୱାଭାବିକତା କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ସରକାର ।

ଜୁନ ପହିଲାରୁ ଚାଲିବ ୨୦୦ ନନ୍-ଏସି ଟ୍ରେନ୍, Indian Railway will start from 1st May'2020, Indian Railway, Lockdown 4.0, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown
ଜୁନ ପହିଲାରୁ ଚାଲିବ ୨୦୦ ନନ୍-ଏସି ଟ୍ରେନ୍

ଯେଉଁ ଲୋକମାନେ ଫସିକି ରହିଛନ୍ତି ସେମାନେ ନିଜ ନିଜ ଗନ୍ତବ୍ୟ ସ୍ଥାନ ଆସିପାଇବେ । ନିଜ ଘରକୁ ଆସିବା ପାଇଁ ଏକ ସୁଯୋଗ ମିଳିବ । ସେଥି ପାଇଁ ଭାରତ ସରକାର ଏହି ନିଷ୍ପତି ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆଗରୁ ମଧ୍ୟ୍ୟ ମୁଖ୍ୟ ମନ୍ତ୍ରୀ ମାନଙ୍କ ସହ ବୈଠକରେ ସଂକେତ ଦେଇଥିଲେ ଯେ କିଛି ଟ୍ରେନ୍ କୁ ଚାଲିବ ପାଇଁ ଅନୁମତି ଦିଆଯିବ । ଜୁନ ୧ରୁ କିଛି ରୁଟ୍ ଟ୍ରେନ୍ ଚାଲିବ ବୋଲି ସୂଚନା ଦିଆ ଯାଇଛି । ଏବେ ପ୍ରବାସୀ ଶ୍ରମିକ କୁ ଆଣିବା ପାଇଁ ଟ୍ରେନ୍ ଚାଲିଛି । ଆଉ ୧୫ ଯୋଡ଼ା ସ୍ପେସିଆଲ୍ ମଧ୍ୟ୍ୟ ଚାଲିଛି ହେଲେ ଲୋକମାନେ ଟିକେଟ୍ ପାଇ ପାରୁ ନାହାଁତି ଆଉ ବହୁତ ହଇରାଣ ହେଉଛନ୍ତି । ତା ବାଦ୍ ଆଉ ୨୦୦ ଟ୍ରେନ୍ ଚାଲିବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛି ।

ଦେଶକୁ ଧୀରେ ଧୀରେ ଆଗକୁ ନେବାକୁ ଚାଁହୁଛନ୍ତି ସରକାର । ଶ୍ରମିକ ମାନେ ଚାଲି ଚାଲି ଫେରୁଛନ୍ତି ତାଙ୍କୁ କେମିତି ତାଙ୍କ ଗନ୍ତବ୍ୟ ସ୍ଥଳ ରେ ପହଞ୍ଚାଇବା ପାଇଁ ମଧ୍ୟ୍ୟ ବ୍ୟବସ୍ଥା କରୁଛନ୍ତି ।ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *