କୃଷକ ଟ୍ରାକ୍ଟର ରାଲିକୁ ଡିଷ୍ଟର୍ବ କରିବା ପାଇଁ ପାକିସ୍ତାନରେ ବନାଗଲା ଏହି ଜିନିଷ। ଦିଲ୍ଲୀ ପୋଲିସର ଦାବି,ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଗଣତନ୍ତ୍ର ଦିବସ ଭିତରେ ଦିଲ୍ଲୀର କୃଷକ ମାନଙ୍କ ଭିତରେ ହେବାକୁ ଥିବା ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୋଲିସ ଅନୁମତି ଦେଇ ଦେଇଛି। ଦିଲ୍ଲୀ ଭିତରେ ଶାନ୍ତିପୂର୍ଣ ଉପାୟରେ ଏହି ରାଲି ହେବ ବୋଲି ଦିଲ୍ଲୀ ପୋଲିସ ଆଉ କୃଷକ ମାନଙ୍କ ଭିତରେ କଥା ହେଇ ଯାଇଛି। ଧାରଣାରେ ବସିଥିବା କୃଷକ ମାନେ ଏହି ରାଲିକୁ ତିନୋଟି ବୋର୍ଡରର ତିନୋଟି ରୁଟ ଭିତରେ ନେବାକୁ ଅନୁମତି ଦେଇ ଦିଆ ଯାଇଛି। ରହି ତିନୋଟି ରୁଟରେ ସିନ୍ଧୁ ବୋର୍ଡର, ତିକ୍ରି ବୋର୍ଡର ଆଉ ଗାଜିପୁର ବୋର୍ଡର ସାମିଲ କରା ଯାଇଛି। ଏହାକୁ ନେଇକି ଦିଲ୍ଲୀ ପୋଲିସ ସମ୍ପୂର୍ଣ ଉପାୟରେ ସତର୍କ ଅଛି।

Google

ଦିଲ୍ଲୀ ପୋଲିସର କମିଶନର ଉପେନ୍ଦ୍ର ପାଠକ ପ୍ରେସ କଂଫେରେନ୍ସରେ କହିଛନ୍ତି କି ଗଣତନ୍ତ୍ର ଦିବସ ରାଲି ପରେ କୃଷକ ରାଲି ମାନଙ୍କୁ ତିନୋଟି ରୁଟ ମାନଙ୍କରେ କାଢି ନେବା ପାଇଁ କୃଷକ ମାନଙ୍କୁ ଅନୁମତି ଦେଇ ଦିଆ ଯାଇଛି। ଆଉ ମଧ୍ୟ ସେ କହିଲେ କି ଏହି ଶାନ୍ତିପୂର୍ଣ ରାଲିରେ ଅଶାନ୍ତି ବ୍ୟାପକ କରେଇବା ପାଇଁ ବାହାରୁ କିଛି ଷଡଯନ୍ତ୍ର ବି ହେଇଛି ବୋଲି ଆମର ଇଣ୍ଟେଲିଯେନ୍ସ ବ୍ୟୁରୋକୁ ଖବର ମିଳିଛି। ଏହାପାଇ ରାଲିରେ ଯେପରି କିଛି ବି ଗଡବଡି ନ ହୁଏ ତାର ଧ୍ୟାନ ରଖିବାକୁ ଯାଇ ଦିଲ୍ଲୀ ପୋଲିସ ଅନ୍ୟ ଏଜେନ୍ସି ମାନଙ୍କ ସହ ସମ୍ପର୍କ ରଖିକି ଭଲ ଭାବେ ତୁଲେଇବା ପାଇଁ ଚେଷ୍ଟା କରୁଛି।

ସେ କହିଲେ କି ପାକିସ୍ତାନ ପ୍ରାୟ ୩୦୮ ଟ୍ୱିଟର ହ୍ୟାଣ୍ଡେଲ ବନେଇଛି ଯାହା କି ଏହି ରାଲିକୁ ଅଶାନ୍ତିରେ ଭରି ଦେଇପାରେ। ସ୍ପେଶାଲ କମିଶନର ପାଠକଙ୍କ ତରଫରୁ ଏହି ହ୍ୟାଣ୍ଡେଲ ମାନଙ୍କର ଦସ୍ତାବିଜ ବି ଦେଖା ଗଲା। ସେ କହିଲେ କି ହରିଆଣା ଆଉ ୟୁପି ପୋଲିସଙ୍କ ସହ ଏହି ସମସ୍ତ ସୁରକ୍ଷା ଉପରେ ସମସ୍ତ ପ୍ରକାରର କଥା ବାର୍ତ୍ତା କରା ଯାଇଛି। ଦିଲ୍ଲୀ ପୋଲିସର ପ୍ରୟାସ ଏଇଆ କି ଏହି ଗଣତନ୍ତ୍ର ଦିବସ ଭିତରେ କୃଷକ ମାନଙ୍କୁ ରାଲି ଶାନ୍ତିପୂର୍ଣ ଉପାୟରେ କାଢି ନେବାକୁ ସମସ୍ତ ବ୍ୟବସ୍ଥା କରା ଯାଉ।

Google

ସେ କହିଲେ କି ଯେଉଁ ତିନିଟି ରୁଟରେ ରାଲି ହେବାକୁ ଯାଉଛି ସେହି ରାଲି ମାନଙ୍କର ଲାଗିଥିବା ପୋଲିସର ବ୍ୟାରିକେଟ ଆଗକୁ ଥିବା କିଛି ରାସ୍ତା ହଟେଇ ଦିଆଯିବ। କୃଷକ ମାନଙ୍କର ରାଲି ପାଇଁ ରାସ୍ତା ଫାଙ୍କା କରିଦିଆଯିବ। ରାଲି ଯେଉଁଠାରୁ ବାହାରିଛି ସେଇଠାରେ ପହଂଚିବା ପାଇଁ ଡାହାଣ ତଥା ବାମ ସାଇଡ ଦିଆଯିବ। ଏହା ପାଇଁ ଏକ ଫୁଲ ପୃଫ ପ୍ଲାନ ପ୍ରସ୍ତୁତ କରାଯାଇଛି।

ଦିଲ୍ଲୀ ପୋଲିସର କହିବା କଥା କି ଏହା ତାଙ୍କ ପାଇଁ ବହୁତ ବିପଦପୂର୍ଣ କାମ ଅଟେ ତଥାପି ସେ ଏହାପାଇ ପ୍ରସ୍ତୁତ ଅଛନ୍ତି। ଯେଉଁ ରୁଟ ମାନଙ୍କରେ ଟ୍ରାକ୍ଟର ରାଲି କରାଯିବ ସେମାନଙ୍କ ଭିତରେ ଗାଜିପୁର ବୋର୍ଡରରୁ ୪୬ କିମି, ତିକ୍ରି ବୋର୍ଡର ରୁ ୬୩ କିମି ତଥା ସିନ୍ଧୁ ବୋର୍ଡରରୁ ୬୨ କିମି ରୁଟ ପ୍ରମୁଖ ଭାବେ ସାମିଲ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *