ତାଲିବାନକୁ ସମର୍ଥନ କରୁଛନ୍ତି ପାକିସ୍ତାନୀ ପୂର୍ବ କ୍ରିକେଟର ସାହିଦି ଆଫ୍ରିଦି, ଜୋରଦାର କରୁଛନ୍ତି ପ୍ରଶଂସା, ଦେଖନ୍ତୁ ଭିଡିଓ

ସାହିଦି ଆଫ୍ରିଦି ଯିଏ କି ୨୦୧୭ ମସିହାରେ ପାକିସ୍ତାନ କ୍ରିକେଟରୁ ଅବସର ନେଇଥିଲେ। ମାତ୍ର ସେ ସବୁବେଳେ ତାଙ୍କ ବୟାନ ହେଉ କିମ୍ବା ଅନ୍ୟ କିଛି କାର୍ଯ୍ୟ ହେଉ ତାହା ପାଇଁ ଲାଇମଲାଇଟରେ ଆସିବାର ନଜର ଆସନ୍ତି। ଏବେ ତାଲିବାନକୁ ନେଇ ବଡ଼ ବୟାନ ଦେଇ ପୁଣି ଚର୍ଚ୍ଚାରେ ଆଫ୍ରିଦି।

ଆଫ୍ରିଦିଙ୍କ ଅନୁସାରେ ତାଲିବାନର ନଜର କେତେକ ସ୍ଥାନରେ ସକରାତ୍ମକ ରହିଛି। ଆଫଗାନ କ୍ରିକେଟକୁ ତାଲିବାନ ସମର୍ଥନ କରେ ବୋଲି ବି କହିବାର ଦେଖା ଯାଇଛି। ଏହା ସହ ଆଫ୍ରିଦି କହିଲେ କି ମହିଳା ମାନଙ୍କ ପ୍ରତି ତାଲିବାନର ମୃଦୁ ମନୋଭାବ ଠିକ ଅଟେ। ଆଫ୍ରିଦି ଏହି ନ୍ୟୁଜ ଗଣମାଧ୍ୟମକୁ କରାଚିରେ ଜଣାଇଥିଲେ।

ଆଫ୍ରିଦି କହିଲେ ,” ମୁଁ ଭାବୁନି କି ଏଥିରେ କିଛି ହେବ, ତାଲିବାନ କ୍ରିକେଟକୁ ସମର୍ଥନ କରେ । ଆଉ ମଧ୍ୟ ସେ କହିଛନ୍ତି କି ତାଲିଵାନ ଶାସନ ଆଫଗାନିସ୍ତାନରେ କେତେକ କ୍ଷେତ୍ରରେ ସକାରାତ୍ମକ ଅଟେ। ମହିଳା ମାନଙ୍କ ପ୍ରତି ତାଲିବାନର ଭାବନା ଏହିଥର ନରମ ବୋଲି ଆଫ୍ରିଦି କହିଥିଲେ। ଏବଂ ସେ ଏହା ବି କହିଥିଲେ କି ଏହି ଭାବନା ତାଲିବାନ ଭଲ। ଆପଣ ତଳେ ଥିବା ଭିଡ଼ିଓରୁ ସଫା ସଫା ଜାଣିପାରିଥିଲେ, ଦେଖନ୍ତୁ ଭିଡ଼ିଓ

ଆହୁରି ମଧ୍ୟ ସେ କହିଲେ ଏହି ଥର ତାଲିବାନକୁ ଦେଖି ଜଣା ଯାଉଛି କି ସେ ମହିଳା ମାନଙ୍କୁ ଚାକିରୀ ବି ଦେବେ । ରାଜନୀତିରେ ଆଟେଣ୍ଡ କରିବାକୁ ବି ତାଙ୍କୁ ଅନୁମତି ଦେବେ। ପାକିସ୍ତାନର ଲୋକମାନେ ମଧ୍ୟ ଏହି କଥାକୁ ନେଇ ଟିପ୍ପଣୀ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି କି ଆଫ୍ରିଦିଙ୍କୁ ତାଲିବାନର ପ୍ରଧାନମନ୍ତ୍ରୀ କରିବା ପାଇଁ ପରାମର୍ଶ ଦେଇଥିବାର ନଜର ଆସିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *