ଯେପରି ଭାରତର କ୍ରିକେଟରଙ୍କ ପତ୍ନୀ ମାନେ ନିଜର ସୁନ୍ଦରତା ପାଇଁ ଜଣାଯାଆନ୍ତି ସେହିପରି ପାକିସ୍ତାନର କ୍ରିକେଟରଙ୍କର ପତ୍ନୀମାନେ ମଧ୍ୟ ନିଜର ସୁନ୍ଦରତା ଓ ଚଞ୍ଚଳ ଅଦା ପାଇଁ ଜଣାଯାଇଥାନ୍ତି। କିଛି ପାକିସ୍ତାନ କ୍ରିକେଟର ଯେଉଁମାନେ କୌଣସି ଷ୍ଟାର ଅଭିନେତ୍ରୀ ବା ଷ୍ଟାର କ୍ରିକେଟରଙ୍କୁ ବାହା ହୋଇଥିବା ବେଳେ ଆଉ କେତେଜଣ ଏପରି ପତ୍ନୀ ମାନଙ୍କୁ ବାହା ହୋଇଛନ୍ତି ଯେଉଁମାନେ ସୁନ୍ଦରତାର ମିଶାଲ ଅଟନ୍ତି। ତେବେ ଆସନ୍ତୁ ଦେଖିବା ପାକିସ୍ତାନ କ୍ରିକେଟରଙ୍କ ସୁନ୍ଦର ପତ୍ନୀମାନଙ୍କ ଫଟୋ।

ଅହମ୍ମଦ ସହଜାଦ:- ଅହମ୍ମଦ ସହଜାଦ ସେପ୍ଟେମ୍ବର ୨୦୧୫କୁ ସନା ଅହମ୍ମଦଙ୍କୁ ବିବାହ କରିଛନ୍ତି। ସନା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।
ସାହିଦ ଅଫରିଦି:- ସାହିଦ ଅଫରିଦିଙ୍କ ପତ୍ନୀଙ୍କ ନାମ ନଦିମ ଖାନ ଅଟେ। ତାଙ୍କୁ କ୍ରିକେଟ ବହୁତ ପସନ୍ଦ ନୁହେଁ।ତାଙ୍କର ପାଞ୍ଚଟି ଝିଅ ଅଛନ୍ତି।

ସୋଏବ ମଲିକ:- ଭାରତୀୟ ମହିଳା ଟେନିସ ଖେଳାଳୀ ସାନିଆ ମିର୍ଜା ପାକିସ୍ତାନି କ୍ରିକେଟର ସୋଏବ ମଲିକଙ୍କୁ ୨୦୧୦ରେ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ପୁଅ ଅଛି।
ସରଫରାଜ ଅହମଦ:- ସୈୟେଦା ଖୁସବୁରପ୍ତଙ୍କ ସହିତ ସରଫରାଜ ବିବାହ ୨୦୦୫କୁ ହୋଇଥିଲା। ତାଙ୍କ ପୁଅର ନାମ ଅବ୍ଦୁଲାହା ଅଟେ।
ମିଶାବ ଉଲ ହକ:- ମିଶାବ ବିବାହ କରିସାରିବା ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ତାଙ୍କ ପୁଅର ନାମ ଫୈଯାନ ଅଟେ ଓ ପତ୍ନୀଙ୍କ ନାମ ଉଜମା ଅଟେ।

ମହମ୍ମଦ ଆମୀର:- ଆମିର ସେପ୍ଟେମ୍ବର ୨୦୧୬ରେ ନରଯିମ ଖାନଙ୍କ ସହିତ ବିବାହ କରିଥିଲେ। ଯିଏକି ଆମୀରଙ୍କ ଉପରେ ଲାଗିଥିବା ଖେଳ ଫିକ୍ସିଙ୍ଗ କେସ ଲଢ଼ିଥିଲେ। ତାଙ୍କର ଗୋଟିଏ ଝିଅ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।