ଭାରତର ପୂର୍ବ ଅଧିନାୟକ ଏମଏସ ଧୋନୀ ଲଗାତାର କିଛି ଦିନ ହେବ ଚର୍ଚ୍ଚାରେ ରହୁଛନ୍ତି। ଏହି କିଛି ଦିନ ଆଗରୁ ତାଙ୍କର ଏକ ବୌଦ୍ଧ ଭିକ୍ଷୁ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଥିଲା ଯାହା କି ଲୋକ ମାନଙ୍କ ମନ ଭିତରେ ଜିଜ୍ଞାସା ଭରି ଦେଇଥିଲା।

ମାତ୍ର ପରେ ଜଣା ପଡିଲା କି ଏହା ଆଇପିଏଲର ଏକ ଆଡ଼ର ଲୁକ ଥିଲା। ତାଙ୍କର ଏହି ଲୁକକୁ ଲୋକମାନେ ବହୁତ ପସନ୍ଦ କରି ଥିଲେ। ମାତ୍ର ବର୍ତ୍ତମାନ ତାଙ୍କର ଏକ ଫୋଟୋ ଭାଇରାଲ ହେଉଛି ଯାହା କି ଲୋକମାନଙ୍କୁ ପୁରା ଭଡକେଇ ଦେଉଛି।
ପ୍ରକୃତରେ ସୋସିଆଲ ମିଡିଆ ଉପରେ ଧୋନୀଙ୍କର ଏକ ମାଲିଙ୍ଗା ଲୁକ ବହୁତ ଜଲଦି ଭାଇରାଲ ହେଉଛି ଯାହା କି ଲୋକ ମାନଙ୍କୁ ଜମା ବି ପସନ୍ଦ ଆସୁ ନାହିଁ। ଧୋନୀଙ୍କର ଏହି ମାଲିଙ୍ଗା ଲୁକ ସୋସିଆଲ ମିଡିଆରେ ଟ୍ୱିଟର ଉପରେ #ସିଡବ୍ଲୁସି ରିବାଇଣ୍ଡ ପେଜରେ ପୋଷ୍ଟ କରାଯାଇଛି। ଟ୍ୱିଟର ହ୍ୟାଣ୍ଡେଲ ଉପରେ ଏହାକୁ ସେୟାର କରା ଯାଇଥିଲା। ଫୋଟୋ ସହ କ୍ୟାପ୍ସନ ଦିଆ ଯାଇଥିଲା , ” ହେଲିକପ୍ଟର ଶଟ, ସ୍ଲିପ କ୍ୟାଚ, ଦିମ୍ପିଙ୍ଗ ୟର୍କର, ସେ ସବୁ କିଛି କରି ପାରିବେ। ଏ ହେଲେ ଏମ ଏସ ମାଲିଙ୍ଗା”

ଏହି ଫୋଟୋ ଭିତରେ ଧୋନୀ ଶ୍ରୀଲଂକାର କିମ୍ବଦନ୍ତୀ ବୋଲର ଲାସୀଥ ମାଲିଙ୍ଗାଙ୍କ ଭଳି ଦୃଶ୍ୟମାନ ହେଉଛନ୍ତି ମାତ୍ର କିଛି ଲୋକ ଏହି ଫୋଟୋ ଉପରେ ବହୁତ ଜୋର ଭଡକୀ ଯାଇଛନ୍ତି। ଆଉ ପଚାରୁଛନ୍ତି କି ଏହି ଫୋଟୋ କାହିଁକି?
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।