IND vs AUS: ରବି ଶାସ୍ତ୍ରୀ ହେଲେ ଟ୍ରୋଲ, କାରଣ ଜାଣିଲେ ହୋସ ଉଡିଯିବ।

ବକ୍ସିଙ୍ଗ ଡେ ଟେଷ୍ଟ ପାଇଁ ଯେବେ ଟିମ ଭାରତର ଚୂଡାନ୍ତ ଏକାଦଶ ଘୋଷଣା ହେଲା ଏପଟେ ସୋସିଆଲ ମିଡିଆରେ ରବି ଶାସ୍ତ୍ରୀଙ୍କ ଟ୍ରୋଲ ଆରମ୍ଭ ହୋଇଗଲା।

Google

ମେଲବର୍ଣ୍ଣରେ ଖେଳାଯିବାକୁ ଥିବା ବକ୍ସିଙ୍ଗ ଡେ ଟେଷ୍ଟ ପାଇଁ ଯେପରି ଶୁକ୍ରବାରକୁ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ଘୋଷଣା ହେଲେ ସୋସିଆଲ ମିଡିଆରେ ଲୋକ କୋଚ ରବି ଶାସ୍ତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ। ଦ୍ୱିତୀୟ ଟେଷ୍ଟରେ ଚାରୋଟି ପରିବର୍ତ୍ତନ ହୋଇଛି। ଯେଉଁଥିରେ ରିଷଭ ପନ୍ତ, ରିଦ୍ଧିମାନ ସାହା, ଶୁଭମନ ଗିଲ ଓ ମହମ୍ମଦ ସିରାଜ କିନ୍ତୁ ସୁନ୍ଦର ଫର୍ମରେ ଚାଲୁଥିବା କେଏଲ ରାହୁଲଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିଲା ନାହିଁ। ଏହା ଦେଖି ପ୍ରଶଂସକ ଦୁଃଖୀ ହୋଇଗଲେ ଓ ସେମାନେ କୋଚ ରବି ଶାସ୍ତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ।

Google
ଟିମ ମ୍ୟାନେଜମେଣ୍ଟ ଉପରେ ଅନେକ ପ୍ରଶ୍ନ କରାଗଲା ଓ ରବି ଶାସ୍ତ୍ରୀ ହେଲେ ଟ୍ରୋଲ:

କେଏଲ ରାହୁଲଙ୍କୁ ବକ୍ସିଙ୍ଗ ଡେ ଟେଷ୍ଟରେ ଜାଗା କଣ ମିଳିଲାନିଯେ ପ୍ରଶଂସକ ମାନେ ରବି ଶାସ୍ତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ। ଜଣେ ପ୍ରଶଂସକ ତ ଏହା ମଧ୍ୟ ଲେଖିଦେଲା କି ଯେବେ ପର୍ଯ୍ୟନ୍ତ ରବି ଶାସ୍ତ୍ରୀ ଟିମ ଇଣ୍ଡିଆର ହେର୍ଡ କୋଚ ରହିବ ରୋହିତ ଶର୍ମା ଓ କେଏଲ ରାହୁଲଙ୍କ କ୍ୟାରିୟର ସେଟ ହୋଇପାରିବ ନାହିଁ। ଜଣେ ପ୍ରଶଂସକ ରାହୁଲଙ୍କ ଜାଗାରେ ହନୁମା ବିହାରୀଙ୍କୁ ମୌକା ଦେବା ଫଇସଲାକୁ ଭୁଲ ବୋଲି କହିଛନ୍ତି।

Google
କେଏଲ ରାହୁଲ ଅଛନ୍ତି ସୁନ୍ଦର ଫର୍ମରେ:

ପ୍ରଶଂସକ ମାନେ ରାଗିବା ସ୍ୱାଭାବିକ ଅଟେ। ସମସ୍ତଙ୍କୁ ଆଶା ଥିଲା କି ବିରାଟ କୋହଲିଙ୍କୁ ଅନୁପସ୍ଥିତରେ କେଏଲ ରାହୁଲ ଖେଳିବେ କିନ୍ତୁ ଏପରି ହେଲାନାହିଁ। କେଏଲ ରାହୁଲ ନ୍ୟୁଜଲ୍ୟାଣ୍ଡ ଗ୍ରସ୍ତରୁ ହିଁ ସୁନ୍ଦର ଫର୍ମରେ ଚାଲୁଛନ୍ତି।ଆଇପିଏଲରେ ବି ସେ ଅରେଞ୍ଜ କ୍ୟାପ ବିଜେତା ରହିଥିଲେ।ଏହା ସହିତ ଟି-୨୦ରେ ଓ ଏକଦିବସିୟରେ ବି ସେ ଭଲ ରନ କରିଥିଲେ। ବର୍ତ୍ତମାନ ରାହୁଲଙ୍କ ଆତ୍ମବିଶ୍ୱାସ ବହୁତ ରହିଛି। ତାଙ୍କ ପାଖରେ ଅଷ୍ଟ୍ରେଲିଆରେ ଖେଳିବାର ଅନୁଭବ ମଧ୍ୟ ଅଛି କିନ୍ତୁ ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ଶୁଭମନ ଗିଲ ଓ ହନୁମା ବିହାରୀଙ୍କ ଭଳି ଅନୁଭବି ଖେଳାଳୀଙ୍କୁ ସାମିଲ କଲା।

Google
ବକ୍ସିଙ୍ଗ ଡେ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ:

ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ(ଅଧିନାୟକ),ହନୁମା ବିହାରୀ ,ରିଷଭ ପନ୍ତ(ୱିକେଟ କିପର) , ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆର ଅଶ୍ୱିନୀ, ଯଶପ୍ରୀତ ବୁମରା, ଉମେଶ ଯାଦବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *