ବିତ ମନ୍ତ୍ରୀ ନିର୍ମଳା ସୀତାରମଣ କାଲିଠୁ ହିଁ ନୂଆ ଏଗ୍ରି ଇଫ୍ରା ଡେଭଲପମେଣ୍ଟ ଲାଗୁ କରିବା ପାଇଁ ଘୋଷଣା କରିଦେଇଛନ୍ତି। ଏହା ଅନୁସାରେ କାଲିଠୁ ମଦ ପିଇବା ଅଧିକ ଦାମ ହୋଇଯିବ। କାରଣ ବଜେଟରେ ଆଲକୋହଲ ଉପରେ ଏଗ୍ରୀ ଇଫ୍ରା ସେସ ୧୦୦% ଲଗାଯାଇଛି। ଏହି ସେସ ସବୁ ଆଲକୋହଲ ବ୍ରାଣ୍ଡ ହ୍ୟୁସିକି, ଓ ସ୍କଚ ଆଦି ଉପରେ ଲଗାଯାଇଛି।

ବିତ ମନ୍ତ୍ରୀ କହିଛନ୍ତି ଏହି ସେସ ଲଗାଇବା ସମୟରେ ଆମେ ଏହି କଥାର ଧ୍ୟାନ ରଖିଥିଲୁକି ଯେପରି ଗ୍ରାହକଙ୍କ ଉପରେ ଅଧିକ ଭାର ନପଡୁ। ୧୦୦% ସେସ କମେଣ୍ଟେଡ଼ ବେବରେଜ ଉପରେ ମଧ୍ୟ ଲାଗୁହେବ। ବିତ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏଗ୍ରି ଇଫ୍ରି ଡେଭଲପମେଣ୍ଟ ସେସ ୨ ଫେବୁଆରୀ ୨୦୨୧କୁ ଲାଗୁହେଇଯିବ। ଇଗ୍ରୀ ଇଫ୍ରି ସେସ ୨.୫ % ଗୋଲ୍ଡ, ଓ ସିଲଭର ଉପରେ ଲଗାଯାଇଛି। ୩୫% ଏଗ୍ରି ସେସ ସେବ,୫% ଫର୍ଟିଲାଇଜର ଉପରେ ଲଗାଯାଇଛି।
ସାଧାରଣ ବଜେଟ ୨୦୨୧-୨୨ ରେ ସରକାର ସ୍ୱାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ ବଢ଼େଇଛନ୍ତି। ଏହି ଖର୍ଚ୍ଚର ଭରଣ ପାଇଁ ଅନେକ ଉତ୍ପାଦ ଶୁଳ୍କ ଓ ଆୟତ୍ତ ଶୁକ୍ଳକୁ ବଢାଯାଇଛି। ଯାହା ୨ ଫେବୁଆରୀ ୨୦୨୧ ରୁ ଲାଗୁକରାଯିବ ବଜେଟରେ ସୁନା ଓ ରୁପା ମୂଲ୍ୟ କମ କରାଯାଇଛି। ଏହାକୁ ୧୨.୫% ରୁ କମାଯାଇ ୭.୫% କରାଯାଇଛି। ଏହା ସହିତ ସୁନା ରୁପା ବିସ୍କୁଟ ଉପରେ ଉତ୍ପାଦ ଶୁକ୍ଳ ମଧ୍ୟ ହଟାଯାଇଛି। ଏପରି ସ୍ଥିତିରେ ସୁନା ଶସ୍ତା ହେବାର ଆଶା ଅଛି। ଏହା ସହିତ ସୁନା ଓ ରୁପା ଉପରେ ସରକାର ୨.୫% ଏଗ୍ରି ଇଫ୍ରା ସେସ ଲଗାଇଛନ୍ତି। ଏହା ସହିତ ସୁନା ଓ ରୁପା ତତ୍କାଳ ଆଧାରରେ ବୃଦ୍ଧିର ସମ୍ଭାବନା ଅଛି।

ସରକାର ବଜେଟରେ ଚୟନିତ ଅଟୋ ପାର୍ଟସ, କମ୍ପାସ କଞ୍ଚା ରେଶମ, ସୌର ଉପକରଣ ଉପରେ କଷ୍ଟମ ଡିଉଟି ବଢାଇଦିଆଯାଇଛି। ଏଥିରେ ବାହାନଙ୍କ ସହିତ ଅନ୍ୟ ଵସ୍ତୁ ମଧ୍ୟ ଅଧିକ ଦାମୀ ହେବାର ସମ୍ଭାବନା ଅଛି। ଏହା ସହିତ ଷ୍ଟିଲ ଉପରେ ଶୁଳ୍କ କମାଯାଇ ୭ .୫ % କରିଦିଆଯାଇଛି।କଞ୍ଚା ପାମ ତେଲ ଉପରେ ୧୭.୫% ,କଞ୍ଚା ସୋୟାବୀନ ଉପରେ ୨୦% ଶୁଳ୍କ ଲଗାଇଛନ୍ତି। ଏହା ସହ ସେଉ ଉପରେ ୩୫%, ବିଶେଷ ଉର୍ବରକ ଉପରେ ୫% ଓ କୋଇଲା ଉପରେ ୧.୫% କୃଷି ଇନ୍ଫୋ ସେସ ଲଗାଯାଇଛି। ଏହା ସହିତ ଏହି ଵସ୍ତୁମାନ ଅଧିକ ଦାମ ହେବାର କହିବାକୁ ଗଲେ ନିଶ୍ଚିତ ହୋଇଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।