ସୈନିକମାନଙ୍କୁ ପ୍ରଶଂସା କରିଲେ ପିଏମ ମୋଦି ଏବଂ କହିଲେ ଏହି ୩ଟି ଅଭ୍ୟାସ ଆପଣାନ୍ତୁ, ମିଳିବ ନୂଆ ଶକ୍ତି ।

PM Modi meet and Praise the valor of soldiers said adopt these 3 habits you will get new energy

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ କି ଆପଣ ବରଫର ପାହାଡରେ ରୁହନ୍ତୁ ଅଥବା ମରୁଭୂମିରେ, ମୋ ଦୀପଳି ତ ଆପଣଙ୍କ ମଧ୍ୟରେ ଆସି ପୂରା ହୋଇଥାଏ, ଆପଣଙ୍କ ଚେହେରାର ଚମକ ଦେଖେ, ଆପଣଙ୍କ ଚେହେରାର ଖୁସି ଦେଖେ, ତେବେ ମତେ ବି ଦୁଇ ଗୁଣ ଖୁସି ହୁଏ।

Google

ଜୈସଲ ମେରରେ ଲୋଙ୍ଗେ ୱାଲାର ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ସେବା ପାଇଁ ସୈନିକମାନଙ୍କୁ ଧନ୍ୟବାଦ ତ ଜଣାଇଲେ,ତା ସହିତ ତାଙ୍କୁ ୩ଟି ଉପଦେଶ ବି ଦେଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୈନିକମାନଙ୍କୁ ଅନୁରୋଧ କଲେ କି ସେ କିଛି ନା କିଛି ନୂଆ କରିବାର ପ୍ରୟାସ କରନ୍ତୁ। ଦ୍ଵିତୀୟରେ ଯୋଗକୁ ନିଜ ଜୀବନର ଅଂଶ ନିଶ୍ଚିନ୍ତ କରାନ୍ତୁ ଓ ତୃତୀୟରେ ନିଜ ମାତୃଭାଷା,ହିନ୍ଦୀ ଓ ଇଂରାଜୀ ଛଡା, ଅତି କମରେ ଆଉ ଏକ ଭାଷା ନିଶ୍ଚିନ୍ତ ଶିଖନ୍ତୁ ।

କହିଦେଉଛୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପାଳିବା ପାଇଁ ଶନିବାର ସକାଳୁ ସକାଳୁ ରାଜସ୍ଥାନର ଜୈସଲ ମେରର ଲୋଙ୍ଗେ ୱାଲା ବର୍ଡରରେ ପହଞ୍ଚି ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଯବାନମାନଙ୍କୁ ଓ ତାଙ୍କ ପରିବାରଙ୍କ ପ୍ରତି ଉପକୃତି ଜଣାଇ କହିଲେ କି ଆପଣ ଏଠାରେ ଅଛନ୍ତି ତେବେ ହିଁ ଦେଶ ଅଛି,ତେବେ ହିଁ ପର୍ବପର୍ବାଣି ଅଛି।

ପିଏମ କହିଲେ କି ମୁଁ ଆଜି ସେହି ବୀର ମାତା-ଭଉଣୀ ଓ ପିଲାଙ୍କୁ ମଧ୍ୟ ଦୀପାବଳିର ହାର୍ଦ୍ଧିକ ଶୁଭ କାମନା ଦେଉଛି,ତାଙ୍କ ତ୍ୟାଗ ପାଇଁ ନମସ୍କାର କରୁଛି, ଯାହାଙ୍କ ଆପଣାର ବର୍ଡରରେ ଅଛନ୍ତି।

Google

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ କି ଆପଣ ବରଫର ପାହାଡରେ ରୁହନ୍ତୁ ଅଥବା ମରୁଭୂମିରେ, ମୋ ଦୀପାବଳି ତ ଆପଣଙ୍କ ମଧ୍ୟରେ ଆସି ପୂରା ହୋଇଥାଏ, ଆପଣଙ୍କ ଚେହେରାର ଚମକ ଦେଖେ, ଆପଣଙ୍କ ଚେହେରାର ଖୁସି ଦେଖେ, ତେବେ ମତେ ବି ଦୁଇ ଗୁଣ ଖୁସି ହୁଏ। ମୁଁ ଆଜି ଆପଣଙ୍କ ମଧ୍ୟକୁ ପ୍ରତ୍ୟେକ ଭାରତ ବାସୀଙ୍କ ଶୁଭକାମନା ନେଇ ଆସିଛି। ଆପଣଙ୍କ ପାଇଁ ଭଲ ପାଇବା ନେଇ ଆସିଛି, ଆର୍ଶୀବାଦ ନେଇ ଆସିଛି ।

Google

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ କି ଆଜିର ଦିନରେ ଆପଣଙ୍କୁ ଆଉ ୩ଟି ଅନୁରୋଧ କରିବାକୁ ଚାହୁଁଛି। ପ୍ରଥମ, କିଛି ନା କିଛି ଅଲଗା କରିବାର ଅଭ୍ୟାସ ନିଜର ଦୈନିକ ଜୀବନରେ ଅଂଶ କରାନ୍ତୁ। ଆଜିକାଲି କେତେ ଜାଗାରେ ଆମ ଯବାନ ମହତ୍ତ୍ୱପୂର୍ଣ୍ଣ ନବକ୍ରିୟା କରୁଛନ୍ତି। ପିଏମ ଯବାନମାନଙ୍କୁ ଦ୍ୱିତୀୟ ଉପଦେଶ ଦେଇ କହିଲେ କି ଯୋଗ କୁ ନିଜ ଜୀବନର ଅଂଶ କରାନ୍ତୁ। ତୃତୀୟ ନିଜ ମାତୃଭାଷା,ହିନ୍ଦୀ ଓ ଇଂରାଜୀ ଛଡା, ଅତି କମରେ ଆଉ ଏକ ଭାଷା ନିଶ୍ଚିନ୍ତ ଶିଖନ୍ତୁ । ପିଏମ କହିଲେ କି ଏହି ଅଭ୍ୟାସ ଆପଣଙ୍କ ମଧ୍ୟରେ ଏକ ନୂଆ ଶକ୍ତିର ସଞ୍ଚାର କରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *