କରୋନା ପାଇଁ ୯ ମିନିଟ୍ ମାଗିଲେ ମୋଦୀ – ରବିବାର ରାତି ୯ଟାରେ ଦୀପ, ମହମବତୀ ଜାଳିବାକୁ ଅନୁରୋଧ କରିଛନ୍ତି ।

କରୋନା ପାଇଁ ୯ ମିନିଟ୍ ମାଗିଲେ ମୋଦୀ – ରବିବାର ରାତି ୯ଟାରେ ଦୀପ, ମହମବତୀ ଜାଳିବାକୁ ଅନୁରୋଧ କରିଛନ୍ତି, ୨୧ ଦିନ ପାଇଁ ‘ଲକ୍‌ଡାଉନ୍‌’ ଦେଶରେ କ’ଣ ବନ୍ଦ ରହିବ, କ’ଣ ଖୋଲା ରହିବ?, କୋରାନା ଭାଇରସ, ସାରା ଦେଶ ‘ଲକ୍‌ଡାଉନ୍‌’ – ୨୧ ଦିନ ଯାଏଁ ତାଲା

କରୋନା ପାଇଁ ୯ ମିନିଟ୍ ମାଗିଲେ ମୋଦୀ – ରବିବାର ରାତି ୯ଟାରେ ଦୀପ, ମହମବତୀ ଜାଳିବାକୁ ଅନୁରୋଧ କରିଛନ୍ତି ।

କରୋନା ଭାଇରସ (କୋଭିଡ -୧୯) ମହାମାରୀର ମୁକାବିଲା ପାଇଁ ଦେଶ ଯେଉଁ ଲଢ଼େଇ କରୁଛି, ତାକୁ ଆହୁରି ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । କରୋନା ମହାମାରୀର ବିସ୍ତାର କରୁଥିବା ଅନ୍ଧକାରକୁ ଏହି ଆଲୋକର ଉଜ୍ଜଳତା ଆମକୁ ହରାଇବାରେ ସାହାଯ୍ୟ କରିବ।

କରୋନା ପାଇଁ ୯ ମିନିଟ୍ ମାଗିଲେ ମୋଦୀ – ରବିବାର ରାତି ୯ଟାରେ ଦୀପ, ମହମବତୀ ଜାଳିବାକୁ ଅନୁରୋଧ କରିଛନ୍ତି, ୨୧ ଦିନ ପାଇଁ ‘ଲକ୍‌ଡାଉନ୍‌’ ଦେଶରେ କ’ଣ ବନ୍ଦ ରହିବ, କ’ଣ ଖୋଲା ରହିବ?, କୋରାନା ଭାଇରସ, ସାରା ଦେଶ ‘ଲକ୍‌ଡାଉନ୍‌’ – ୨୧ ଦିନ ଯାଏଁ ତାଲା

କରୋନା ପାଇଁ ୯ ମିନିଟ୍ ମାଗିଲେ ମୋଦୀ

ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ  ନିଜ ଘରର ଲାଇଟ୍ ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚ, ମୋବାଇଲ ଫ୍ଲାସ ଲାଇଟ ଜଳାଇବାକୁ ଆହ୍ୱାନ କରିଛନ୍ତି। ନିଜ ଘରେ କବାଟ ପାଖରେ କିମ୍ବା ବାଲକୋନୀ ରେ ରହି ଜଳାଇବାକୁ ଅନୁରୋଧ କରିଛନ୍ତି । ଘରୁ ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି ।

ଏହି ୯ ମିନିଟ୍ ସେମାନେ ଉଚିତ୍ ସାମାଜିକ ଦୂରତ୍ୱ ରକ୍ଷା କରି ନିଜ ଘରେ କିମ୍ବା ବାଲକୋନିରେ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ୍ କିମ୍ବା ମୋବାଇଲ୍ ଲାଇଟ୍ ଜାଳନ୍ତୁ।

କରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦେଶବାସୀଙ୍କୁ ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ରବିବାର ଅର୍ଥାତ ଏପ୍ରିଲ ୫ ତାରିଖ ରାତି ୯ଟାରେ ସମସ୍ତ ଦେଶବାସୀ ୯ ମିନିଟ୍ ପାଇଁ ନିଜ ଘରର ଲାଇଟ୍ ବନ୍ଦ ରଖନ୍ତୁ।

ଏହାଦ୍ୱାରା ଦେଶବାସୀଙ୍କ ମଧ୍ୟରେ କରୋନାକୁ ଲଢ଼ିବାର ଏକତା ଦେଖିବାକୁ ମିଳିବ ଏବଂ କରୋନାର ଯୁଦ୍ଧରେ ଭାରତ ବିଜୟୀ ହୋଇପାରିବ ବୋଲି ମୋଦୀ କହିଛନ୍ତି।

କରୋନା ପାଇଁ ୯ ମିନିଟ୍ ମାଗିଲେ ମୋଦୀ – ରବିବାର ରାତି ୯ଟାରେ ଦୀପ, ମହମବତୀ ଜାଳିବାକୁ ଅନୁରୋଧ କରିଛନ୍ତି, ୨୧ ଦିନ ପାଇଁ ‘ଲକ୍‌ଡାଉନ୍‌’ ଦେଶରେ କ’ଣ ବନ୍ଦ ରହିବ, କ’ଣ ଖୋଲା ରହିବ?, କୋରାନା ଭାଇରସ, ସାରା ଦେଶ ‘ଲକ୍‌ଡାଉନ୍‌’ – ୨୧ ଦିନ ଯାଏଁ ତାଲା

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସାରା ଦେଶ କରୋନା ବିରୋଧରେ ଯୁଦ୍ଧ ଲଢୁଛି। ଏଥିପାଇଁ ଲାଗୁ ହୋଇଥିବା ୨୧ ଦିନର ଲକଡାଉନକୁ ମଧ୍ୟ ଦେଶବାସୀ ପାଳନ କରିଛନ୍ତି। ବର୍ତ୍ତମାନ ଭାରତ ଅନ୍ୟ ଦେଶମାନଙ୍କ ପାଇଁ ଉଦାହରଣ ସାଜିଛି ବୋଲି ମୋଦୀ ତାଙ୍କର ଭାଷଣରେ କହିଛନ୍ତି।

ଦିନକୁ ଦିନ ଭାରତରେ କରୋନା ସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୦୮୮କୁ ବୃଦ୍ଧି ପାଇଛି ଓ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। କ୍ରମାଗତ ଭାବେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *