ଚାଲିଥିଲା ବଡ ଧରଣର ଆତଙ୍କୀ ଷଡଯନ୍ତ୍ର. ପୋଲିସକୁ ମିଳିଲା ବଡ଼ ସଫଳତା, ଜବତ ହେଲା ବଡ଼ ଧରଣର ଅସ୍ତ୍ର ଶସ୍ତ୍ର

ବର୍ତ୍ତମାନ କରୋନର ଦ୍ୱିତୀୟ ଲହରୀ ଚାଲିଛି। ଏହା ମଧ୍ୟରେ ମଧ୍ୟ ପୋ-ଲି-ସମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଇଁ କାମ କରୁଛନ୍ତି। ଏବେ ଏକ ପୋଲିସଙ୍କୁ ଏକ ବଡ଼ ସଫଳତା ମିଳିଛି। ଏହି ବଡ଼ ସଫଳତା ପଞ୍ଜାବ ପୋ-ଲି-ସଙ୍କୁ ମିଳିଛି,ଗୁରୁବାର ରାତିରେ ପଞ୍ଜାବ ପୋଲିସ ହାତରେ ଏକ ବଡ଼ ଆତଙ୍କବାଦୀଙ୍କ ଜିନିଷ ପତ୍ର ପୋଲିସ ଧରି ପାରିଛି ଏହା ସହଜଣେ ଅଭିଯୁକ୍ତ ମଧ୍ୟ ପୋଲିସ ହାତରେ ଧରା ପଡିଥିବାର ସୂଚନା ମିଳିଛି। ଏହି ଅପରେସନ ପୋଲିସ ଗୁରୁବାରକୁ କରିଥିଲା ଯେଉଁଥିରେ ସଫଳ ହୋଇଛି।

ସେଠାରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଚାଲିଥିଲା ଯେଉଁସ୍ଥାନରୁ ପୋଲିସ ଅନେକ ଗୋଳା ବାରୁଡଦ ଓ ମାରଣାସ୍ତ୍ର ଜବତ କରିବାରେ ସଫଳ ହୋଇଛି। ଏହି ଜିନିସ ଏକ ବଡ଼ ଆତଙ୍କବାଦୀ ସଂଗଠନର ଯାହାର ଲିଙ୍କ ବଡ଼ ବଡ଼ ଦେଶର ଆତଙ୍କବାଦୀ ସଙ୍ଗଠନ ସହ ଥିଲା ଯେପରି ପାକିସ୍ତାନ, ଆମେରିକା, କାନାଡ଼ା । ଡିଜିପି ଦିନକର ଗୁପ୍ତା ଦେଇଥିବା ଅନୁସାରେ ଏହା ଦ୍ଵାରା ସେମାନେ ବହୁତ ବଡ଼ ବଡ଼ ଆକ୍ରମଣର ଷଡ଼ଯନ୍ତ୍ର କରିଥିଲେ ଯେଉଁଠି ପାଇଁ ଏତେ ଅସ୍ତ୍ର ଶସ୍ତ୍ର ଆଣିଥିଲେ।

Google

ଘଟଣାସ୍ଥଳରୁ ପୋଲିସ ବଟାଲା ଜିଲ୍ଲାର ପୁରିଆ କଲାନ ନିବାସୀ ୨୫ ବର୍ଷୀୟ ଜଗଜିତ ସିଂହ ଓରଫ ଜଗୁକୁ ଗୁରୁବାର ରାତିରେ ଅମୃତସରର କଥୁନାଙ୍ଗଲ ନିକଟରୁ ପଞ୍ଜାବ ପୋଲିସ ଗିରଫ କରିଛି। ଏହି ବ୍ୟକ୍ତି ଘଟଣା ଗୋଟିଏ କାରରେ ଏହି ଅସ୍ତ୍ର ଶସ୍ତ୍ର ସବୁ ନେଇକିରି ଯାଉଥିଲା ଯେଉଁ କାରର ନମ୍ବର ଥିଲା ପିବି-୦୬-ଏଏନ-୭୦୧୬ । ଦୁଇଟି ବ୍ୟାଗ ପୋଲିସ ଜବତ କରିବା ପରେ ଏହି ସବୁ ଜିନିଷ ପାଇଛି ଯେଉଁଥିରେ ଅନେକ ବଡ଼ ବଡ଼ ବନ୍ଧୁକ ଜବତ କରାଯାଇଛି। ପୋଲିସ ଡିଜିଙ୍କ ସୂଚନା ଅନୁସାରେ ଘଟଣାସ୍ଥ-ଳରୁ ପୋଲିସ ଏମଏମର ୧୯ ପିସ୍ତଲ, ୩୭ ମ୍ୟାଗଜିନ ଓ ୪୫ ରାଉଣ୍ଡ, ୩୦ ବୋରର ୯ ପିସ୍ତଲ ଓ ଅନେକ ବମ ଜବତ କରିଥିଲା। ଏହା ସହ ଡିଜି କହିଛନ୍ତି ଅଭିଯୁକ୍ତକୁ କେବଳ ସଠିକ ଜାଗାରେ ଜିନିଷ ପହଞ୍ଚାଇବା ପାଇଁ ଆମେରିକାରୁ ଦରମନଜୋତ ସିଂହ ଆଦେଶ ଦେଇଥିଲେ। ଏହା ସହ ପୋଲିସ ଏବେ ଏହା ଉପରେ ଅଧିକ ତଦନ୍ତ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *