ପୋଲିସର ଅମାନସିକ ବ୍ୟବହାର, ୨ ମାସର ପିଲାକୁ ଅତି ନିର୍ଦୟ ଭାବରେ ରାସ୍ତାରୁ ଉଠାଇଲା

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଯାହା ଅଧିକ ପ୍ରଭାବ ପକାଉଛି କାରଣ ଏହି ଲହରୀରେ ଅଧିକ ଲୋକ ସଂକ୍ର-ମଣ ହେବା ସହ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ଏବେ ପୋଲିସ ମାନଙ୍କୁ ଏହାର ଦାୟୀତ୍ୱ ଦିଆଯାଇଛିକି ସେମାନେ ନିୟମ କାନୁନ ଭାଙ୍ଗୁଥିବା ଲୋକକୁ କଠୋର ଶାସ୍ତି ଦେବେ କିନ୍ତୁ ମେରଠରେ ଜଣେ ପୋଲିସ କର୍ମଚାରୀଙ୍କ ଅମାନସିକତା କାର୍ଯ୍ୟ ଏବେ ଚର୍ଚାର ବିଷୟ ପାଲଟିଯାଇଛି। ଯାହା ଦ୍ୱାରା ଲୋକମାନେ ପୋ-ଲି-ସକୁ ନିନ୍ଦା କରିଛନ୍ତି କାରଣ ଜଣେ ପୋଲିସ କର୍ମଚାରୀ ଦୁଇ ମାସର ପିଲାକୁ ଏପରି ଉଠାଇନେଉଛନ୍ତି ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟହେବେ।

Google

ଏପରି ଲାଗୁଛି ସତେ ଯେପରି ସେହି ପିଲାଟି କୌଣସି ବଡ଼ ଦୋଷ କରିଦେଇଛି। ଏପରି ଚର୍ଚା ହେବା ପରେ ପୋଲିସ ପକ୍ଷରୁ ମଧ୍ୟ ଏହା ଉପରର ପ୍ରତିଉତ୍ତର ଆସିଛିକି ଏପରି କହି ଲୋକ ପୋ-ଲି-ସକୁ ଅପମାନିତ କରୁଛନ୍ତି ଏପରି କିଛିବି ନୁହେଁ। ଏହା ପରେ ଏହି ଘଟଣାର ଅଧିକ ଯାଞ୍ଚ ହେବ। ଆପଣଙ୍କୁ କହିରଖିବୁ ଜଣେ ଯୁବକ ବେଗମପୁଲରେ ମଙ୍ଗଳବାର ଦିନ ମିଶାଖାଇ ହୋସ ହରାଇ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥାନକୁ ଯାଇ ମାମଲାକୁ ଶାନ୍ତ କରିବା ବେଳେ ଯୁବକ ସହ ଥିବା କିଛି ମହିଳା ଓଲଟା ପୋଲିସକୁ ଆକ୍ରମଣ କରିଥିଲେ।

ଏହା ପରେ ପୋଲିସ ସେହି ବ୍ୟକ୍ତିକୁ ଗିରଫ କରିବା ସହ ସବୁ ଠିକ କରିଥିଲା। ଏହା ପରେ ଉପସ୍ଥିତ ମହିଳାଙ୍କୁ ମଧ୍ୟ ଫୁଟପାତରୁ ପୋଲିସ ଉଠାଇବା ବେଳେ ସେଠାରେ ଜଣେ ମହିଳାଙ୍କର ଦୁଇ ମାସର ପିଲା ଥିଲା ଯାହାକୁ ପୋଲିସ ଅମାନବିକତା ସହ ଗୋଟେ ହାତରେ ଟେକି ନେଇଥିଲେ ଯାହା ଦେଖି ବହୁତ ଦୁଃଖ ଲାଗୁଥିଲା କାରଣ ପିଲାଟି କାନ୍ଦୁଥିଲା। ସେଠାକରେ ଉପସ୍ଥିତ କେହି ଜଣେ ଏହାର ଭିଡ଼ିଓ ଭାଇରାଲ କରିଥିଲେ ଯାହା ପରେ ପୋଲିସ କର୍ମଚାରୀ ଜଣଙ୍କ କହିଛନ୍ତି ମୁଁ ପିଲାଟିକୁ ଫସିଯାଇଥିବା ଲୋକଙ୍କ ମଧ୍ୟରୁ ଉଦ୍ଧାର କରିଥିଲି କିନ୍ତୁ ଲୋକ ଏହାର ଭୁଲ ଭାବୁଛନ୍ତି। ଏହା ପରେ ମଧ୍ୟ ଏହି ଘଟଣାର ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *