ବଲିଉଡ ଆକ୍ଟରଙ୍କ ପୁଅ ଉପରେ ରେଫ ଓ ଜବରଦସ୍ତ ଗର୍ଭପାତ କରିବାର ଅଭିଯୋଗ, ଦର୍ଜ ହେଲା କେସ ।

ମୁମ୍ବାଇ ପୁଲିସର ଓଶିୱାରା ଥାନାରେ ଗୁରୁବାରକୁ ବଲିଉଡର ଜଣେ ବଡ ଆକ୍ଟରଙ୍କ ସ୍ତ୍ରୀ ଓ ପୁଅଙ୍କ ଉପରେ ରେଫ,ଧୋକା ଓ ଜବରଦସ୍ତ ଗର୍ଭପାତ କରିବାର ଅପରାଧରେ କେସ ଦର୍ଜ ହୋଇଛି। ଏହି କେସ ଏକ ମହିଳା କଳାକାରଙ୍କ ଆରୋପ ଲାଗେଇବାରୁ କେସ ଦର୍ଜ ହୋଇଛି। ଯାହାଙ୍କ ମତରେ ଆରୋପୀ ୨୦୧୫ ରୁ ୨୦୧୮ ପର୍ଯ୍ୟନ୍ତ ଵିଵାହର ପ୍ରସ୍ତାଵ ଦେଇ ତାଙ୍କ ସହ ରେଫ କରିଥିଲେ।

Google

କୁହାଯାଉଛି କି ଅଭିଯୋଗ କରିଥିବା ମହିଳା ଜଣକ ଭୋଜପୁରୀ ଓ ହିନ୍ଦୀ ଫିଲ୍ମରେ କାମ କରିସାରିଛନ୍ତି। ସେ ତାଙ୍କ ଅଭିଯୋଗରେ କହିଛନ୍ତି କି ୨୦୧୫ ରୁ ସେ ଆରୋପୀ ଆକ୍ଟରଙ୍କ ସହ ରେଲେସନସିପରେ ଥିଲେ। ଏହାପରେ ମେ ୨୦୧୫ରେ ଆରୋପୀ ନିଜ ଫ୍ଲାଟରେ ନିଶା ଦ୍ରବ୍ୟ ଦେଇ ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ନିଜ ବୟାନରେ ପୀଡିତା କହିଛନ୍ତି କି ଵିଵାହର ପ୍ରସ୍ତାବ ଦେଇ ତାଙ୍କ ସହ ସେ ରେଫ କରି ଆସୁଥିଲେ।

ପୀଡିତାଙ୍କ କହିବା ଅନୁଯାୟୀ ସେ ରିଲେସନରେ ରହି ପ୍ରେଗନେଣ୍ଟ ମଧ୍ୟ ହୋଇଯାଇଥିଲେ।ପରେ ଜବରଦସ୍ତ ତାଙ୍କର ଗର୍ଭପାତ କରାଯାଇଥିଲା। ପୀଡିତା ଯେତେବେଳେ ବିବାହ କରିବାକୁ ଜୋର ଦେଇଥିଲେ ଆରୋପୀ କୁଣ୍ଡଳୀ ନ ମିଶିବାର ବାହାନା ଦେଖାଇଥିଲେ। ଏହା ପରେ ବିବାହ କଥା କହିଲେ ଆରୋପୀଙ୍କ ମା ମଧ୍ୟ ତାଙ୍କୁ ଧମକ ଦେଉଥିଲେ । ଓଶିୱାରା ପୁଲିସ ମାମଲା ଦର୍ଜ କରିସାରିଛି ଓ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି।

Google

କହିରଖୁଛୁ କି ପୀଡିତା ୨୦୧୮ ରେ ଆକ୍ଟରଙ୍କ ଉପରେ ରେଫର ଅଭିଯୋଗ ଆଣିଥିଲେ। ଏହାପରେ ପୀଡିତା ଦିଲ୍ଲୀର ଏକ ଅଦାଲତରେ ନ୍ୟାୟ ମାଗିଥିଲେ। କୋର୍ଟ ଦିଲ୍ଲୀ ପୋଲିସକୁ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଲେ ପରେ ଏହା ନିଷ୍ପତ୍ତି ହେଲା କି ଯେଉଁଠି ଏହି ଘଟଣା ହୋଇଥିଲା ସେଠାର ପୁଲିସ ଏହି ଘଟଣାର ଯାଞ୍ଚ କରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *