ପୋଲିସ ଅନୁସାରେ ନଗର ନିଗମରେ କାମ କରୁଥିବା ଦିପୁର ସମ୍ପର୍କ ଏହି ମହିଳା ସହିତ ଥିଲା। ଦିପୁ ଅଶ୍ଳୀଳ ଭିଡିଓ କରି ନିଜର ପ୍ରେମିକାକୁ ବ୍ଲାକମେଲ କରୁଥିଲା।ଏଥିରେ ରାଗିକରି ପ୍ରେମିକା ନିଜ ଭାଇ ସହିତ ମିଶି ତାର ହତ୍ୟା କରିଦେଲା।

ଉତ୍ତର ପ୍ରଦେଶର ଉଲିଗଡ଼ରୁ ହତ୍ୟାର ଗୋଟିଏ ହୃଦୟ ଥରେଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମହିଳା ନିଜ ଭାଇ ସହିତ ମିଶିକରି ପ୍ରେମିକକୁ ମାରିଦେଇ ତାର ଶବକୁ ନାଳରେ ଫୋପାଡ଼ିଦେଲା। ପୁଲିସର କହିବା ଅନୁଯାୟୀ ନଗର ନିଗମରେ ନଗର ନିଗମରେ କାମ କରୁଥିବା ଦିପୁର ସମ୍ପର୍କ ଏହି ମହିଳା ସହିତ ଥିଲା। ଦିପୁ ଅଶ୍ଳୀଳ ଭିଡିଓ କରି ନିଜର ପ୍ରେମିକାକୁ ବ୍ଲାକମେଲ କରୁଥିଲା। ଏଥିରେ ରାଗିକରି ପ୍ରେମିକା ନିଜ ଭାଇ ସହିତ ମିଶି ତାର ହତ୍ୟା କରିଦେଲା।
ମିଡିଆ ରିପୋର୍ଟସ୍ ମୁତାବକ,ସିସିୟା ପାଡା ଅନ୍ତର୍ଗତ ଦିପୁ ନଗର ନିଗମର କର୍ମଚାରୀ ଅଟେ। ଗତ ୨ ଡିସେମ୍ବରରେ ସେ ଘରୁ ନିଖୋଜ ଥିଲା। ୧୦ ଡିସେମ୍ବରକୁ ଗାନ୍ଧୀ ପାର୍କ ଥାନା କ୍ଷେତ୍ରର କମାଲପୂର ସ୍ଥିତ ନାଳରେ ତାର ଶବ ଜବତ କରାଗଲା। ଯାହାପରେ ବନ୍ଧୁବାନ୍ଧବ ରାସ୍ତା ଅବରୋଧ କରି ନ୍ୟାୟ ପାଇଁ ଦାବି କରିଥିଲେ। ଦିପୁଙ୍କ ଘରଲୋକ କୌଣସି ମହିଳାଙ୍କ ଉପରେ ତାର ହତ୍ୟା କରିବାର ଆରୋପ ଲଗାଉଥିଲେ। ପୋଲିସ ବି ସେହି ଦିଗରେ ଯାଞ୍ଚ ଆରମ୍ଭ କଲା ଏବଂ ସର୍ବୀଲାନ୍ସ ଟିମ ସାହାଯ୍ୟରେ ଦୋଷୀମାନଙ୍କ ପର୍ଯ୍ୟନ୍ତ ପହଞ୍ଚିଗଲା।
ସିଟି ଏସପି କୂଳଦୀପ ସିଂହ ମିଡିଆକୁ କହିଛନ୍ତି କି ମହିଳାଙ୍କର ପୀଡିତାଙ୍କ ସହିତ ଅବୈଧ ସମ୍ପର୍କ ଥିଲା। ଗତ କିଛି ଦିନ ପୂର୍ବରୁ ଦିପୁ ତାର ଅଶ୍ଳୀଳ ଭିଡିଓ କରିନେଇଥିଲା ଯାହାକୁ ଦେଖେଇକରି ତାକୁ ବ୍ଲାକମେଲ କରୁଥିଲା। ଦିପୁର ଶବ ୧୦ ଡିସେମ୍ବରକୁ ଏକ ନାଳରୁ ମିଳିଥିଲା। ପୋଲିସ କହିଛି କି ଏହା ଛଡା ଦିପୁର ମହିଳାଙ୍କ ଝିଅ ଉପରେ ବି ଖରାପ ନଜର ଥିଲା । ଏହି କଥାରୁ ଚିନ୍ତିତ ହୋଇ ମହିଳା ନିଜ ଭାଇ ରାଜକୁମାର ସହିତ ମିଶିକରି ଦିପୁର ହତ୍ୟାକରିଦେଲେ।

ସିଂହ କହିଛନ୍ତି କି ଯେତେବେଳେ ପୋଷ୍ଟମଟମ କରାଗଲା,ତେବେ ଜଣାପଡିଲା କି ଦିପୁର ହତ୍ୟା ତଣ୍ଟି କାଟିବା ଦ୍ୱାରା ଏବଂ ମୁଣ୍ଡକୁ ପିଟିବା ଦ୍ୱାରା ହୋଇଛି। ପୋଲିସ ସର୍ବିଲାନ୍ସ ସାହାଯ୍ୟରେ କିଛି ସନ୍ଦିଗ୍ଧ ଲୋକଙ୍କୁ ଜାଣିବାକୁ ପାଇଲେ। ଏଥିରେ ଦୁଇଜଣଲୋକଙ୍କ ନାମ ସାମ୍ନାକୁ ଆସିଛି। ଯଶୋଦା ଦେବୀ ଏବଂ ତାର ଭାଇ ରାଜୁ । ପୋଲିସ ମୁତାବିକ,ପ୍ରେମିକା ନିଜ ଭାଇର ସାହାଯ୍ୟରେ ଦିପୁ କାନ୍ତିକୁ ଡାକିକରି ତାର ତଣ୍ଟି ଚିପିକରି ହତ୍ୟା କରିଦେଲା ଏବଂ ଶବ ନାଳରେ ଫୋପାଡି ଦେଲା। ମୃତକଙ୍କ ଆହୁରି କେତେକ ଅନ୍ୟ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ଅଛି ବୋଲି କୁହାଯାଇଛି। ହତ୍ୟାକାଣ୍ଡର ମୁଖ୍ୟ ଦୋଷୀ ମହିଳା ଓ ତାର ଭାଇକୁ ଗିରଫ କରି ଆଗାମୀ ଦିନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଗଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।