ସବୁ ମହିଳା ମା ହେବାକୁ ସ୍ୱପ୍ନ ଦେଖିଥାନ୍ତି।ଯେବେ ସେ ଗର୍ଭବତୀ ହୋଇଥାନ୍ତି ତାଙ୍କ ଚେହେରାରେ ସେହି ଖୁସି ଦେଖାଯାଇଥାଏ। ସେ ଘରକୁ ଆସିବାକୁ ଥିବା ନୂଆ ଅତିଥିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି କରିଥାନ୍ତି କିନ୍ତୁ ଯଦି ଆସିବାକୁ ଥିବା ଅତିଥି ଜଣେ ବଦଳରେ ଅନେକ ଆସିଯିବେ ତ ? ଏହାର ଅର୍ଥ ଏକ ସେ ଚାରୋଟି ଛୁଆ ହୋଇଯିବ। ଶୁଣିବାକୁ ହିଁ ଏହା ବହୁତ ଖୁସି ଲାଗିଥାଏ କିନ୍ତୁ ପ୍ରାଟିକାଲରେ ଏକ ସହ ଚାରୋଟି ଛୁଆ ପାଳିବା ବହୁତ କଷ୍ଟ।

ଅଷ୍ଟ୍ରେଲିଆର ରଓଏବୌରନେରେ ରହିବା ଵାଲା ୩୦ ବର୍ଷୀୟ ନତାଲି ମାରିଙ୍କ ସହିତ ଏପରି ହୋଇଥିଲା। ନତାଲି ଓ ତାଙ୍କ ସ୍ୱାମୀ ଅନେକ ଦିନରୁ ଛୁଆ ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ କୌଣସି କାରଣ ପାଇଁ ହୋଇପାରୁନାହିଁ। ଏହା ପରେ ଅନେକ ଚେଷ୍ଟା ଓ ଟ୍ରିଟମେଣ୍ଟ ପରେ ତାଙ୍କୁ ଏକ ଝିଅ ହେଲା।ସେହି ଝିଅ ଜନ୍ମ ହେବାର କିଛି ବର୍ଷ ପରେ ନତାଲି ପୁଣି ଗର୍ଭବତୀ ହୋଇଗଲେ କିନ୍ତୁ ଏଥର ତାଙ୍କ ପେଟ ସାଧାରଣ ଠୁ ଅଧିକ ବଡ଼ ହେଇଯାଉଥିଲା।
ପେଟ ବଡ଼ ହୋଇଥିବା ଦେଖିବା ପରେ ନତାଲି ଯେବେ ୭ ମ ସପ୍ତାହରେ ସୋନୋଗ୍ରାଫି କରାଇଲେ ଜାଣିବାକୁ ପାଇଲେ ତାଙ୍କ ପେଟରେ ଗୋଟିଏ ବା ଦୁଇଟି ନୁହଁ ଚାରୋଟି ଛୁଆ ଅଛି। ଏକା ଥରେ ଏତେ ଛୁଆ କଥା ଶୁଣି ପ୍ରଥମେ ନତାଲି ଓ ତାଙ୍କ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ ପରେ ସେମାନେ ଏହାକୁ ସ୍ୱୀକାର କରିନେଇଥିଲେ। ଆଶ୍ଚର୍ଯ୍ୟ କଥା ଏହା କି ଏଥର ନତାଲି ବିନା କୌଣସି ଟ୍ରିଟମେଣ୍ଟରେ ସେହି ଚାରୋଟି ଛୁଆଙ୍କୁ ଜନ୍ମ କରିଥିଲେ।
ଗର୍ଭରେ ଏକ ସାଙ୍ଗେ ଚାରୋଟି ଛୁଆ ଥିବାରୁ ନତାଲିଙ୍କ ପେଟ ବହୁତ ବଡ଼ ହୋଇଯାଇଥିଲା। ଏହା ଯୋଗୁଁ ତାଙ୍କୁ ପୋଷାକ କିଣିବା ପାଇଁ ଅଶୁବିଧା ହେଉଥିଲା।

ଭଲ କଥା ଏହା କି ନତାଲି ସେହି ଚାରୋଟି ଛୁଆଙ୍କୁ ସୁରକ୍ଷିତ ଜନ୍ମ ଦେଇଥିଲେ। ମା ଓ ଛୁଆ ଭଲ ଅଛନ୍ତି। ସେହି ଡେଲିଭରି ସିଜୋରିଅନ ରେ ହୋଇଥିଲା।
ତଥାପି ଘରକୁ ଚାରୋଟି ଅତିଥି ଅଚାନକ ଆସିବା ପରେ ମା ବାପଙ୍କୁ ଅଳ୍ପ ଅଶୁବିଧା ହେଉଛି।
ଚାରୋଟି ଛୋଟ ଛୁଆଙ୍କୁ କ୍ଷୀର ପିଆଇବା ପାଇଁ ନତାଲିଙ୍କୁ ଦେଢ଼ଘଣ୍ଟା ଲାଗିଥାଏ। କେବେ ଗୋଟିଏ ଛୁଆ ସୋଇଯାଏ ତ ଅନ୍ୟ ଛୁଆ କାନ୍ଦିବାକୁ ଲାଗେ। ତାଙ୍କୁ ସମ୍ଭାଳିବା ପାଇଁ ବହୁତ ଅଶୁବିଧା ହେଉଛି। ତଥାପି ସେ ଭଗବାନ ଦେଇଥିବା ଏହି ଉପହାର ପାଇଁ ଖୁସି ଅଛନ୍ତି।

ଚାରୋଟି ଛୁଆ ଜନ୍ମ ଦେବା ପରେ ମଧ୍ୟ ନତାଲିଙ୍କ ପେଟ ବହୁତ ବଡ଼ ହୋଇଯାଇଛି। ତାଙ୍କ ପେଟରେ ବହୁତ ଦାଗ ମଧ୍ୟ ହୋଇଯାଇଛି। ନତାଲି ପ୍ରେଗନେସି ପରର ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏହା ଦ୍ଵାରା ତାଙ୍କ ମନରେ ଲାଜର ପ୍ରଶ୍ନ ହିଁ ଉଠୁନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।