ଦୁନିଆର ସବୁଠାରୁ ଭରସାଯୋଗ୍ୟ ପଶୁ କୁକୁରକୁ ମାନାଯାଏ। ଲୋକଙ୍କ ମତରେ କୁକୁର ଯେତେ ବିଶ୍ୱସ୍ତ ପଶୁବ ଏହିପରି ଅନ୍ୟ କୌଣସି ପଶୁ ନୁହେଁ। ପୁଣି ଥରେ ଏହି କଥା ଏକ ଘଟଣାରୁ ପ୍ରମାଣ ହୋଇଯାଇଛି। ଆପଣଙ୍କୁ କହିରଖିବିକି ମେଡ଼ିକାଲରେ ନିଆଁ ଲାଗିବା କାରଣରୁ ଅନେକ ବୟସ୍କ ରୋଗୀ ଫସିଯାଇଥିଲେ କିନ୍ତୁ ସେଠି ଉପସ୍ଥିତ ଏକ କୁକୁର ସେମାନଙ୍କ ଜୀବନ ବଞ୍ଚାଇଦେଲା ଓ ଠିକ ସମୟରେ ସେମାନଙ୍କୁ ମେଡ଼ିକାଲରୁ ବାହାରକୁ ମଧ୍ୟ ବାହାର କରିଦେଲା।

କିନ୍ତୁ ଦୁଃଖଦ କଥା ଏହାକି ନିଆଁରେ ନିଜେ କୁକୁରଟି ବହୁତ ଜୋରେ ଜଳିଯାଇଛି। ଏହି ପୁରା ଘଟଣା ପରେ ଲୋକ ସେହି କୁକୁରର କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ଓ ତାକୁ ଜଣେ ପ୍ରକୃତ ହିରୋ ବୋଲି କହୁଛନ୍ତି। କହିରଖିବି କି ଏହି ଘଟଣା ରୁଷର ସେଣ୍ଟ ପିଟସବର୍ଗ ର ଲେନିନଗ୍ରାଡ଼ ଇଲାକାର ଅଟେ।
ମେଡ଼ିକାଲରେ ଲାଗିଲା ଅଚାନକ ନିଆଁ:
ଏଠାରେ ପୂର୍ବ ସପ୍ତାହରେ ମେଡ଼ିକାଲରେ ଅଚାନକ ନିଆଁ ଲାଗିଯାଇଥିଲା। ଏହି ସମୟରେ ମେଡ଼ିକାଲରେ ଉପସ୍ଥିତ ଥିବା ମାଟିଲଡା ନାମକ କୁକୁର ଏତେ ଜୋରେ ଭୁକିଲା କି ଚାରିଜଣ ବୟସ୍କ ରୋଗୀ ଉଠିଗଲେ। ଏହା ପରେ ରୋଗୀ ମାନଙ୍କୁ ଜଣାପଡିଲାକି ମେଡ଼ିକାଲରେ ନିଆଁ ଲାଗିଛି। ଯାହା ଦ୍ୱାରା ସେମାନେ ଠିକ ସମୟରେ ମେଡ଼ିକାଲରୁ ବାହାରିପାରିଲେ।
କୁକୁରଟି ନିଆଁରେ ବହୁତ ଜଳିଗଲା:
କିନ୍ତୁ ନିଆଁ ଲାଗିବା ଦ୍ଵାରା ମେଡ଼ିକାଲରେ ସମସ୍ତେ ଦୌଡ଼ିବାକୁ ଲାଗିଲେ ଯାହା ଦ୍ୱାରା କୁକୁରଟି ସେଠାରେ ଫସିରହିଗଲା ଓ କାହାର ବି ଧ୍ୟାନ ତା ଉପରକୁ ଗଲାନାହିଁ।ଏହା ପରେ ଯେବେ ଦମକଳ ବାହିନୀ ଯେବେ ନିଆଁ ଉପରେ କାବୁପାଇଲେ ସେତେବେଳକୁ କୁକୁରଟି ବହୁତ ଜଳିଯାଇଥିଲା। ଏହା ପରେ ଲୋକ କୁକୁରର ଏହି କାମ ବିଷୟରେ ଜାଣିବାକୁ ପାଇଲେ ଓ ସେହି ଖବର ପୁରା ସହରରେ ବ୍ୟାପିଯାଇଥିଲା।

ଯାଞ୍ଚରେ ଜଣାପଡିଲା କି କୁକୁରଟି ପ୍ରେଗନେଟ ଅଛି:
ଯାହା ପରେ ପଶୁମାନଙ୍କ ଅଧିକାର ପାଇଁ କାମ କରୁଥିବା ସାମାଜିକ କାର୍ଯ୍ୟକର୍ତା ସେଠାରେ ପହଞ୍ଚି କୁକୁରକୁ ନେଇ ମେଡ଼ିକାଲ ଗଲେ। ନିଆଁ ଦ୍ଵାରା ମାଟିଲଡାର ବେଗ, ପେଟ, ଚେହେରା ବହୁତ ଜଳିଯାଇଥିଲା। ଏହା ପରେ ଡାକ୍ତରଙ୍କ ଯାଞ୍ଚରୁ ଜଣାପଡିଲା କି ସେ ପ୍ରେଗନେଟ ଅଛି।
କିନ୍ତୁ ଭଲ ଖବର ଏହାକି ତାର ଛୁଆ ସୁରକ୍ଷିତ ଅଛନ୍ତି।ଆଗାମୀ ଗୋଟେ ଦୁଇ ସପ୍ତାହ ଭିତରେ ପିଲାଙ୍କ ଡ଼େଲିଭରି ବି ହୋଇହିବ। ଲୋକ ମାନେ କୁକୁରଟିର ଏହି କାମ ପାଇଁ ବହୁତ ଖୁସି ଅଛନ୍ତି। ଏହା ସହ ଲୋକ କୁକୁରଟିର ଦେଖାଶୁଣା କରିବା ସହିତ ତାକୁ ସାହାଯ୍ୟ ମଧ୍ୟ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।