ଗୋଟେ କିଲୋ ଆମ୍ବର ମୂଲ୍ୟ ୨ ଲକ୍ଷରୁ ବି ଅଧିକ, ୭ ଟି ଆମ୍ବ ପାଇଁ ଜଗିଛନ୍ତି ୪ ଗାର୍ଡ ୬ କୁକୁର

ଏହି ଦୁନିଆରେ ଅନେକ ଏପରି ଜିନିଷ ଅଛି ଯାହା ବିଷୟରେ ଆପଣ ହୁଏତ ଆଗରୁ କେବେ ଜାଣିନଥିବେ।ଅନେକ ଏପରି ଜିନିଷ ଅଛି ଯାହା ସାଧାରଣ ଜିନିଷ ଠୁ ଅଧିକ ଦାମ। ଏହି ଏପରି ଏପରି ଏକ ଆମ ବଗିଚା ଅଛି ଯେଉଁଠି ଜଗିଛନ୍ତି ୪ ଜଣ ଗାର୍ଡ ଓ ୬ ଜଣ କୁକୁର।ଏହା ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ କି କଣ ଏମିତି ଆମ୍ବ ଅଛି ଯାହା ପାଇଁ ଏତେ ଅଧିକ ସୀକ୍ୟୁରିଟି ଅଛନ୍ତି।କିନ୍ତୁ ଏହା ପୁରା ସତ୍ୟ ଅଟେ। ଆପଣ ଆଗରୁ ଅନେକ ଦାମୀ ବସ୍ତୁ, ବ୍ୟାଙ୍କ ଇତ୍ୟାଦି ସ୍ଥାନରେ ସୁରକ୍ଷା ଗାର୍ଡ ଦେଖିଥିବେ କିନ୍ତୁ ଆମ୍ବକୁ ଏତେ ସୁରକ୍ଷା ଭିତରେ ପ୍ରଥମ ଥର ଶୁଣୁଥିବେ।

Google

ଆପଣଙ୍କୁ କହିରଖିବୁ ଏହି ଆମ୍ବ ବଗିଚା ଆମ ଭାରତର ମଧ୍ୟପ୍ରଦେଶର ଜବଲପୁରରେ ଅଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ମାତ୍ର ୭ଟି ଆମ୍ବ ପାଇଁ ଜଗିଛନ୍ତି ୪ ଗାର୍ଡ ଓ ୬ ଟି କୁକୁର କିନ୍ତୁ ଆପଣଙ୍କୁ କହିରଖିବୁ ଏହି ଆମ୍ବ ସାଧାରଣ ଆପଣ ଖାଉଥିବା ଆମ୍ବ ନୁହେଁ। ଏହି ଆମ୍ବ ହୁଏତ ଆପଣ ଜାଣିନଥିବେ କାରଣ ଏହାର ଆନ୍ତର୍ଜାତୀୟ ବଜାରର ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେଠି ସେହି ବଗିଚାର ମାଲିକ ସେହି ଆମ୍ବର ସୁରକ୍ଷା ପାଇଁ ଏତେ କଡା ସୁରକ୍ଷା କରିଛନ୍ତି। ଏହି ବଗିଚାର ମାଲିକ ହେଉଛନ୍ତି ସଂକଳ୍ପ ଓ ତାଙ୍କ ପତ୍ନୀ ରାଣୀ ପରିହାର।

ସେ କହିଛନ୍ତିକି ଏହି ବିରଳ ପ୍ରଜାତିର ଆମ୍ବର ଚାରା ସେମାନେ ପଥମେ ଚେନ୍ନାଇର ଜଣେ ଚାଷୀଙ୍କ ଠୁ ଆଣିଥିଲେ ଓ ମାତ୍ର ୨ ଟି ଚାରା ନିଜ ବଗିଚାରେ ଲଗାଇଥିଲେ। ପ୍ରଥମରୁ ସେ କେବଳ ଏହା ଏକ ଅଭୂତ ଆମ୍ବ ବୋଲି ଜାଣିଥିଲେ କିନ୍ତୁ ଏହାର ଅନ୍ତଜାତୀୟ ବଜାରରେ ଏତେ ଦାମ ବୋଲି ଜାଣିନଥିଲେ। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଆମ୍ବର ଦାମ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ୨.୭୦ ଲକ୍ଷ। ସେମାନେ ଏହାର ଏତେ କଡା ସୁରକ୍ଷା କରିବାର କାରଣ ଆଗ ବର୍ଷ ତାଙ୍କର ୨ ଟି ଆମ୍ବ ଚୋରି ହୋଇଯାଇଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *