ଆକାଶ ମାର୍ଗରୁ ଚେନ୍ନାଇ ଟେଷ୍ଟର ମଜା ନେଲେ ପିଏମ ମୋଦି। ଟ୍ୱିଟର ୟୁଜର ମାନେ ଦେଲେ ଅଦ୍ଭୁତ କମେଣ୍ଟ। ନିଶ୍ଚିତ ଦେଖନ୍ତୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଚେନ୍ନାଇର ହାୱାଇ ଦୋହରା କଲେ ଆଉ ଏହି ଦୋହରା ଭିତରେ ସେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମର ପରିକ୍ରମା କଲେ ଆଉ ଆପଣଙ୍କୁ କହି ରଖୁଛୁ କି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଆଉ ଇଂଲଣ୍ଡ ଭିତରେ ଏକ ଟେଷ୍ଟ ମ୍ୟାଚ ହେଉଛି ଯାହାର ଫୋଟୋ ସେ ସେୟାର କରି ଲେଖିଲେ ,” ଭାରତ ଆଉ ଇଂଲଣ୍ଡ ଭିତରେ ଚାଲିଥିବା ଏହି ମ୍ୟାଚର ଦୃଶ୍ୟ ବହୁତ ରୋମାଂଚକ ଅଟେ।” ପିଏମଙ୍କର ଏହି ଟ୍ୱିଟ ପରେ ଟ୍ୱିଟରରେ ପ୍ରତିକ୍ରିୟାର ବାର୍ଡ ଆସିଗଲା।

ସୁଭଦେବ ସିଂ ଚୌହାନ ନାମକ ଜଣେ ୟୁଜର କହିଲେ ” ପେଟ୍ରୋଲ ଦର ଏବେ ଶତକ ମାରିଲା ଆଉ ମୋଦି ନିଜର ବ୍ୟାଟ ଉଠେଇକି ଏବେ ସେଲିବ୍ରେସନ କରିବା ଉପରେ। ଏବେ ଯାଏ ବ୍ୟାଟିଂ ଜାରି ଅଛି କାରଣ ଅମ୍ବାନୀଙ୍କୁ ଫାଇଦା ଦେବାର ଅଛି।”

Google

ଜଣେ ୟୁଜର କମେଣ୍ଟ କଲେ ,” ରୋହିତ ଆକାଶ ଆଡକୁ ଦେଖି ନିଜର ହାତ ହଲେଇଲେ ବୋଧେ ସେ ହିଁ ଜଣେ ଯାହାଙ୍କୁ ଏତେ ଉଚ୍ଚରୁ ମୋଦିଜି ନଜର ଆସିଲେ.” ଆଉ ନିତିନ ତୋମାର ନାମକ ଜଣେ ୟୁଜର କହିଲେ ,” ଏହା ମୋଦିଜିଙ୍କର ଶକ୍ତି ଅଟେ। ସେ ଗୋଟେ ମ୍ୟାଚ ଆକାଶରୁ ଦେଖନ୍ତି ଆଉ ଇଂଲଣ୍ଡ କ୍ରିକେଟ ଖେଳିବା ହିଁ ଭୁଲିଯାଏ।” ଆଉ ଜଣେ ୟୁଜର ଲେଖିଲେ ,” ପ୍ଲେନରେ ବି ଫୋଟୋଗ୍ରାଫର ନେଇକି ଯାଉଛ , କେଉଁଠି ତ ତାଙ୍କୁ ଛାଡିଦିଅ।”ଆଉ ଜଣେ ୟୁଜର କହିଲେ, ” ଏହାକୁ ବି ବିକିବା ଇରାଦାରେ ନାହାନ୍ତି ତ। କମ ସେ କମ ଏହାକୁ ତ ଛାଡ଼ନ୍ତୁ।”

Google

ମାଧବୀ ତ୍ରିପାଠୀ ନାମକ ଜଣେ ୟୁଜର କହିଲେ ,” କେବେ କୃଷକ ମାନଙ୍କ ଆନ୍ଦୋଳନର ଭି ଦେଖି ନିଅନ୍ତୁ ଆଉ ଯଦି ରାହୁଲ ନୈନିହାଲ ଚାଲିଯାନ୍ତି ତାହେଲେ ଆପଣଙ୍କୁ ତକଲିଫ ହେଇଯାଏ। କି ଅଜବ ଚଷମା ପିନ୍ଧେଇକି ରଖାଯାଇଛି।”

ଆପଣଙ୍କୁ କହିରଖୁଛୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇର ଜବହାର ଲାଲ ନେହେରୁ ଷ୍ଟାଡିୟମରେ ସେନା ପ୍ରମୁଖ ଜେନେରାଲ ଏମ ଏସ ନରବନେଙ୍କୁ ଅର୍ଜୁନ ବ୍ୟାଟେଲ ଟ୍ୟାଙ୍କ ଦେଲେ ଯାହାକୁ ଭାରତୀୟ ରିସର୍ଚ୍ଚ ଏଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ ତିଆରି କରିଛି। ଏହା ଭିତରେ ପିଏମ ଚେନ୍ନାଇରେ ମେଟ୍ରୋ ରେଳ ଫେଜ-୧ ଏକ୍ସେଟେସନର ଉଦ୍ଘାଟନ ବି କଲେ।

Google

ଏହା ଭିତରେ ପିଏମ ନିଜର ସମ୍ବୋଧନ କରିବାକୁ ଯାଇ ଚେନ୍ନାଇକୁ ଉତ୍ସାହ ଆଉ ଉଦ୍ଦିପନାରେ ଭରା ବୋଲି କହିଲେ। ଚେନ୍ନାଇର କୃଷକ ମାନଙ୍କୁ ରେକର୍ଡ ଚାଉଳ ତଥା ଡାଲି ସଂରକ୍ଷଣ ଉପରେ ବହୁତ ଜ୍ଞାନ ଦେଲେ ଆଉ କହିଲେ କି ଜଳ ସଂରକ୍ଷଣ ପାଇଁ ଆମକୁ ଉନ୍ନତ ପଦକ୍ଷେପ ନେବା ଦରକାର।

ଚେନ୍ନାଇ ଟେଷ୍ଟରେ ଭାରତ ଆଗୁଆ ଗତି କରୁଛି। ୩ୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୩ ରନ କରି ୩ଟି ୱିକେଟ ହରାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *