ଅଧିନାୟକ ବନିବା କ୍ଷଣି ହିଁ ପୃଥ୍ବୀ ଶ ଆକାଶ ଛୁଇଁଲେ। ଭାଙ୍ଗିଲେ ଏହି ଦୁଇ ଷ୍ଟାର ଖେଳାଳିଙ୍କ ରେକର୍ଡ।

ପୃଥ୍ବୀ ଶ ୨୫ ଫେବୃଆରୀ ୨୦୨୧ କୁ ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଇତିହାସ ରଚିଲେ। ସେ ଗୁରୁବାର ଦିନ ଦୁନିଆର କେଉଁ ବି ଲିଷ୍ଟ ଏ ମ୍ୟାଚ ମାନଙ୍କରେ ସର୍ବାଧିକ ସ୍କୋର କରିବା ଵାଲା ଅଧିନାୟକ ବନି ଗଲେ। ଏହି ଉପଲବ୍ଧି ସହିତ ହିଁ ସେ ରୋହିତ, ବିରେନ୍ଦ୍ର ସେହ୍ୱାଗ ଆଉ ଗ୍ରେମ ପୋଲୋକଙ୍କର ରେକର୍ଡ ବି ଭାଙ୍ଗିଦେଲେ।

Google

ବିରେନ୍ଦ୍ର ସେହ୍ୱାଗ ୨୦୧୧ରେ ଭାରତୀୟ ଟିମର କମାଣ୍ଡ ସମ୍ଭାଳି ସମ୍ଭାଳି ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୨୧୯ ରନ କରି ଥିଲେ। ରୋହିତ ଶର୍ମା ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୨୦୮ ରନର ଇନିଂସ ଖେଳି ଥିଲେ। ୧୯୮୪ ମସିହାରେ ଦକ୍ଷିଣ ଆଫ୍ରିକାର ପୂର୍ବ କ୍ରିକେଟର ଗ୍ରେମ ପୋଲାକ ଇଷ୍ଟର୍ନ ପ୍ରବିଂଶଙ୍କର ଅଧିନାୟକ ଭାବେ ବୋର୍ଡରଙ୍କ ବିପକ୍ଷରେ ୨୨୨ ରନର ନଟ ଆଉଟ ଇନିଂସ ଖେଳିଥିଲେ। ଏହା ସହିତ ହିଁ ପୃଥ୍ବୀ ଶ ପଚାଶ ଓଭର ଫର୍ମାଟରେ ଦୋହରା ଶତକ ଲଗେଇବା ଅଷ୍ଟମ ଭାରତୀୟ ବନିଗଲେ।

ପୃଥ୍ବୀ ଶ ଗୁରୁବାର ଦିନ ବିଜୟ ହଜାରର ଟ୍ରଫିରେ ପୁଦୁଚେରୀ ବିପକ୍ଷରେ ଖେଳୁ ଖେଳୁ ସେ ମାତ୍ର ୧୪୨ ବଲରେ ଦ୍ଵିଶତକ ଲଗେଇ ଦେଇ ଥିଲେ। ୨୦୨୦-୨୧ ସିଯିନର ଏହା ପ୍ରଥମ ଦ୍ଵିଶତକ ଅଟେ। ମୁମ୍ବାଇ ପକ୍ଷରୁ ଖେଳୁ ଖେଳୁ ସେ ଏହି ଇନିଂସରେ ୨୭ ଚୌକା ଆଉ ୪ଟି ଛକା ଲଗେଇଲେ। ଶ ପ୍ରଥମ ଥର ପାଇଁ ମୁମ୍ବାଇର ଅଧିନାୟକ ହେଲେ। ସେ ଏହି ଇନିଂସରେ ୧୫୨ ବଲରେ ୨୨୭ ନଟ ଆଉଟର ଇନିଂସ ଖେଳିଥିଲେ। ଏହା ଭିତରେ ୩୧ଟି ଚୌକା ଆଉ ୫ଟି ଛକା ସାମିଲ ଥିଲା।

Google

ପୃଥ୍ବୀ ଶଙ୍କର ଦ୍ୱିଶତକ ବଳରେ ମୁମ୍ବାଇ ନିଜର ୫୦ ଓଭର କ୍ରିକେଟରେ ୪ ୱିକେଟ ହରେଇ ୪୫୭ ରନର ବିଶାଳ ସ୍କୋର କଲେ। ଶଙ୍କ ଆଗରୁ ତାଙ୍କ ଟିମ ଖେଳାଳି ତଥା ଓପନର ୟଶାସ୍ୱି ଜୟସଉଆଲ ୫୦ ଓଭର ଫର୍ମାଟରେ ଦ୍ଵିଶତକ ଲଗେଇଥିଲେ। ଜୟସଉଆଲ ୨୦୧୯ରେ ଝାଡ଼ଖଣ୍ଡ ବିପକ୍ଷରେ ୨୦୩ ରନର ଇନିଂସ ଖେଳିଥିଲେ।

ପୃଥ୍ବୀ ଶଙ୍କୁ ଭାରତୀୟ ଟିମରୁ ବାହାର କରି ଦିଆ ଯାଇଥିଲା। ସେ ଅଷ୍ଟ୍ରେଲିଆ ଦୋହରାରେ ଖରାପ ପ୍ରଦର୍ଶନ କରିଥିଲେ ( ପ୍ରଥମ ଇନିଂଗ୍ସରେ ୦ ଆଉ ଦ୍ୱିତୀୟ ରେ ୪ ରନ କରିଥିଲେ)। ପୃଥ୍ବୀ ଶଙ୍କୁ ତା ପର ତିନୋଟି ଟେଷ୍ଟରେ ସୁଯୋଗ ମିଳି ନଥିଲା ଆଉ ତାଙ୍କ ବଦଳରେ ଶୁଭମାନ ଗିଲଙ୍କୁ ମୌକା ମିଳିଥିଲା। ଏବେ ସେ ବିଜୟ ହଜାରେ ଟ୍ରଫିରେ ତିନୋଟି ମ୍ୟାଚରେ ଦୁଇଟି ଶତକ ଲଗେଇଛନ୍ତି। ନିଜର ପ୍ରଥମ ମ୍ୟାଚରେ ସେ ଦିଲ୍ଲୀ ବିପକ୍ଷରେ ୮୯ ବଲରେ ୧୦୫ ରନ ବନେଇଥିଲେ। ପ୍ରଥମ ମ୍ୟାଚରେ ମହାରାଷ୍ଟ୍ର ବିପକ୍ଷରେ ୩୪ ରନରେ ଆଉଟ ହେଇ ଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *